ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

କଳାବୈଶାଖୀର ତାଣ୍ଡବ: ଉପୁଡ଼ିଲା ଗଛ, ବର୍ଷାରେ ଭିଜିଲା ମାଟି

ଭୁବନେଶ୍ୱର/ନୂଆପଡ଼ା: ରାଜ୍ୟ ସାରା ପ୍ରବଳ ଖରା ମଧ୍ୟରେ ଆଜି ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ କଳାବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବେଗରେ ପବନ ଯୋଗୁଁ ରାସ୍ତାକଡ଼ରେ ଥିବା ଅନେକ ଗଛ ଉପୁଡ଼ି ପଡ଼ିଛି। ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ ଖଡ଼ିଆଳ…
ଅଧିକ ଖବର ଦେଖନ୍ତୁ...

କାର୍‌ ଓ ବାଇକ ଧକ୍କା: ଭାଇ ମୃତ, ଭଉଣୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଗୌତମା ଛକରେ ଶୁକ୍ରବାର ସନ୍ଧ୍ୟାରେ କାର୍‌ ଓ ବାଇକ ମୁହାମୁହିଁ ଧକ୍କା ହୋଇଥିଲା। ବାଇକରେ ଥିବା ବରଗଡ଼ ଜିଲ୍ଲା ପାଇକମାଲ ଥାନା ଫଟାମୁଣ୍ଡା ଗାଁର ଗୋପାଳ ଗିରି (୫୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ କୁମୁଦିନୀ ଗୋସ୍ବାମୀ (୩୫)…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ରବି ଧାନ ସଂଗ୍ରହ କମିଟି ବୈଠକ: ମେ’ ୨୪ରୁ ଧାନକିଣା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରବିଧାନ ସଂଗ୍ରହ ଉପରେ ଆଲୋଚନା ହୋଇଥିଲା। ମେ’ ୨୪ରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍‌ରୋଡ୍‌ ବନ ବିଭାଗ ଚଢ଼ଉ କରି କଣ୍ଟାପଡ଼ା ଗାଁରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ବେଆଇନ କାଠ ଚାଲାଣ ଅଭିଯୋଗରେ ଛିନପାଣି ଗାଁର ବୋଙ୍ଗୋ ଶବର(୫୫) ଏବଂ ଦୁକାଲୁ ରାଉତ (୩୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତ କିଛିଦିନ ହେବ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚ‌ କଡ଼ାକଡ଼ି, ସିସିଟିଭି ଫୋକସ୍‌ରେ ରାଜ୍ୟ ବାହାର ଲୋକ

ନୂଆପଡ଼ା: ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚକୁ‌ କଡ଼ାକଡ଼ି କରାଯାଇଛି। ପୁଲିସ, ଅବକାରୀ ଓ ବନ ବିଭାଗ ମିଳିତ ଭାବେ ୨୪ ଘଣ୍ଟା ଯା‌ଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ନୂଆପଡ଼ା…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ରାଜପ୍ରାସାଦରେ ଭାଲୁ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଭିତରେ ବୁଧବାର ଗୋଟିଏ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭାଲୁଟି ରାଜପ୍ରସାଦ ପାର୍ଶ୍ୱରେ ଥିବା ଘଞ୍ଚବୁଦାରେ ଘୂରି ବୁଲୁଥିଲା। ଦିନସାରା ବନ ବିଭାଗର କର୍ମଚାରୀମାନେ ଭାଲୁକୁ ସୁରକ୍ଷା ଦେଇଥିଲେ। ହେଲେ ରାତି ୭ଟାରେ ଭାଲୁଟି ରାଜ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ବିଧାନସଭା: ରାଜେନ୍ଦ୍ର, ଶରତଙ୍କ ପାଇଁ ସମ୍ମାନର ପ୍ରଶ୍ନ

ନୂଆପଡ଼ା: ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଏଥର ଏକ ଐତିହାସିକ ନିର୍ବାଚନ ହେବାକୁ ଯାଉଛି। ଏହି ଆସନ‌ରେ ହେଭି‌େୱଟ୍ ନେତାଙ୍କ ମଧ୍ୟରେ ଲଢ଼େଇ ହେବ। ବର୍ତ୍ତମାନ ଦଳୀୟ ପ୍ରାର୍ଥୀମାନେ ଭୋଟର୍‌ମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି। ଏହି ଆସନରୁ ୩ ଥର ନିର୍ବାଚିତ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ପ୍ରଭାବ: ପନିପରିବା, ଡାଲିଜାତୀୟ ଫସଲ ନଷ୍ଟ

ନୂଆପଡ଼ା/ କୋମନା: ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ତଥା କରାମାଡ଼ରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିରେ ବିଶେଷ କରି ପନିପରିବା, ଡାଲି ଓ ତୈଳବୀଜଜାତୀୟ ଫସଲ ଉଜୁଡ଼ି ଯାଇଛି। ୨୦ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ପୁଣି ବାଘ ଆତଙ୍କ! ବାଛୁରିକୁ ମାରି ଖାଇଲା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକ୍ସନର କୁକୁଡ଼ାତାଲ  ଗାଁରେ ପୁଣି ବାଛୁରିକୁ ମାରି ଖାଇଛି ବାଘ। ମଙ୍ଗଳବାର ସକାଳେ ଗାଁର ଫଗୁନୀ କେଉଟ ନିଜ ଗୁହାଳରେ ବାଛୁରି ନଥିବା ଦେଖି ଆଖପାଖରେ ଖୋଜିଥିଲେ। ପରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଦଳରୁ ଇସ୍ତଫା ଦେବା ବିଜେଡି ଦଳର ପ୍ରାଥମିତା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ଇସ୍ତଫା ପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇମେଲ ମାଧ୍ୟମରେ ପ୍ରଦାନ କରିଥିବା ଏହି ଭିଡିଓ ବାର୍ତ୍ତା…
ଅଧିକ ଖବର ଦେଖନ୍ତୁ...