Daily Archives

March 16, 2018

ପ୍ଲାଷ୍ଟିକ ବୋତଲ ଅପମିଶ୍ରଣକୁ ଅସ୍ୱୀକାର କଲେ ଭାରତୀୟ ପାଣି କମ୍ପାନି

ନୂଆଦିଲ୍ଲୀ: ପ୍ଲାଷ୍ଟିକ ପାଣି ବୋତଲ ଅପମିଶ୍ରିତ ତଥା ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ବୋଲି ଏକ ଆମେରିକୀୟ ସଂସ୍ଥା କରିଥିବା ଗବେଷଣାକୁ ଅସ୍ୱୀକାର କରିଛନ୍ତି ଭାରତୀୟ ପାଣି ବୋତଲ କମ୍ପାନିମାନେ । ଏସବୁ ବୋତଲ ପାଣିକୁ ବଜାରକୁ ଛାଡିବା ପୂର୍ବରୁ ଯଥେଷ୍ଟ ପରୀକ୍ଷା ନିରୀକ୍ଷା ଦେଇ ଗତି କରିବାକୁ…
ଅଧିକ ଖବର ଦେଖନ୍ତୁ...

ବେକରେ ହେଉଥିବା କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ସବୁ ମହିଳା ଏବଂ ପୁରୁଷ ନିଜ ନିଜ ମୁହଁକୁ ଚମକାଇବା ପାଇଁ ଚେଷ୍ଟା କରୁଛନ୍ତି । ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ସହ ମୁହଁକୁ ପ୍ରଦୂଷଣ ମୁକ୍ତ ରଖିଥାଆନ୍ତି । କିନ୍ତୁ ମୁହଁକୁ ଚମକାଇବା ନିଶାରେ ସେମାନେ ବେକକୁ ଭୁଲି…
ଅଧିକ ଖବର ଦେଖନ୍ତୁ...

‘ସଲମାନ୍‌ ମୋ ସ୍ୱାମୀ’: ଏପରି କହି ସଲମାନ୍‌ଙ୍କ ଘରେ ହଙ୍ଗାମା କଲେ ମହିଳା

ମୁମ୍ବାଇ: ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ଏ ପର୍ଯ୍ୟନ୍ତ ମଧ୍ୟ ନିଜର ଜୀବନସାଥୀ ଖୋଜି ପାଇ ନାହାନ୍ତି । ବହୁ ବଲିଉଡ୍‌ କଳାକାର ଅବିବାହିତ ଥିଲେ ମଧ୍ୟ ସଲମାନଙ୍କ ବିବାହକୁ  ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । କିଛି ଦିନ ତଳେ ସେ ତାଙ୍କ ଭିଣୋଇଙ୍କ ପ୍ରଥମ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ନିଦାହାସ ଟ୍ରଫି: ରୋମାଞ୍ଚକ ମୁକାବିଲାରେ ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ, ଫାଇନାଲରେ ଭାରତ ସହିତ ମୁକାବିଲା

କଲମ୍ବୋ: ରୋମାଞ୍ଚକ ମୁକାବିଲାରେ ଶୁକ୍ରବାର ଶ୍ରୀଲଙ୍କାକୁ ବାଂଲାଦେଶ ୨ ଓ୍ଵିକେଟ୍‌ରେ ପରାସ୍ତ କରିଛି। ବାଂଲାଦେଶ ଓ ଭାରତ ମଧ୍ୟରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ ମ୍ୟାଚ୍‌ ଆଗାମୀ ମାର୍ଚ୍ଚ ୧୮ରେ ଖେଳାଯିବ। କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ତିମ ଲିଗ୍‌…
ଅଧିକ ଖବର ଦେଖନ୍ତୁ...

ସୁଇସାଇଡ୍‌ ଗେମ୍‌ ପ୍ରଭାବ ସନ୍ଦେହ : ହଷ୍ଟେଲ୍‌ରେ ଆଇଆଇଟି ଛାତ୍ର କଲେ ଆତ୍ମହତ୍ୟା

ରୁର୍କି : ଗୁରୁବାର ରୁର୍କି ଆଇଆଇଟିର ଛାତ୍ର ହଷ୍ଟେଲର ଏକ କୋଠରୀରେ ଫ୍ୟାନରେ ଫାଶୀ ଲଗାଇ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ୨୧ ବର୍ଷିୟ ଅଭିଜିତ ସିଂଙ୍କ ପାଖରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳି ନ ଥିବା ବେଳେ ବ୍ଲୁହେ୍ଵଲ୍‌ ଗେମ୍‌ ଭଳି "୩୦ େଓ୍ଵ ଅଫ ସୁଇସାଇଡ଼" ନାମକ…
ଅଧିକ ଖବର ଦେଖନ୍ତୁ...

ବର ଦାଢ଼ି କାଟିବା ପରେ ହିଁ ଝିଅକୁ ବାହା ଦେବି: ବେଦୀ ଉପରେ କନ୍ୟା ପିତା ରଖିଲେ ସର୍ତ୍ତ, ୨ ଦିନ ଗଡ଼ିଗଲା ବାହାଘର

ଭୋପାଲ : ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡ଼ିଛି । ବିବାହ କରିବାକୁ ଯାଇ ତାଙ୍କୁ ନିଜ ଦାଢ଼ି କାଟିବାକୁ ପଡ଼ିଛି । ବାହାଘର ଦିନ ବର ବେଶରେ କନ୍ୟା ଘରେ ପହଞ୍ଚିବା ପରେ ତାଙ୍କୁ ଏପରି କରିବାକୁ କୁହାଯିବ ବୋଲି ବୋଧହୁଏ କେହି ଭାବି ନଥିବେ । କିନ୍ତୁ ଏହା ସତ । ସୂଚନା ମୁତାବକ, ବାହାଘର…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ଗର୍ଲ ଫ୍ରେଣ୍ଡକୁ ପାଗଳ ପରି ପିଟିବା, ଅଭିଯୁକ୍ତ ବାସ୍କେଟବଲ୍‌ ଖେଳାଳି ଗିରଫ

କାରକାସ୍‌: ଭେଞ୍ଜୁଆଲାର ଜଣେ ଖେଳାଳି ନିଜର ଗର୍ଲ ଫ୍ରେଣ୍ଡକୁ ପାଗଳ ପରି ପଟିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଗର୍ଲ ଫ୍ରେଣ୍ଡକୁ ପିଟୁଥିବା ବେଳେ ଘର ଛାତ ତଳେ ଲାଗିଥିବା କ୍ୟାମେରାରେ ସବୁ ରେକଡିଂ ହୋଇ ଯାଇଥିଲା। ସେହି ସମୟରେ…
ଅଧିକ ଖବର ଦେଖନ୍ତୁ...

ମାଳଦ୍ୱୀପରେ ସାମରିକ ଘାଟି ପ୍ରତିଷ୍ଠା କରିବା ଚୀନର ଗୋପନ ଲକ୍ଷ୍ୟ

ଓ୍ଵାସିଂଟନ: ଭାରତ ମହାସାଗରୀୟ ଦେଶ ମାଳଦ୍ୱୀପର ଆଭ୍ୟନ୍ତରୀଣ ମାମଲାରେ ଧୀରେ ଧୀରେ ଚୀନ ହସ୍ତକ୍ଷେପ କରିବା ଆରମ୍ଭ କଲାଣି । ଏହା ଉଭୟ ଭାରତ ଓ ଭାରତ ମହାସାଗରୀୟ ଅଂଚଳ ପାଇଁ ବିପଦର ଘଣ୍ଟି ବୋଲି କହିଛନ୍ତି ମାଳଦ୍ୱୀପର ପୂର୍ବତନ ବିଦେଶ ମନ୍ତ୍ରୀ ତଥା ବିରୋଧୀଦଳ ନେତା ଅହମ୍ମଦ ନସୀମ । ସେ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କା ଗର୍ଭବତୀ ହେବା ନେଇ ଚର୍ଚ୍ଚା : ଖୋରାକ ଯୋଗାଇଲା ବିରାଟଙ୍କ ଟୁଇଟ୍‌ 

ମୁମ୍ବାଇ : ଭାରତୀୟ  କ୍ରିକେଟ ଟିମ୍‌ କ୍ୟାପଟେନ୍‌ ବିରାଟ କୋହଲି ଏବଂ ବଲିଉଡ୍‍ କଳାକାର ଅନୁଷ୍କା ଶର୍ମାଙ୍କର ବିବାହ ୨୦୧୭ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା । ନିଜ ବିବାହକୁ ଗୋପନ ରଖି ଇଟାଲିରେ ବିବାହ କରିଥିଲେ ଏହି ପ୍ରେମୀ ଯୁଗଳ । ବିବାହ ପରେ ସୋସିଆଲ ସାଇଟ୍‌ମାନଙ୍କରେ ଦୁହିଁଙ୍କ ଫଟୋ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରି ଦୁଇ ମହିଳାଙ୍କୁ ରାସ୍ତାରେ ଫୋପାଡ଼ିଲେ ଦୁର୍ବୃତ୍ତ

ଲକ୍ଷ୍ନ: ଲକ୍ଷୌ୍ନର କନ୍ନୋଜଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଲକ୍ଷୌ୍ନରୁ ଔଷଧ ନେଇ କମାଲଗଞ୍ଜ ଯାଉଥିବା ବେଳେ ଦୁଇ ମହିଳାଙ୍କୁ ଲିପ୍ଟ ଦେବା ବାହାନାରେ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରାଯାଇଛି। ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପରେ ଧକ୍କା ଦେଇ ରାସ୍ତା ମଝିରେ ପିଙ୍ଗି ଦେଇ ଫେରାର…
ଅଧିକ ଖବର ଦେଖନ୍ତୁ...