ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ପର ବୁଦ୍ଧିରେ ପଡ଼ି ଜେଟ୍‌ଲିଙ୍କୁ ଦୁର୍ନୀତିଗ୍ରସ୍ତ କହିଥିଲେ କେଜ୍ରିଓ୍ଵାଲ୍‌; ଶେଷରେ କ୍ଷମା ମାଗିଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଜଣକ ପରେ ଜଣେ ରାଜନୋଙ୍କୁ ଭୁଲ ମାଗିବାରେ ଲାଗିଛନ୍ତି। ସୋମବାର ସେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଲିଖିତ କ୍ଷମାପ୍ରାର୍ଥନା କରିଛନ୍ତି। କେବଳ କେଜି୍ରଓ୍ଵାଲ୍‌ ନୁହନ୍ତି, ଏହି କ୍ଷମା ପ୍ରାର୍ଥନା ପତ୍ରରେ ଆମ୍‌ ଆଦମୀ…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ପାଇଁ ପ୍ରସ୍ତୁତି

ବିଜୁ ଯୁବ ବାହିନୀକୁ ଟକ୍କର ଦେବାକୁ କୋଣାର୍କରେ ବିଜେପିର ଶପଥ କାର୍ଯ୍ୟକ୍ରମ ବାଲେଶ୍ୱରରେ ବଡ଼ ଧରଣର ମିଶ୍ରଣପର୍ବ ଯୋଜନା ଦିଲ୍ଲୀରେ ପାରାଦୀପ ସଂପର୍କରେ ନିଷ୍ପତ୍ତି ଆଜି ଭୁବନେଶ୍ୱର : ପୁଣି ଟକରାଟକରି ସ୍ଥିତିକୁ ଆସିଲେଣି ବିଜେଡି-ବିଜେପି। ଯୁବ ଭୋଟର କାହାର ହେବେ, ସେ ନେଇ ଉଭୟ ନିଜର…
ଅଧିକ ଖବର ଦେଖନ୍ତୁ...

ବିଜେଡି ବିଧାୟକଙ୍କ ଅଡିଓ ଟେପ୍‌ ଜାରି କଲା ବିଜେପି

ଭୁବନେଶ୍ୱର : ଆଗାମୀ ହିନ୍ଦୋଳ ଏନ୍‌ଏସି ନିର୍ବାଚନକୁ କଳେବଳେ ହାତେଇବାକୁ ବିଜେଡି ଅର୍ଥ ଏବଂ ଦଳୀୟ ଟିକେଟର ପ୍ରଲୋଭନ ଦେଉଥିବାର ଗୁରୁତର ଅଭିଯୋଗ ଆଣିଛି ବିଜେପି। ହିନ୍ଦୋଳ ଏନ୍‌ଏସି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡିର ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ହିନ୍ଦୋଳର ବିଜେପି…
ଅଧିକ ଖବର ଦେଖନ୍ତୁ...

ଅଧିକ ଆତ୍ମବିଶ୍ୱାସ ଗୋରଖପୁର ଉପନିର୍ବାଚନରେ ହାରିବାର କାରଣ: ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁର ଆସନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ଯୋଗୁଁ ବିଜେପିକୁ ହାରିବାକୁ ପଡିଥିଲାା । ଏ ନେଇ ଯୋଗୀ ଆଦିତ୍ୟ ନାଥ ଶନିବାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଆମର ଅଧିକ ଆତ୍ମବିଶ୍ୱାସ ଯୋଗୁଁ ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ରାଜ୍ୟ ଯୁବମୋର୍ଚ୍ଚ ସମ୍ପାଦକ ହୀରାଶିଷ ଆଚାର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବରଗଡ଼/ଭୁବନେଶ୍ୱର: ଢେଙ୍କାନାଳରେ ବିଜେପି ନେତାକୁ ଆକ୍ରମଣ କରିବାର ୪୮ ଘଣ୍ଟା ପୁରି ନଥିବା ବେଳେ ଦଳର ରାଜ୍ୟ ଯୁବମୋର୍ଚ୍ଚ ସମ୍ପାଦକ ହୀରାଶିଷ ଆଚାର୍ଯ୍ୟଙ୍କୁ ଶନିବାର ଅପରାହ୍ନରେ ମରଣାନ୍ତକ ଆକ୍ରମଣ ହୋଇଛି। ବରଗଡ଼ ଜିଲ୍ଲା ସୋହେଲାରେ ହୀରାଶିଷଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ଦାୟର କଲା ବିଜେପି

ଗୋରଖପୁର: କଂଗ୍ରେସ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧୀ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ବିଜେପି ମୁଖପାତ୍ର ଶଲଭମଣି ତ୍ରିପାଠୀ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲା ଫାଷ୍ଟଟ୍ରାକ୍‌…
ଅଧିକ ଖବର ଦେଖନ୍ତୁ...

ହଟିଲେ ହରିପ୍ରସାଦ, ଜିତେନ୍ଦ୍ର ନୂଆ ପ୍ରଭାରୀ

ଭୁବନେଶ୍ୱର : ପିସିସି ସଭାପତି ପରିବର୍ତନ ଦାବିକୁ ନେଇ ରାଜ୍ୟ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଏଆଇସିସି…
ଅଧିକ ଖବର ଦେଖନ୍ତୁ...

ତୃତୀୟ ସାମୁଖ୍ୟ ଗଠନ ପ୍ରୟାସ : ମେ’-ଜୁନ୍‌ରେ ନବୀନଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ସମସ୍ତ ବିରୋଧୀଙ୍କୁ ଏକାଠି କରି ତୃତୀୟ ସାମୁଖ୍ୟ ଗଠନ ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତ୍ରୀ ମମତା ବାନାର୍ଜୀ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୋଳ ଏନ୍‌ଏସି ନିର୍ବାଚନ: ନିର୍ବାଚନ କମିସନ୍‌ଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ହେଉଥିବା ବିଜ୍ଞାପତି ଅଞ୍ଚଳ ପରିଷଦ(ଏନ୍‌ଏସି) ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଗୁଣ୍ଡାରାଜ କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି। ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବୈଜୟନ୍ତଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲା : ବିଚାର ପାଇଁ ଗ୍ରହଣ କଲେ କୋର୍ଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଗତ ୧୫ ତାରିଖରେ ଆଗତ ମାମଲାକୁ ଆଜି ବିଚାର ପାଇଁ ଗ୍ରହଣ କରାଯାଇଛି। ଏହି ମାମଲା(ମେଣ୍ଟେନେବୁଲ)ର ବିଚାର ଆରମ୍ଭ ହେବ ବୋଲି ଉପଖଣ୍ଡ ବିଚାର…
ଅଧିକ ଖବର ଦେଖନ୍ତୁ...