ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

୩ ମାସ ପାଇଁ ଭିତରକନିକା ବନ୍ଦ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମେ’ ୧ ରୁ ଜୁଲାଇ ୩୧ ଯାଏ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଶ୍ରେଷ୍ଠ ପ୍ରଜନନସ୍ଥଳୀ ଭାବେ ପ୍ରସିଦ୍ଧିଲାଭ କରିଛି। ମେ’ରୁ ଜୁଲାଇ ୩ ମାସ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ସମୟ।…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ମୃତାହତଙ୍କ ପରିବାରକୁ ଭେଟିଲେ ସିଦ୍ଧାର୍ଥସ୍ବରୂପ

ଆଳି: ରବିବାର ଅପରାହ୍ନରେ ବଜ୍ରପାତରେ ପ୍ରାଣ ହରାଇଥିବା ଆଳିଥାନା ଜେନାଭଳି ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ନିଃସହାୟ ପରିବାର, ଆହତ କାର୍ତ୍ତିକ ଦାସ ଓ ପିତାମ୍ବର ଦାସଙ୍କ ସହିତ ତାଙ୍କ ପରିବାରକୁ କଂଗ୍ରେସର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ ଆଜି ଭେଟିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ: ମିଶନଶକ୍ତିର ୨ ସିଆରପିଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ରୋଡ଼ ସୋ ଓ…
ଅଧିକ ଖବର ଦେଖନ୍ତୁ...

କିଏ ସମ୍ଭାଳିବ କଂଗ୍ରେସ ଗଡ଼? ବାରବାଟୀ-କଟକ ଭରସା; ବାଙ୍କୀ, ଆଳିକୁ ଆଶା

କଟକ: କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ କଂଗ୍ରେସର ଗତି କୁଆଡେ? ଏ ପ୍ରଶ୍ନ ଏବେ ଗୁରୁତ୍ବପୂର୍ଣ୍ଣ ଏହି ୩ ଉପକୂଳ ଜିଲ୍ଲାର କଂଗ୍ରେସ ସମର୍ଥକଙ୍କୁ ବି ବ୍ୟଥିତ କରୁଛି। ଏହି ଉପକୂଳ ଜିଲ୍ଲା ଗୁଡିକରେ କଂଗ୍ରେସର ଟାଣୁଆ ନେତା ଭାବେ ପରିଗଣିତ ହୋଇ ଆସୁଥିବା ପୂର୍ବତନ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ଆଳି: ଆଜି ପୂର୍ବାହ୍ନ ୧୧ଟା ବେଳେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟସ୍ଥ କଷଣଅଣ୍ଟାରେ ଏକ ଦ୍ରୁତଗାମୀ ହାଇଓ୍ବା ଧକ୍କାରେ ଜନୈକ ବାଇକ୍ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋପାଳପୁର ଗ୍ରାମର ଅଭିରାମ ମଲିକଙ୍କ ପୁଅ ବଣ୍ଟି ମଲିକ ବୋଲି…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଆଳି:  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି କାଳବୈଶାଖୀ ତାଣ୍ଡବ ରଚିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।  ସଡକ ଦୁର୍ଘଟଣାରେ ଜଣେ ଯୁବକ ସମେତ ଗଛପଡ଼ି ଆଉଜଣେ ମହିଳା ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ମୃତ ବ୍ୟକ୍ତି ହେଲେ…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡ଼ି ନାବାଳିକା ନିଖୋଜ: ଉଦ୍ଧାର ପାଇଁ ଉଦ୍ୟମ ଜାରି

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗଳପୁରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଲୁଣା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ନାବାଳିକା ନିଖୋଜ ହୋଇଛନ୍ତି। ନିଖୋଜ ନାବାଳିକା ହେଲେ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗାଁର ଅଭିଲିପ୍ସା ଓରଫ ଲଭଲି ବେହେରା। ତାଙ୍କର ବୟସ ୧୪…
ଅଧିକ ଖବର ଦେଖନ୍ତୁ...

ରାଜନଗର ନିର୍ବାଚନମଣ୍ଡଳୀ: ବିଜେପି ଟିକେଟକୁ ନେଇ ଟଣାଓଟରା ଥମୁନି

ରାଜନଗର/ ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ାର ରାଜନଗର ନିର୍ବାଚନମଣ୍ଡଳୀ ରାଜନୀତିରେ ଏବେ ବିଜେପି ଟ‌ିକେଟକୁ ନେଇ ଟଣାଓଟରା ଜାରି ରହିଛି। ବିଜେପି ସେଠାରୁ ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଦଳ ଭିତରୁ ତାଙ୍କୁ ବିରୋଧ କରାଯାଉଛି। କିନ୍ତୁ ଏହି ବିରୋଧ ବିରୋଧୀ ଦଳର ‌ଷଡ଼ଯନ୍ତ୍ର।…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତିଙ୍କ ଇସ୍ତଫା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡିବାର ଅଳ୍ପ କିଛି ସମୟ ମଧ୍ୟରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗୀତାଞ୍ଜଳି…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ଝଟକା: ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

ଭୁବନେଶ୍ବର/କେନ୍ଦ୍ରାପଡ଼ା: ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ। ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଗୀତାଞ୍ଜଳି ସେଠୀ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫାପତ୍ର…
ଅଧିକ ଖବର ଦେଖନ୍ତୁ...