ମୁଣ୍ଡାଢ଼ିପାରୁ ବହୁରୂପୀ ଏଣ୍ଡୁଅ ଉଦ୍ଧାର

ବାମରା: ଶନିବାର ବାମରା ବ୍ଲକ ମହୁକୁମା ଗୋବିନ୍ଦପୁର ପଞ୍ଚାୟତ ମୁଣ୍ଡାଢିପା ଗ୍ରାମରେ ଏକ ବିରଳ ଏଣ୍ଡୁଅ ଦେଖିବାକୁ ମିଳିଥିଲା। ଖବର ପାଇ ହରେକୃଷ୍ଣ ସା ଉକ୍ତ ଏଣ୍ଡୁଅକୁ ଉଦ୍ଧାର କରି ସ୍ଥାନୀୟ ଡିଏଫ୍‌ଓ ଅଫିସ୍‌ରେ ଗୋବିନ୍ଦପୁର ଫରେଷ୍ଟର ବିଶାଳ ନାୟକ ଓ ଅଦିତ ରାଉତଙ୍କୁ ହସ୍ତାନ୍ତର କରିଥିଲେ।

ପରେ ଏଣ୍ଡୁଅକୁ ନିକଟ ମହାବୀର ପର୍ବତ ରିଜର୍ଭ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର