Advertisment
Latest Posts
Advertisment
ଜିଲ୍ଲା
ଆଦିବାସୀ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଉଥିଲେ ଶିକ୍ଷୟିତ୍ରୀ, ୩ ମାସ ପାଇଁ ନିଲମ୍ବିତ
ବନ୍ଦ ଡାକରା ଦିନ ସ୍କୁଲରୁ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଇଲେ ଶିକ୍ଷୟିତ୍ରୀ। ବିଲରେ ତଳି ପକାଉଥିଲେ ଛାତ୍ରୀ। ବିଶେଷ ସୂତ୍ରରୁ ଖବର ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ।
Gallery
ବାଣିଜ୍ୟ
ହିରୋର ନୂଆ ‘ଭିଡା ଭିଏକ୍ସ୨’
ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍ ଯାନ ବ୍ରାଣ୍ଡ୍ ଭିଡା ପକ୍ଷରୁ କଟକର ତେଲେଙ୍ଗା ବଜାରରେ ଥିବା ପ୍ରିମିଆ ସୋ’ରୁମ୍ ଓ ଶିଖରପୁରର ଏସେନ୍ ହିରୋରେ ନୂଆ ଭିଡା ଭିଏକ୍ସ୨କୁ ଉନ୍ମୋଚନ କରାଯାଇଛି।
ଅପରାଧ
ସ୍ତ୍ରୀକୁ ହତ୍ୟା କରି ପୋତିଦେଲା: ୧୩ ଦିନ ପରେ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଛି। ପରିବାର ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ସ୍ତ୍ରୀ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଛି।
ମନୋରଞ୍ଜନ
ବଡ଼ ପରଦାକୁ ଫେରୁଛନ୍ତି ପ୍ରଯୋଜକ ସୀତାରାମ ଅଗ୍ରୱାଲ, ଦର୍ଶକ ଦେଖିବେ ‘ଛି ରେ ନନି’
ଚଳଚ୍ଚିତ୍ର ନିର୍ମାତା ସୀତାରାମ୍ ଅଗ୍ରୱାଲ୍, ଯିଏ ସବୁବେଳେ ନୂଆ କାହାଣୀ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ରକୁ ନୂତନ ଦିଗ ଦେଇଛନ୍ତି, ସେ ଏବେ ଆଉ ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ ‘ଛି ରେ ନନି’ ସହିତ ବଡ଼ ପରଦାକୁ ଫେରୁଛନ୍ତି।
ପୁନଶ୍ଚ ପୃଥିବୀ
‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’
ସ୍କୁଲ ପାଠ୍ୟକ୍ରମରେ ମିସନ ଲାଇଫକୁ ଯୋଡାଗଲେ ସାରା ଭାରତବର୍ଷରେ ୧୪.୭ ଲକ୍ଷରୁ ଅଧିକ ସ୍କୁଲ ଏବଂ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀମାନେ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହା ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ।