ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ବିଜେଡିରୁ ଇସ୍ତଫା ଦେଲେ ଅସିତ୍ ପଟ୍ଟନାୟକ: କହିଲେ ଯେଉଁଠି ସମ୍ମାନ ନାହିଁ , ସେ ଦଳରେ ରହିବି କାହିଁକି

ଭଦ୍ରକ: ଶେଷରେ ସବୁ କଳ୍ପନାକଳ୍ପନାର ଅନ୍ତ ଘଟାଇ ବୁଧବାର ରାତିରେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ( ବୁଲୁ ) ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି…
ଅଧିକ ଖବର ଦେଖନ୍ତୁ...

ବଢୁଛି ତାତି: ପ୍ରସ୍ତୁତିରେ ଅଟକିଛି ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ 

ଭଦ୍ରକ: ଭଦ୍ରକ ଜିଲ୍ଲାରେ ତାତି ବଢ଼ୁ ଥିବା ବେଳେ ପ୍ରସ୍ତୁତିରେ ଅଟକିଛି ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ। ବଢ଼ିଚାଲିଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ବୈଠକ ପରେ ବୈଠକ କରି ଏଥିନେଇ ସତର୍କ ଏବଂ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଲାଇନ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ପଛକୁ ଧକ୍କା ଦେଲା ସ୍କର୍ପିଓ: ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଦୁଇ ଯାତ୍ରୀଙ୍କ ମୃତ୍ୟୁ, ୪ ଗୁରୁତର

ଭଦ୍ରକ: ଭଦ୍ରକର  ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ନଳାଙ୍ଗ ସାଇ ମନ୍ଦିରଠାରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ସ୍କର୍ପିଓ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ବେଳେ ଏକ ଟ୍ରକ୍ କୁ ପଛପଟୁ କାରଟି ଧକ୍କା ଦେଇଥିଲା। କାର ଓ ଟ୍ରକ୍ ଧକ୍କା ହେବା ଫଳରେ…
ଅଧିକ ଖବର ଦେଖନ୍ତୁ...

ବନ୍ଦଘରୁ ମହିଳାଙ୍କ ମୃତଦେହ ଉଦ୍ଧାର 

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନିରେ ଏକ ବନ୍ଦ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ହେଲେ ମଧୁସ୍ମିତା ନାୟକ। ସୂଚନାରୁ ପ୍ରକାଶ ତିହିଡି ଥାନା ଅଧୀନ ଗୋଳାପୋଖରୀ ଗାଁର ମହେଶ୍ବର ନାୟକଙ୍କୁ ମଧୁସ୍ମିତା ବିବାହ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଶ୍ରୀରାମ ନବମୀ ମୋହତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ପବିତ୍ର ଶ୍ରୀରାମ ନବମୀ ମୋହତ୍ସବକୁ ନେଇ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ସହରର ଯୋଶଦା ହୋଟେଲ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଶ୍ରୀରାମ ନବମୀ ଅତି ଭବ୍ୟ ଓ ଚିତାକର୍ଷକ ପାଳନ ହେବା ସହ କିପରି ଶାନ୍ତି ଶୃଙ୍ଖଳାରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ପାଇବେ ଡିଜିପି ଡିକ୍ସ ମେଡାଲ

ଭଦ୍ରକ: ଭଦ୍ରକ ଜିଲ୍ଲାର କର୍ତ୍ତବ୍ୟରତ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ପାଇବେ ଚଳିତ ୨୦୨୩-୨୪ ବର୍ଷ ପାଇଁ ଡିଜିପି ଡିକ୍ସ ମେଡାଲ। ଏଥି ପାଇଁ ତାଙ୍କୁ ରାଜ୍ୟ ସ୍ଥରରେ ମନୋନୀତ କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରେ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ଉତ୍ସବରେ ତାଙ୍କୁ ଏହି ମେଡାଲ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

କଳାକାର ଭତ୍ତାରୁ ବଂଚିତ ଜିଲାର ଶତାଧିକ ପରିବାରଙ୍କ ଭୋଟ ବର୍ଜନ ନିଷ୍ପତ୍ତି, ଜିଲାପାଳଙ୍କ ଜରିଆରେ ବିଭାଗୀୟ…

ଭଦ୍ରକ: ୨୦୨୧ ମସିହା ଡିସେମ୍ବର ମାସରେ ସରକାରଙ୍କ ଦ୍ୱାରା ଚୟନ ହୋଇ କଳାକାର ଭତ୍ତାରୁ ବଂଚିତ ହୋଇଥିବା ଏହି ଜିଲାର ୯୫୧ ଜଣ  କଳାକାର ଶୁକ୍ରବାର ଜିଲାପାଳଙ୍କ ଜରିଆରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ ପୂର୍ବକ ଆସନ୍ତା ଦିନରେ ସରକାର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଯୌନ ଶୋଷଣ ଅପରାଧୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ,୨୫ ହଜାର ଜରିମାନା

ଭଦ୍ରକ: ଜଣେ ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣିଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ରାଜନୀକାନ୍ତ  ନାୟକଙ୍କ ପୁତ୍ର ଜାଗା ଓରଫ ରାତିକାନ୍ତ ନାୟକ (୩୩)ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬(୨)(ଏଫ), ୩୭୬(୨) (ଏନ) ଓ ନାବାଳିକା ଯୌନ ନିର୍ଯାତନା ଅପରାଧ ନିରୋଧ ଆଇନର ଦଫା ୬ ମୁତାବକ…
ଅଧିକ ଖବର ଦେଖନ୍ତୁ...

ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ

ଭଦ୍ରକ: ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ। ଧାମରା ସାମୁଦ୍ରିକ ଥାନା ଦ୍ଵାରା  ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତି ହେଲେ ରାମଚନ୍ଦ୍ର ମୁର୍ମୁ। ସୂଚନା ଅନୁସାରେ ଧାମରା ସାମୁଦ୍ରିକ ଥାନା ଅଧୀନ କାଳ ନଳୀ ନିକଟରେ ସମୁଦ୍ରରୁ ମାଛ ମାରି ଧାମରା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ କୋର୍ଟ ପରିସରରେ ଜିଲ୍ଲା ଟ୍ରାଞ୍ଜିଟ୍‌ ହାଉସ୍ ପାଇଁ ଶିଳାନ୍ୟାସ

ଭଦ୍ରକ: ଓଡ଼ିଶାରେ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ପ୍ରକ୍ରିୟାରେ ବୁଧବାର ଦିନ ଓଡିଶାର ୧୭ ଟି ଜିଲ୍ଲାର ୩୦ଟି ନୂତନ ପ୍ରକଳ୍ପ ପାଇଁ  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଚକ୍ରଧାରୀ ଶରଣ ସିଂ ଉଚ୍ଚ ନ୍ୟାୟାଳୟ ପରିସରରୁ …
ଅଧିକ ଖବର ଦେଖନ୍ତୁ...