ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରଥଖଳାରେ ପଡ଼ିଲା ଚାଞ୍ଚ

ପୁରୀ: ଆଉ ଦୁଇ ଦିନ ପରେ ଅର୍ଥାତ୍‌ ମେ’ ୧୦ରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ୨୧ ଦିନ ଧରି ମହାପ୍ରଭୁ ମଣି ବିମାନରେ ବିଜେ ହୋଇ ଚାପ ଖେଳିବାକୁ ନରେନ୍ଦ୍ରକୁ ଯିବେ। ଏଥିସହ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ବି ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ପର୍ବ…
ଅଧିକ ଖବର ଦେଖନ୍ତୁ...

ପୁରୀ ବିଧାନସଭା ଆସନ: ନବାଗତଙ୍କୁ ଅଡ଼ୁଆ ପୁରୁଖା ନେତା

ପୁରୀ: ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଆସନ ହେଉଛି ପୁରୀ ବିଧାନସଭା। ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ କଂଗ୍ରେସ ଟିକେଟ୍‌ ପାଇବା ପରେ ଏଠି ଜୋରଦାର ଲଢ଼େଇ ହେବାକୁ ଯାଉଛି। କାରଣ କଂଗ୍ରେସର ଉମାବଲ୍ଲଭ ଓ ବିଜେପିର ଜୟନ୍ତ ଷଡ଼ଙ୍ଗୀ ରାଜନୀତିରେ ପୁରୁଣା ଖେଳୁଆଡ୍‌। ଅନ୍ୟପକ୍ଷରେ ବିଜେଡିର…
ଅଧିକ ଖବର ଦେଖନ୍ତୁ...

ବାଇକକୁ ପିଟିଲା ହାଇୱା, ମହିଳା ଗୁରୁତର

ବାମନାଳ: ନିମାପଡ଼ା ମୁଖ୍ୟ ବଜାର ଦୋଳବେଦୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକ୍ କୁ ପଛପଟୁ ପିଟିଲା ବାଲି ବୋଝେଇ ହାଇୱା। ଘଟଣା ସ୍ଥଳରେ ବାଇକରେ ବସିଥିବା ମହିଳା ଅସାଲ ଗ୍ରାମର ପୂଜାସ୍ମିତା ସାହୁ(୨୭)ଜଣଙ୍କ ତଳକୁ ଖସିପଡ଼ିଥିଲେ। ହାଇୱା ତାଙ୍କ ଦୁଇଟି ଗୋଡ଼ ଉପରେ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ‘ରଥଖଳା’ ପ୍ରସ୍ତୁତି

ପୁରୀ: ଚଳିତ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟ। ଏହିଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିସହ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଭୋଇସେବକମାନେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୁହା ଓ ବାଉଁଶ ବାନ୍ଧି ଚାଳି…
ଅଧିକ ଖବର ଦେଖନ୍ତୁ...

ପୁରୀରେ ହେବ ଓଡ଼ିଶା କୁସ୍ତି ଏକାଡେମି

ପୁରୀ: କ୍ରୀଡ଼ା ପାଇଁ ବଢ଼ିଛି ଭିତ୍ତିଭୂମି। ନୂଆ ଷ୍ଟାଡିୟମ୍‌ ନିର୍ମାଣ ହୋଇଛି। ଇନ୍‌ଡୋର୍‌ ଆଥଲେଟିକ୍ସ ହଲ୍‌ ପ୍ରତିଷ୍ଠା ଚାଲିଛି। କିଶୋର ଜେନା, ଜୟନ୍ତୀ ବେହେରା ଓ ତପନ ମହାନ୍ତିଙ୍କ ଭଳି କ୍ରୀଡ଼ାବିତ୍‌ ପୁରୀକୁ କ୍ରୀଡ଼ା ଜଗତରେ ଉଚ୍ଚ ସୋପାନକୁ ନେଇଛନ୍ତି। ଅଥଚ କୁସ୍ତିରେ ପୂର୍ବରୁ ଯେଉଁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ପଇତାଲାଗି: ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ପଇତାଲାଗି ପାଇଁ ନୀତି ଆରମ୍ଭ ହୋଇଥିଲା। ପଇତାଲାଗି ସେବା ଦଇତାପତି ସେବକଙ୍କ ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏଥିପାଇଁ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ଆଜି…
ଅଧିକ ଖବର ଦେଖନ୍ତୁ...

ତୁଳସୀ ବଗିଚା ଏବେ ବଣଭୋଜି ସ୍ଥଳ: ଭୋଜି ପରେ ଗଡ଼ୁଛି ମଦ ବୋତଲ

ପୁରୀ: ମହାପ୍ରଭୁଙ୍କ ତୁଳସୀ ବଗିଚା ପାଲଟିଛି ବଣଭୋଜି ସ୍ଥଳ। ବଗିଚାରେ ଗଡ଼ୁଛି ମଦ ବୋତଲ। ମହାପ୍ରଭୁଙ୍କ ପାଇଁ ଫୁଲର ଚାହିଦା ମେଣ୍ଟାଉଥିବା ଉଦ୍ୟାନ ଏବେ ନିଶାଖୋରଙ୍କ ଆଡ଼ାସ୍ଥଳୀ। କେବଳ ସେତିକି ନୁହେଁ, ଉଦ୍ୟାନ ପରିସରକୁ ମୁକ୍ତ ଶୌଚାଳୟରେ ପରିଣତ କରିଦେଲେଣି। ଜଗୁଆଳି ଅଛନ୍ତି, କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପୁରୀରେ କଂଗ୍ରେସ ଟିକେଟ ପରିବର୍ତ୍ତନକୁ ନେଇ ଉତ୍ତେଜନା: କଟିଲା ସୁଜିତଙ୍କ ଟିକେଟ, ଉମାବଲ୍ଲଭ ନୂଆ ପ୍ରାର୍ଥୀ

ପୁରୀ: ପୁରୀ ବିଧାନସଭା ଆସନରେ ଟିକେଟ ପରିବର୍ତ୍ତନକୁ ନେଇ ଆଜି କଂଗ୍ରେସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଦାଖଲର ଦିନକ ପରେ ଟିକେଟ କଟିବାରୁ ତାତିଛନ୍ତି ସୁଜିତ ମହାପାତ୍ରଙ୍କ ସମର୍ଥକ। ଆଜି ଅପରାହ୍ଣରେ ଭିଆଇପି ରୋଡ୍‌ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପଶି କର୍ମୀମା‌ନେ…
ଅଧିକ ଖବର ଦେଖନ୍ତୁ...

ନିମାପଡ଼ାରେ ବିଜେଡିର ବାଇକ୍‌ ଶୋଭାଯାତ୍ରା, କାର୍ଯ୍ୟକର୍ତ୍ତା ସମ୍ମିଳନୀ

ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ନେତୃତ୍ବରେ ରବିବାର ବିଶାଳ ବାଇକ୍ ଶୋଭାଯାତ୍ରା ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଛି। ବାଇକ୍‌ ରାଲି ନୂତନ ବସଷ୍ଟାଣ୍ଡ ନିକଟରୁ ବାହାରି ସ୍ଥାନୀୟ ଟାଉନ ହଲ୍ ମୁକ୍ତାକାଶ ରଙ୍ଗମଞ୍ଚରେ ପହଞ୍ଚିଲା ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଜୟନାରାୟଣ ପଟ୍ଟନାୟକ ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ

ପୁରୀ: ପୁରୀ ଜିଲ୍ଲା କଂଗ୍ରେସରେ ଅଡ଼ୁଆ ସ୍ଥିତି ଉପୁଜିଛି। ଆରମ୍ଭରୁ ପ୍ରାର୍ଥୀ ସଂକଟକୁ ନେଇ କଲବଲ ହୋଇଥିବା କଂଗ୍ରେସ ଏବେ ଟିକେଟ ବଣ୍ଟନକୁ ନେଇ ହରଡ଼ଘଣାରେ ପଡ଼ିଛି। କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଆଜି ତାଙ୍କ ଟିକେଟ ଫେରାଇ ଦେଇଛନ୍ତି। ନିର୍ବାଚନ ଲଢ଼ିବାରେ ଦଳର…
ଅଧିକ ଖବର ଦେଖନ୍ତୁ...