Monthly Archives

February 2018

ଷ୍ଟେସନ୍‌ରୁ ଟ୍ରେନ୍‌ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌, ଯାତ୍ରୀ କହିଲେ, ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲୁ

ମୁମ୍ବାଇ: ପୂର୍ବ-ଉତ୍ତର ରେଳବାଇ ଇରଦତ୍ତପୁର ରେଲେଓ୍ଵ ଷ୍ଟେସନ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମୁମ୍ବାଇରୁ ବନାରସ ଅଭିମୁଖେ ଯାତ୍ରା କରିବାକୁ ଥିବା ପବନ ଏକ୍ସପ୍ରେସର ଇଞ୍ଜିନ୍‌ ବଗିରୁ ଅଲଗା ହୋଇ ପଳାଇ ଯାଇଥିଲା। ଏହି ଘଟଣା ଘଟିବା ସଙ୍ଗେସଙ୍ଗେ ଷ୍ଟେସନ୍‌ ମାଷ୍ଟର ଓ୍ଵାକି-ଟକି…
ଅଧିକ ଖବର ଦେଖନ୍ତୁ...

ଆସିଲା ରୟାଲ ଏନଫିଲଡ୍‌ ଥଣ୍ଡରବାର୍ଡର ନୂଆ ମଡେଲ, ୩୫୦ଏକ୍ସ ଓ ୫୦୦ ଏକ୍ସ

ନୂଆଦିଲ୍ଲୀ : ରୟାଲ ଏନଫିଲଡ ପକ୍ଷରୁ ନିଜର ଥଣ୍ଡରବାର୍ଡ ବ୍ରାଣ୍ଡର ଦୁଇଟି ନୂଆ ମଡେଲ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ସେଗୁଡ଼ିକ ହେଉଛି ଥଣ୍ଡରବାର୍ଡ୩୫୦ଏକ୍ସ ଓ ଥଣ୍ଡରବାର୍ଡ ୫୦୦ଏକ୍ସ । ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧,୫୬,୮୪୯ ଟଙ୍କା ଓ ୧,୯୮,୮୭୮ ଟଙ୍କା (ଏକ୍ସଶୋରୁମ ଦିଲ୍ଲୀ) ରଖାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡ଼ିଆରେ ନିଜ ଫେକ୍‌ ଆଇଡି ବିଷୟରେ ସୂଚନା ଦେଲେ ଓଲିଉଡ୍‌ ନାୟକ ସ୍ୱରାଜ୍‌

ଭୁବନେଶ୍ୱର: ଓଲିଉଡର ୟଙ୍ଗ୍‌ ସେନସେନ୍‌ ସ୍ୱରାଜଙ୍କ ଫେକ୍‌ ସୋସିଆଲ୍‌ ମିଡିଆ ଆଇଡିର ପଦ୍ଦାଫାସ ହୋଇଛି। ଆଜିକାଲି ସୋସିଆଲ ମିଡ଼ିଆରେ ନିଜ ମନପସନ୍ଦ କଳାକାରଙ୍କ ପ୍ରତି ଭଲ ପାଇବା ଦେଖାଇବାକୁ ଯାଇ ପ୍ରସ୍ତୁତ କରାଯାଉଛି ଅନେକ ଫ୍ୟାନପେଜ୍‌ । ତେବେ ଏହା ଦ୍ୱାରା କିଛି ପ୍ରଶଂସକ ଫାଇଦା…
ଅଧିକ ଖବର ଦେଖନ୍ତୁ...

୨୫କିଲୋ ଓଜନର ଲକର୍‌କୁ ନେଇ ଫେରାର ହୋଇଯାଇଥିଲେ ଚୋର, ସେଥିରୁ ବାହାରିଲା ମାତ୍ର ୧୦୦ଟଙ୍କା

ବେଙ୍ଗାଲୁରୁ: ବେଙ୍ଗାଲୁରୁସ୍ଥିତ ମିଲର୍ସ ରୋଡରୁ ଜଣେ ବ୍ୟବସାୟୀଙ୍କ ଘରକୁ ଚୋରି କରିବାକୁ ଯାଇଥିବା ଏକ ଚୋର ସମୂହକୁ ପୁଲିସ ଗିରଫ କରିଛି। ଏହି ଚୋର ସମୂହ ବ୍ୟବସାୟୀଙ୍କ ଘରେ ଥିବା ୨୫କିଲୋଗ୍ରାମ ଓଜନର ଏକ ଲକରକୁ ଖୋଲିବାରେ ଅସଫଳ ହୋଇଥିଲେ, ତେଣୁ ସେହି ଲକରକୁ ସେ ଉଠାଇ ନେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ଲୀନ ହେଲା ଶ୍ରୀଦେବୀଙ୍କ ମରଶରୀର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଛି ଭାରତୀୟ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କର ମରଶରୀର। ମୁମ୍ବାଇର ଭିଲେ ପର୍ଲେ ସେବା ସମାଜ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି। ତ୍ରିରଙ୍ଗାରେ ଅଚ୍ଛାଦିତ ଶ୍ରୀଦେବୀଙ୍କ ମରଶରୀର ନିକଟରେ…
ଅଧିକ ଖବର ଦେଖନ୍ତୁ...

ବଣଭୋଜି ନୋହିଲା: ସମୁଦ୍ରରେ ବୁଡ଼ି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ସାଙ୍ଗମାନଙ୍କ ସହିତ ବଣଭୋଜି କରିବାକୁ ଯାଇଥିବା ଜଣେ ଆଇଆଇଟି ଛାତ୍ର ବୁଧବାର ଅପରାହ୍ଣରେ ସମୁଦ୍ରରେ ବୁଡ଼ିଯିବାରୁ ଜୀବନ ହରାଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱର ଆଇଆଇଟିରୁ ପ୍ରାୟ ୪୦ଜଣ ଛାତ୍ର ବଣଭୋଜି କରିବାକୁ ପାରାଦୀପ ଯାଇଥିଲେ। ସେଠାରେ ଭୋଜି ଚାଲିଥିବା ବେଳେ ପଶ୍ଚିମବଙ୍ଗର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସାଧାରଣ ଅଧିବେଶନ ପାଇଁ କମିଟି ଗଠନ କଲେ ରାହୁଲ ଗାନ୍ଧି, ସ୍ଥାନ ପାଇଲେ ଭକ୍ତ ଦାସ,ରାମଚନ୍ଦ୍ର ଖୁଣ୍ଟିଆ ଓ…

ଭୁବନେଶ୍ୱର : ମାର୍ଚ୍ଚ ୧୬ରୁ ୧୮ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବ କଂଗ୍ରେସ ଦଳର ସାଧାରଣ ଅଧିବେଶନ ପାଇଁ ଦଳସଭାପତି ରାହୁଲ ଗାନ୍ଧି ଆୟୋଜନ କମିଟି ଓ ଡ୍ରାଫ୍ଟିଂ କମିଟି ଗଠନ କରିଛନ୍ତି । ଏହା ସହିତ ୪ଟି ସବଗ୍ରୁପ ରାଜନୈତିକ, ଅର୍ଥନୈତିକ ବ୍ୟାପାର, ବୈଦେଶିକ ବ୍ୟାପା,…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଇଶାନେଶ୍ୱର ମନ୍ଦିର ପଛ ପଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ପୁଲିସ ବୁଧବାର ଇଶାନେଶ୍ୱର ମନ୍ଦିର ପଛ ପଟରୁ ଅପରାହ୍ଣ ୨ଟାରେ ଜଣେ ଅଚିହ୍ନା ବିବାହିତ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଏସିପି ସୀତାରାମ ଶତପଥୀ ପୁଲିସ ଟିମ୍‌ ସହିତ ନୀଳାଦ୍ରୀ ବିହାର ପଛପଟରେ ଥିବା ପାହାଡ଼…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବା ପାଇଁ ଏହି ଭାରତୀୟ ବ୍ୟକ୍ତି ସାହାଯ୍ୟ କରିଥିଲେ

ରିୟାଦ: ଦୁବାଇ ପୁଲିସ୍‌ ଶ୍ରୀଦେବୀଙ୍କ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି ବୋଲି ମଙ୍ଗଳବାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା। ତେବେ ଦୁବାଇସ୍ଥିତ ଭାରତୀୟ ଦୂତାବାସର ଅଧିକାରୀ ଅସରଫ ସେରି ତମାସସେରି ଶ୍ରୀଦେବୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କଲା ‘ସାଇକୋ-ଶଙ୍କର, ୩୦ଟି ଦୁଷ୍କର୍ମ ଓ ୧୫ଟି ହତ୍ୟା ସହ ତାମିଲନାଡୁରେ କୋକୁଆ ଭୟ ଖେଳାଇଥିଲା

ସାଲେମ: ତାମିଲନାଡ଼ୁର କୁଖ୍ୟାତ ସାଇକୋ କିଲର ଏମ.ଜୟଶଙ୍କର ଯିଏକି ୩୦ଟି ଦୁଷ୍କର୍ମ ଓ ୧୫ଟି ହତ୍ୟାମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିଲା, ଆଜି ଆତ୍ମହତ୍ୟା କରିଛି । ଏକ ଦାଢିକଟା ବ୍ଲେଡରେ ନିଜ ବେକକୁ କାଟି ସେ ଆତ୍ମହତ୍ୟା କରୁଛି । ଏହା ସହିତ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା…
ଅଧିକ ଖବର ଦେଖନ୍ତୁ...