ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ବିରୋଧୀ ମିଛ କହିବା ଆରମ୍ଭ କରିଛନ୍ତି: ପାଣ୍ଡିଆନ

ବାଲିଗୁଡ଼ା/ଘୁ.ଉଦୟଗିରି/ଦଶପଲ୍ଲା: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁରଙ୍କ ପାଇଁ ପ୍ରଚାର କରିଛନ୍ତି। ସେହିପରି ଘୁ.ଉଦୟଗିରି ଓ…
ଅଧିକ ଖବର ଦେଖନ୍ତୁ...

ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ଡ଼ମାଗୁଡାବାସୀଙ୍କ ଶୋଷ ମେଣ୍ଟିବ କେବେ?

ଘୁ.ଉଦୟଗିରି: ପ୍ରଚଣ୍ଡ ରୌଦ୍ରତାପକୁ ପ୍ରବଳ ଗରମ ଗୁଳୁଗୁଳିରେ ଅସହ୍ୟ ହେଉଛି ଜୀବନ। ଏହିଭଳି ପରିସ୍ଥିତିରେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଡ଼ମାଗୁଡ଼ାବାସୀ। ଦୀର୍ଘ ବର୍ଷ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି ଘୁ .ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତର ୧୧ନଂ ୱାର୍ଡର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଆସିଥିଲି ସମସ୍ୟା ବୁଝିବାକୁ, ଆଜି ଆସିଛି ତାର ହିସାବ ଦେବାକୁ: ପାଣ୍ଡିଆନ୍‌

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଦଳରୁ ସାଲୁଗା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଭାବେ ଡ଼ଃ ଅଚ୍ୟୁତ ସାମନ୍ତ ମଧ୍ୟ ଫୁଲବାଣୀ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡିରୁ ସାଲୁଗା ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ୮୩ନଂ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ ବୁଧବାର ଦିନ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାଲିଗୁଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କନ୍ଧମାଳ ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

ବିଜେଡି ତରଫରୁ ବିଶାଳ ବାଇକ୍ ରାଲି

ଘୁ ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ଘୁ. ଉଦୟଗିରି ବିଧାନସଭା ବିଧାୟକ ଆସନ ନିମନ୍ତେ ବିଜେଡି ଦଳ ପକ୍ଷରୁ ପ୍ରଚାର ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି। ନିର୍ବାଚନ  ଅନୁଷ୍ଠିତ ହେବାକୁ ଆଉ କିଛି ଦିନ ବାକି ରହିଥିବା ବେଳେ ବିଧାୟକ ପ୍ରାର୍ଥୀ ଶ୍ରୀ ସାଲୁଗା ପ୍ରଧାନ ଙ୍କ…
ଅଧିକ ଖବର ଦେଖନ୍ତୁ...

‘ନିଃସ୍ୱାର୍ଥପର ଭାବେ ଜାତି ପାଇଁ କିଛି କରିବାର ପଣ କରି ନିଜ ଭବିଷ୍ୟତ ଗଢ଼ନ୍ତୁ ଛାତ୍ରଛାତ୍ରୀ‘

ଘୁ.ଉଦୟଗିରି: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି। ସ୍ଥାନୀୟ ସହରର ସୁଭଦ୍ରା ମହତାବ ସେବା ସଦନ ଠାରେ ଏହି ଦିବସକୁ ମହାଆଡମ୍ବରରେ ପାଳନ କରାଯାଇଛି। ସମ୍ବାଦ ପ୍ରତିନିଧି ସମୀର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ବିଏଡ୍ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶନୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ କଳିଙ୍ଗା ବିଏଡ୍‌ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ରକଳା ପ୍ରଦର୍ଶିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଗଣିତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦୀପକ୍ କୁମାର ଦାସ ଉଦ୍‌ଘାଟନ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ରୌଦ୍ରତାପରେ ରାସ୍ତାରେ ଯାତାୟତ ଯାତ୍ରୀଙ୍କୁ ଲେମ୍ବୁ-ମିଶ୍ରି ପଣା ବଣ୍ଟନ କଲା କଳିଙ୍ଗା ଯୁବକ ସଙ୍ଘ

ଘୁ.ଉଦୟଗିରି: ଦିନକୁ ଦିନ ତାତି ବଢୁଛି। ପ୍ରଚଣ୍ଡ ରୌଦ୍ରତାପ ରେ ସାଧାରଣ ଲୋକ କଲବଲ ହେଉଥିବା ବେଳେ ରାସ୍ତାରେ ଯାତାୟତ ସମୟରେ ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଯୁବକ ସଙ୍ଘର ଯୁବକମାନେ ନିଜସ୍ୱ ଉଦ୍ୟମରେ…
ଅଧିକ ଖବର ଦେଖନ୍ତୁ...

ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଯୁବକ, ଗଳିତ ଶବ ଉଦ୍ଧାର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅଧୀନ ମାଳିକାପୋଡ଼ି ପଞ୍ଚାୟତ ଅଧିନ ଗାମୁଲି ଗ୍ରାମର ଜଣେ ଯୁବକ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଛନ୍ତି। ତାଙ୍କର ଗଳିତ ଶବ ଉଦ୍ଧାର ହୋଇଛି ମୃତ ଯୁବକ ହେଲେ ଲିପନ ପ୍ରଧାନ (୧୮)। ସୂଚନା ଅନୁସାରେ ଲବ ପ୍ରଧାନଙ୍କ ପୁଅ ଲିପନ ରୁପେନି ଗତ…
ଅଧିକ ଖବର ଦେଖନ୍ତୁ...

ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍‌ରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜଣେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ବ୍ୟକ୍ତି ହେଲେ ପ୍ରଶାନ୍ତ ପ୍ରଧାନ (୪୫)। ସୂଚନା ପ୍ରକାରେ, ରାଇକିଆ ବ୍ଳକ ଅନ୍ତର୍ଗତ ପେଟାପାଙ୍ଗା…
ଅଧିକ ଖବର ଦେଖନ୍ତୁ...