ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

୧୮୫୦ ବୋତଲ ସିରପ୍‌ ଜବତ, ୪ ଗିରଫ

ବଲାଙ୍ଗୀର: ଟାଉନ୍‌ ପୁଲିସ୍‌ ହାତରେ ବଡ଼ ସଫଳତା ଲାଗିଛି। ସୁଦପଡ଼ା ଓଭରବ୍ରିଜ ପାଖରେ ଗୋଟିଏ ଅଟୋରୁ ୧୮୫୦ ବୋତଲ ଏସ୍‌କଫ୍ ସିରପ୍‌ ଜବତ ହୋଇଛି। ଏହି ଚୋରା ଚାଲାଣ ବେଳେ ବ୍ୟବହୃତ ଅଟୋ, ବୁଲେଟ୍‌ ଓ ମୋବାଇଲ ଜବତ କରିବା ସହ ୩ ଜଣ ଅଭିଯୁକ୍ତ ଓ ଅଟୋ ଚାଳକକୁ ପୁଲିସ୍‌ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଗୁରୁବାର ବଲାଙ୍ଗୀରର କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନ ପରେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଶୋଭାଯାତ୍ରାରେ ଟିଟଲାଗଡ଼ ଉପ-ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଗୁରୁବାର ବଲାଙ୍ଗୀରର କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବେ । ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନ ପରେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କରିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ପୂର୍ବାହ୍ନରେ ହେଲିକପ୍ଟର ଯୋଗେ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ଅପରାଜିତା-ଧର୍ମେନ୍ଦ୍ର-ଅରୁପ-ମନ୍ମଥ

ଭୁବନେଶ୍ବର/ସମ୍ବଲପୁର/ପୁରୀ: ଗୁରୁବାର ଲୋକସଭା ନିର୍ବାଚନ ପାଇଁ ୪ ହେଭିୱେଟ ନେତା ନାମାଙ୍କନ ଦାଖଲ କରିବେ। ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ସହକାରୀ ରାଜସ୍ୱ ନିରୀକ୍ଷକ, ମଧ୍ୟସ୍ଥି

ବଲାଙ୍ଗୀର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇନ୍ତଲା ତହସିଲରେ କାର୍ଯ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ରେଶ୍ମା ମାଝୀ ଓ ମଧ୍ୟସ୍ଥି ବାବୁଲାଲ ନନ୍ଦ। ଏକ ଜମିଜମା ମାମଲାରେ ଆର୍‌ଓଆର୍‌ ଦେବାପାଇଁ ବାସୁଦେବ ମହାରଣାଙ୍କଠାରୁ ସହକାରୀ ରାଜସ୍ୱ ନିରୀକ୍ଷକ ୧୦…
ଅଧିକ ଖବର ଦେଖନ୍ତୁ...

ଜମିପଟ୍ଟା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ସହାୟକ ରାଜସ୍ବ ନୀରିକ୍ଷକ, ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ଜମିପଟ୍ଟା ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ ଅଧୀନ ବେଲଗାଁ ସହାୟକ ରାଜସ୍ବ ନୀରିକ୍ଷକ ରେସମା ମାଝୀ। ଶ୍ରୀମତୀ ମାଝୀ ଜଣେ ପ୍ରାଇଭେଟ୍‌ ବ୍ୟକ୍ତି, ଯାହାଙ୍କର ନାମ ବାବୁଲାଲ ନନ୍ଦଙ୍କ…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ରେ ଓଲଟିଲା ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର: ଚାଲିଗଲା ଜଣଙ୍କର ଜୀବନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବନମାଲ ଗ୍ରାମରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବୀ ଜଣାପଡିଛି। ମୃତଦେହ ଏ ପର୍ଯ୍ୟନ୍ତ ଦିଶୁ ନ ଥିବା ବେଳେ ଜେସିବି ସାହାଯ୍ୟରେ ବାହାର କରା ଯାଉଥିବା ଜଣାପଡିଛି। ଭୋରରେ ଏକ ଟ୍ରାକ୍ଟର ଓଡି…
ଅଧିକ ଖବର ଦେଖନ୍ତୁ...

ଯାନ୍ତ୍ରିକ ତ୍ରୁଟି, ଘଣ୍ଟାଏ ଅଟକିଲା ଟ୍ରେନ୍‌ : ଖରା ତାତିରେ ଛଟପଟ ଜନସାଧାରଣ

ସଇନ୍ତଲା: ସମ୍ବଲପୁର-ଟିଟିଲାଗଡ଼ ରେଳପଥର ସଇନ୍ତଲା ବ୍ଲକ୍‌ଛକ ନିକଟ ଫାଟକରେ ଶୁକ୍ରବାର ଦିନ ୧୦ଟା ୩୦ରେ ଏକ ମାଲବାହୀ ଟ୍ରେନ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବହୁ ସମୟ ଅଟକି ରହିଥିଲା। ଯାହା ଫଳରେ ପ୍ରବଳ ଖରାରେ ଲୋକେ ରେଳ ଫାଟକର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ଛଟପଟ ହୋଇଥିଲେ। ପରେ ଗାଡ଼ିଟି…
ଅଧିକ ଖବର ଦେଖନ୍ତୁ...

ସୁନାଗହଣା ସହ ବହୁ ଚୋରି ସାମଗ୍ରୀ ଜବତ; ୪ କୁଖ୍ୟାତ ଚୋର ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁଲିସ କୁଖ୍ୟାତ ଚୋର ଗ୍ୟାଙ୍ଗକୁ ଧରିବା ସହ ଅନେକ ଚୋରି ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢୁଥିବା ବେଳେ ଲୋକେ ବିଭିନ୍ନ ସାମଗ୍ରୀ ଚୋରି ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ପରେ ଏବେ କଣ୍ଟାବାଞ୍ଜି: ନବୀନଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା

ବଲାଙ୍ଗୀର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା। ଗତଥର ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ନବୀନ ଚଳିତ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ଆସନରୁ ଲଢ଼ିବେ। ଏଥିସହିତ କଣ୍ଟାବାଞ୍ଜି ଆସନକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର…
ଅଧିକ ଖବର ଦେଖନ୍ତୁ...