ନମତରା ଗୁଳିକାଣ୍ଡର ଆର୍‌ଡିସି ରିପୋର୍ଟ ପ୍ରକାଶ ପାଉ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ନମତରା ଗାଁରେ ମାର୍ଚ୍ଚ ୮, ୨୦୧୫ରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଗୁଳି ଚାଳନା ନେଇ ଆର୍‌ଡିସି ତଦନ୍ତ କରିଥିଲେ। ହେଲେ ଏହି ତଦନ୍ତ ରିପୋର୍ଟ ଆଜି ଯାଏ ପ୍ରକାଶ ପାଇନାହିଁ। ତେଣୁ ଏହାକୁ ପ୍ରକାଶ କରିବାକୁ ବାଲିଅଦା ଗ୍ରାମର ବୀରେନ୍ଦ୍ର କୁମାର ପଣ୍ଡା ଓ ଅନ୍ୟ ୪୧ଜଣଙ୍କ ଦ୍ବାରା ସ୍ବାକ୍ଷରିତ ଆବେଦନକୁ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର