ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ବିଷାଦଗ୍ରସ୍ତ କ୍ରିକେଟର

ଅଷ୍ଟ୍ରେଲିଆର କ୍ରିିକେଟ୍‌ ଖେଳାଳି ଗ୍ଲେନ ମାକ୍‌ସେଵଲ୍‌ ମାନସିକ ଅବସାଦର ଶିକାର ହୋଇ କ୍ରିକେଟରୁ କିଛି ଦିନ ପାଇଁ ବିରତି ନେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଏକ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ସେ ଆକର୍ଷଣୀୟ ଇନି˚ସ ଖେଳି ଅଷ୍ଟ୍ରେଲିଆର ବିଜୟରେ ସହାୟକ ହୋଇଥିଲେ। ମ୍ୟାଚ ପରେ ସେ ମାନସିକ ଅବସାଦ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିପାତ, ଚାରି ଦିନିଆ କାର୍ଯ୍ୟ ସପ୍ତାହ

କର୍ମଚାରୀମାନଙ୍କ କାର୍ଯ୍ୟ ସମୟ ସହିତ କାର୍ଯ୍ୟରେ ସଫଳତାର କି ସଂପର୍କ ରହିଛି, ‌େସ ବାବଦରେ ଜାପାନରେ ହୋଇଥିବା ଏକ ପରୀକ୍ଷାରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଫର୍ମୁଲାର ପ୍ରୟୋଗ କରାଯାଇଛି। ‘ମାଇକ୍ରୋସଫ୍‌ଟ’ କଂପାନିର ଜାପାନ ଶାଖାରେ ଗଲା ଅଗଷ୍ଟ ମାସରେ ହୋଇଥିବା ଏହି ପରୀକ୍ଷଣରେ…
ଅଧିକ ଖବର ଦେଖନ୍ତୁ...

ରାଜାଙ୍କ ରୋଷେଇୟା

ଆଶ୍ରମରେ ଯେଉଁ ତରୁଣ ରୋଷେଇ କରୁଥିଲା, ତାର ପ୍ରତିଭା ଦେଖି ଦିନେ ସନ୍ନ୍ୟାସୀ ତାକୁ କହିଲେ- ବାବୁ, ତୁ ଜଣେ ପ୍ରତିିଭାବାନ ଯୁବକ। ତୁ ଚାହିଁଲେ ଅନନ୍ୟ ରୋଷେଇୟାରେ ପରିଣତ ହେବୁ। କିନ୍ତୁ ‌େସଥି ଲାଗି ତୋତେ ଦରକାର ସୁଯୋଗ। ତେଣୁ ଚାଲ, ରାଜାଙ୍କୁ କହି ତାଙ୍କ ପାଖରେ ତୋତେ ରୋଷେଇୟା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ବାୟୁ ପ୍ରଦୂଷଣ

ଦିଲ୍ଲୀର ବାୟୁ ପ୍ରଦୂଷଣଜନିତ ସଂକଟ ଏବେ ଏଭଳି ଘନେଇଛି ଯେ ଦିଲ୍ଲୀ ଦିଶୁଛି ହଲିଉଡ୍‌ ସିନେମା ‘ଆପୋକାଲିପ୍‌ସ’ରେ ପ୍ରଦର୍ଶିତ ଆସନ୍ନ ବିନାଶ ଅପେକ୍ଷାରେ ଥିବା ଏକ ସହର ଭଳି। ‘ଏୟାର ଭିଜୁଆଲ ୱେବ୍‌ସାଇଟ୍’ ଅନୁସାରେ ପୃଥିବୀ‌ର ସବୁଠାରୁ ଅଧିକ ବାୟୁ ପ୍ରଦୂ‌ଷଣର ଶିକାର ସହର ଭାବେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଦୁଃଖ ଓ ସୁଖ

ଆମ ପାଖରେ ଯାହା ସବୁ ଅଛି ତାହା ଆମକୁ ଯେତିକି ଖୁସି ଦିଏନା, ଆମ ପାଖରେ ନ ଥିବା ଜିନିଷକୁ ନେଇ ଆମେ ତାଠାରୁ ଅଧିକ ଦୁଃଖୀ ହେଉ। ମନୁଷ୍ୟ ଜୀବନ ସାରା ଯେତେ ଯାହା ପାଏ, ତାହା ଗୋଟାଉ ଥାଏ। ପ୍ରାଚୀନ ମଣିଷ ଗୋଷ୍ଠୀ କୈନ୍ଦ୍ରିକ ଜୀବନ ଜିଉଥିଲା। ନିଜ ଲାଗି ଏଇ ଗୋଟାଇବାର ଲୋଭ ତାକୁ…
ଅଧିକ ଖବର ଦେଖନ୍ତୁ...

ସତ୍ୟ ଚିହ୍ନଟ

ଜେନ୍‌ ଗୁରୁ ନେନେଙ୍କ ପାଖକୁ ଆସିଲା ଜଣେ ଯୁବକ ଏବଂ ସେ କହିଲା ଯେ ସେ ସତ୍ୟ ଚିହ୍ନିବାକୁ ଚାହେଁ। ନେନେ ପଚାରିଲେ- କାହିଁକି? ଯୁବକ କହିଲା- ଏବେ ସର୍ବତ୍ର ଅସତ୍ୟ, କପଟାଚାର, ମିଥ୍ୟା ଓ ଶଠତା। ସତ୍ୟ କାହିଁ? ମୁଁ ସତ୍ୟକୁ ଖୋଜିବାକୁ ଚାହେଁ। ନେନେ ସେତିକି ବେଳେ ସବୁ ଦିନ ଭଳି…
ଅଧିକ ଖବର ଦେଖନ୍ତୁ...

ଜରାବସ୍ଥାରେ ବି ସୁସ୍ଥ ମସ୍ତିଷ୍କ

ବାର୍ଦ୍ଧକ୍ୟରେ ମସ୍ତିଷ୍କରେ କିଛି ପରିବର୍ତ୍ତନ ହୋଇଥାଏ। ବୟସ ପଚାଶ-ଷାଠିଏରୁ ଅଧିକ ହେବା ପରେ ମସ୍ତିଷ୍କର ଆକୃତିରେ ପରିବର୍ତ୍ତନ ଆସେ। ବୃଦ୍ଧାବସ୍ଥାରେ ମସ୍ତିଷ୍କର ଆୟତନ କମେ। ସ୍ମୃତି ଭଣ୍ତାର (ହିପୋକ୍ୟାମ୍ପସ୍‌), ଶରୀରର ଗତି ସଞ୍ଚାଳନ କରୁଥିବା ଅ˚ଶ (ସେରେବେଲ୍‌ମ) ଏବ˚ ଅଗ୍ରମସ୍ତିଷ୍କ…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ବନ୍ୟାର ଭୟ

ବିଶ୍ବ ଉତ୍ତପ୍ତୀକରଣକୁ ଯଦି ରୋକା ନ ଯାଏ ତେବେ ପୃଥିବୀର ସବୁ ସମୁଦ୍ରକୂଳିଆ ସହର ପ୍ରତି ବର୍ଷ ସାମୁଦ୍ରିକ ବନ୍ୟାର ଶିକାର ହୋଇ ଆଂଶିକ ରୂପେ ଜଳମଗ୍ନ ହେବେ। ଭାରତରେ ଯେଉଁ ସହରଗୁଡ଼ିକ ଲାଗି ଏଭଳି ବିପଦ ସର୍ବାଧିକ ସେଗୁଡ଼ିକ ହେଲେ ମୁମ୍ବାଇ, ସୁରଟ, ଚେନ୍ନାଇ ଓ କୋଲକାତା। ଏ…
ଅଧିକ ଖବର ଦେଖନ୍ତୁ...

ପରିଚୟ ସୃଷ୍ଟି

ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସହର ବାହାରୁ ଆସିଥିବା ପ୍ରସିଦ୍ଧ ଗୁରୁ ଅତିଥି ହେଲେ। ତାଙ୍କର ଚର୍ଚ୍ଚା କଲା ବେଳେ ଧନିକ ଜଣକ ନିଜର ଅର୍ଥ ବଳର ସାମର୍ଥ୍ୟ ଦେଖାଇବାକୁ କଥା କଥାକେ କହୁଥିଲେ- ଆଜ୍ଞା, ଏ ଯେଉଁ ମୂର୍ତ୍ତି ଦେଖୁଛନ୍ତି, ତାର ମୂଲ୍ୟ ହେଉଛି ଦଶ ଲକ୍ଷ ଟଙ୍କା। ଏଇ ପରଦାକୁ ମୋ ଲୋକେ…
ଅଧିକ ଖବର ଦେଖନ୍ତୁ...

ବଚସ୍କର ଠାକୁର

ଜଣେ ସାଧୁ ଗୋଟିଏ ମନ୍ଦିର ନିକଟରେ ବିଶ୍ରାମ ନେଉଥିଲେ। ସେଇ ମନ୍ଦିରକୁ ଅନେକ ଲୋକ ଯିବା ଆସିବା କରୁଥିଲେ। ସାଧୁ ଦେଖିଲେ ଯେ ସେମାନଙ୍କ ଭିତରୁ ଅନେକ ସେଇ ମନ୍ଦିରର ଗୋଟିଏ କୋଣରେ ରହିଥିବା ଏକ ଥାଳିରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା ରଖୁଥାଆନ୍ତି।ସାଧୁ ଏହାର କାରଣ କ’ଣ ବୋଲି…
ଅଧିକ ଖବର ଦେଖନ୍ତୁ...