ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ସୂଚନା ଅଧିକାରରେ ତଥ୍ୟ ଦେଲେନି, ଦରମା ଓ ପେନ୍‌ସନ ଅର୍ଥରୁ ଆଦାୟ ନିର୍ଦେଶ

ଯାଜପୁରସଦର: ଯାଜପୁର ବ୍ଲକରେ ଆବାସ ବଣ୍ଟନ ସଂକ୍ରାନ୍ତରେ ତଥ୍ୟ ନଦେଇ ରାଜ୍ୟ ସୂଚନା କମିସନରେ ଦଣ୍ଡିତ ହୋଇଛନ୍ତି ଦୁଇ ପୂର୍ବତନ ଅଧିକାରୀ। ବିଚିତ୍ରପୁର ପଞ୍ଚାୟତରେ ଆବାସ ବଣ୍ଟନ ସଂକ୍ରାନ୍ତରେ ବ୍ରହ୍ମାନନ୍ଦ ବେହେରା ଯାଜପୁର ବ୍ଲକ୍‌ରେ ସୂଚନା ଅଧିକାର ଆଇନ ବଳରେ ୨୦୧୯ ନଭେମ୍ବର ୧୩ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଜିଲ୍ଲାରେ ଅଂଶୁଘାତ ନେଲା ୩ ଜୀବନ!

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ବେଠିଆହତା ଗାଁର ପୂର୍ବତନ ଡିଲର ହୃଷୀକେଶ ମହାନ୍ତ (୫୮)ଙ୍କ ଅଂଶୁଘାତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସେ ଘର କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ବରୀରୁ ସ୍ବାଧୀନ ଭାବେ ଲଢ଼ିବେ ଦେବାଶିଷ

ବରୀ: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରୁ ଲଗାତାର ଚାରିଥର ବିଧାୟକ ରୂପେ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏଥର ସ୍ବାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି। ପ୍ରଥମେ ବିଜେଡି ଓ ବର୍ତ୍ତମାନ ବିଜେପି ଧୋକା ଦେଲା। ବରୀବାସୀଙ୍କ ଶ୍ରଦ୍ଧା ମୋ ପ୍ରତି ରହିଛି।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପ୍ରଚାର ସରଗରମ: ପାରଳାଖେମୁଣ୍ଡି, କୋରେଇରେ ସ୍ବାମୀଙ୍କ ପାଇଁ ସ୍ତ୍ରୀ ମାଗୁଛନ୍ତି ଭୋଟ୍‌

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତି ଓ ପ୍ରଚାର ସରଗରମ ହେଉଛି। ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରଚାର ଜମୁଛି। ଏହି ଆସନରେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆକାଶ…
ଅଧିକ ଖବର ଦେଖନ୍ତୁ...

ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ!

ବରୀ: ଯାଜପୁର ଜିଲ୍ଲା ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ। ବିଜେପି ଛାଡ଼ି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ବିଜେପିରୁ ଟିକେଟ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବାଶିଷ। ଗତକାଲି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି।…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା; ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଚମ୍ପୁଆ ବସ୍ତିରେ ଥିବା ଆର୍‌ୟା ଆଇରନ ଆଣ୍ଡ ଷ୍ଟିଲ୍‌ କାରଖାନା ପରିସରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କାର୍ଯ୍ୟରତ କିଛି କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶ୍ରମିକ ଦିବସ ପାଇଁ କାରଖାନାରେ କାମ…
ଅଧିକ ଖବର ଦେଖନ୍ତୁ...

ମାମୁଘର ଗାଁ ନଦୀରେ ବୁଡି ୫ ବର୍ଷର ଶିଶୁ କନ୍ୟା ମୃତ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରି ଗାଁରେ ଏକ ଅଘଟଣ ଘଟିଛି। ନଦୀରେ ବୁଡି ୫ ବର୍ଷର ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି। ମା’ଙ୍କ ସହ ଖରସ୍ରୋତା ନଦୀକୁ ଗାଧୋଇବା ଯାଇଥିବା ସମୟରେ ଏହି ଅଘଟଣ ଘଟିଛି। ମୃତ ଶିଶୁ କନ୍ୟା କେନ୍ଦ୍ରାପଡା ବାଳକାଟି ଅଞ୍ଚଳର ଦୀପ୍ତି ରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ପୂର୍ବ ଓଡ଼ିଶା ନିର୍ବାଚନ ପରିଚାଳନା ସମୀକ୍ଷା

ଯାଜପୁର: ଯାଜପୁରରେ ପୂର୍ବ ଓଡ଼ିଶା ନିର୍ବାଚନ ପରିଚାଳନା ବୈଠକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ସମିଳନୀ କକ୍ଷରେ ୪ଟି ଜିଲ୍ଲା ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଜିଲ୍ଲାପାଳ ଓ…
ଅଧିକ ଖବର ଦେଖନ୍ତୁ...

ଖରାରେ ଜଳିଗଲା ବାଉଁଶ ବୁଦା

ବ୍ରହ୍ମବରଦା: ଯାଜପୁର ଜିଲ୍ଲାରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ନଦୀନାଳ ଶୁଖି ଯାଉଥିବା ବେଳେ ଖରାରେ ଗଛପତ୍ର ଝାଉଁଳି ଯାଉଛି। ପ୍ରଚଣ୍ଡ ଖରାରେ କିଛି ସ୍ଥାନରେ ହଠାତ୍‌ ନିଆଁ ଲାଗିଯାଉଥିବା ଅଭିଯୋଗ ହେଉଛି। ଯାଜପୁର ବ୍ଲକ୍‌ ଝାଲପଡ଼ା ପଞ୍ଚାୟତ ତଥା ଝାଲପଡ଼ା ଗ୍ରାମରେ ଏପରି…
ଅଧିକ ଖବର ଦେଖନ୍ତୁ...

୩.୨୫କୋଟିର ମାଙ୍କିଡ଼ିଆ କଲୋନି ଭୂତକୋଠି: ଲୋକାୟୁକ୍ତ ନିର୍ଦ୍ଦେଶକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଫୁ

ଯାଜପୁର: ଯାଜପୁର ଜିଲ୍ଲାର କ୍ରୋମ୍‌ ଉପତ୍ୟକା କାଳିଆପାଣି ଖଣି ଅଞ୍ଚଳବାସୀଙ୍କ ଜୀବନଯାତ୍ରା ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ। ବର୍ଷ ବର୍ଷ ଧରି ଖୋଲା ଆକାଶ ତଳେ ପଡ଼ିଥିବା ଭୂମିହୀନ ଶତାଧିକ ମାଙ୍କିଡ଼ିଆ ପରିବାର ପିଲାଛୁଆଙ୍କୁ ନେଇ ଡହଡହ ଖରାରେ ସିଝୁଛନ୍ତି। ସରକାର ସେମାନଙ୍କ ପାଇଁ ୫ବର୍ଷ…
ଅଧିକ ଖବର ଦେଖନ୍ତୁ...