ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଞ୍ଜାମରେ ଦାଦନଙ୍କ ଅସରନ୍ତି ଯନ୍ତ୍ରଣା: ୨୦୨୩ରେ ୪୦ ଜଣ ପ୍ରାଣ ହରାଇଥିଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ସଦରମହକୁମା ହରିଜନ ସାହିର କାଳୁ ଦାସଙ୍କ ପୁଅ ବଳରାମ ଦାସ (୩୪)। ପରିବାର ପ୍ରତିପୋଷଣ ପାଇଁ ଘରୁ ପାଦ କାଢ଼ି ଚେନ୍ନାଇ ଯାଇଥିଲେ। କିନ୍ତୁ ମାତ୍ର ବର୍ଷକ ପରେ ଅର୍ଥାତ୍ ଗତବର୍ଷ ଡିସେମ୍ବର ମାସରେ ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ବାପାମା’ଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ବେଳେ ଆସିକା ବିଧାୟିକାଙ୍କୁ ଗ୍ରାମବାସୀଙ୍କ ଘେରାଉ

ଆସିକା: ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଶାସକ ଦଳର ବିଧାୟକମାନଙ୍କୁ ଲୋକେ ପ୍ରଶ୍ନ ପଚାରି ନାକେଦମ କରୁଥିବା ଦେଖିବାକୁ ମିଳୁଛି। ଆସିକା ବିଧାୟିକା ସୋମବାର ଦିନ ସିଦ୍ଧନଇ ପଞ୍ଚାୟତରେ ନିର୍ବାଚନ ପ୍ରଚାରକୁ ଯାଇଥିବା ବେଳେ ବାଦଗଡ଼ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ନେଇ ବିଧାୟିକାଙ୍କ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଓ ନବରଙ୍ଗପୁରରେ ‘ବିଜୟ ସଂକଳ୍ପ ସମାବେଶ’ରେ ଗର୍ଜିଲେ ମୋଦୀ: ‘ବିଜେଡି ଯିବ, ଓଡ଼ିଶାରେ ବିଜେପି ସରକାର’

ବ୍ରହ୍ମପୁର/ଗୋଳନ୍ଥରା/ନବରଙ୍ଗପୁର: ‘ବିଜେପି ଯାହା କହେ, ତାହା କରିକି ଦେଖାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରି ଡେଟ୍‌ ଲେଖାଅଛି। ଆଉ ମାସେ ପରେ ଅର୍ଥାତ ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବ୍ରହ୍ମପୁର: ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି। ଏଭଳି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ କିଛି କଳାକାରଙ୍କ କଳାକୃତିକୁ ନେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବିଜେଡି ଅସ୍ତଗାମୀ, ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବ୍ରହ୍ମପୁର: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର। ଓଡ଼ଶା ବିଜେପିକୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଉତ୍ତମ ଘୋଷଣାପତ୍ର ଜାରି କରିଛନ୍ତି। ଏଥିରେ କୃଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଲାଭ ମିଳିବ।  ବିଜେପି ଯାହା କହେ, ତାହା କରିକି ଦେଖାଏ। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ( ମେ’୫ ତାରିଖ) ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କାଲି ରାତିରେ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ ଏବଂ …
ଅଧିକ ଖବର ଦେଖନ୍ତୁ...

ବିରୋଧୀଙ୍କ ମିଛ ଓ ଅପପ୍ରଚାରର ଜବାବ ଦିଅ: ପାଣ୍ଡିଆନ

ଭଞ୍ଜନଗର/ପାଟପୁର/ସୋରଡ଼ା/ବୁଗୁଡ଼ା: ବିଜେଡି ନେତା ଭି. କାର୍ତ୍ତିକ ପାଣ୍ଡିଆନ ଆଜି ଭଞ୍ଜନଗର, ସାନଖେମୁଣ୍ଡି, ସୋରଡ଼ା, ପୋଲସରାରେ ପ୍ରଚାର କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଆଜି ପୂର୍ବାହ୍ନରେ ଭଞ୍ଜନଗର ଅସ୍ଥାୟୀ ହେଲି‌ପ୍ୟାଡ୍‌ରେ ‌ଓହ୍ଲାଇବା ପରେ ସ୍ଥାନୀୟ ଜେଲ୍‌ ପଡ଼ିଆ ସଭାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ଇଟାଭାଟି ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ

ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନୂଆଗଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଇଟାଭାଟି ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପାଟପୁର ଥାନା କୁଲୁଡ଼ି ଗ୍ରାମର ସୁଲଭ ଦୋରା(୬୦) ଓ ବହଳଦିଆ ଗ୍ରାମର ସରସ୍ବତୀ ପ୍ରଧାନ(୬୦) ବୋଲି ପୁଲିସ କହିଛି।…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ଆନ୍ତରିକତା ନାହିଁ: ନିର୍ମାଣ ହୋଇପାରୁନି ଭିତ୍ତିଭୂମି

ବ୍ରହ୍ମପୁର: ରାଜ୍ୟର ପୁରାତନ ସହର ବ୍ରହ୍ମପୁର ତଥା ୧୫୭ବର୍ଷର ପୌରପାଳିକା( ବର୍ତ୍ତମାନ ମହାନଗର ନିଗମ) ଆଜି ବି ଲୋକଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାରେ ସକ୍ଷମ ହୋଇପାରିନାହିଁ। ସହରର ବିକାଶ କହିଲେ କେବଳ ନାଳନର୍ଦ୍ଦମା, ରାସ୍ତାଘାଟ ଓ ପାନୀୟ ଜଳଯୋଗାଣ ମଧ୍ୟରେ ସୀମିତ ରହିଛି।…
ଅଧିକ ଖବର ଦେଖନ୍ତୁ...

ୱାର୍ଡ ୱାର୍ଡ ବୁଲି ବିଜେଡି ପ୍ରାର୍ଥୀ ଚ୍ୟାଉବାବୁଙ୍କ ଭୋଟଭିକ୍ଷା

ବ୍ରହ୍ମପୁର: ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରଚାର କାର୍ଯ୍ୟକୁ ଜୋରଦାର୍‌ କରିଛନ୍ତି। ବ୍ରହ୍ମପୁର ସହରରେ ଦଳ ପକ୍ଷରୁ ଆଜି ୱାଡ଼ ନଂ ୩୬,୦୧ ଓ ୦୨ରେ ପ୍ରଚାର କାର୍ଯ୍ୟ ଶୁଭାରମ୍ଭ…
ଅଧିକ ଖବର ଦେଖନ୍ତୁ...