Daily Archives

September 17, 2018

ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ : ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷେପଣାସ୍ତ୍ର (MPATGM)ର ଦ୍ୱିତୀୟ ଉଡାଣକୁ ଗତକାଲି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର…
ଅଧିକ ଖବର ଦେଖନ୍ତୁ...

ଶ୍ୱାସରୁ ଆଶ୍ୱସ୍ତି ଦେଇଥାଏ ମହୁ ଏବଂ ସୋରିଷ ତେଲ

ଆଜମା ହେଉଛି ଏକ ଶ୍ୱାସଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ ବାହାରେ…
ଅଧିକ ଖବର ଦେଖନ୍ତୁ...

କିଛି ନୂଆ କରିବାର ଇଚ୍ଛା ପାଇଁ ଆଜି ଗଢ଼ିପାରିଛନ୍ତି ନିଜ କମ୍ପାନି,୧୦.୭କୋଟି ଲୋକ ବ୍ୟବହାର କରୁଛନ୍ତି ତାଙ୍କର ଉତ୍ପାଦ

ନୂଆଦିଲ୍ଲୀ : କଶ୍ମୀରରେ ଜନ୍ମ ହେବା ପରେ ଜଳନ୍ଧରର ଏନ୍‌ଆଇଟିରେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ । ତା’ ପରେ ଅଧିକ ପାଠ ପଢ଼ିବା ପାଇଁ ଆମେରିକାର ଷ୍ଟେନ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟ ଯିବା ପରେ ଆମେରିକାରେ ଥିବା ନାମୀ କମ୍ପାନି ଭ୍ୟାଲି ପେପଲ୍‌ରେ ଚାକିରି କରିଥିଲେ । କିଛି ଦିନ ଚାକିରି କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ବିମାନ ଅବତରଣ ଘଟଣା : ସିଜ୍‌ ହେଲା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର

ଭୁବନେଶ୍ୱର : ଶନିବାର ଦିନ ଚିଲିକା ଉପରେ ବିମାନ ଅବତରଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିଲା ହଟଚମଚ। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ତନାଘନା ପରେ ଶନିବାର ଦିନ ଚିଲିକା ଉପରେ ଉଡୁଥିବା…
ଅଧିକ ଖବର ଦେଖନ୍ତୁ...

‘ଭାରତ’ ଛାଡ଼ିବା ପରେ ଏବେ ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଫିଲ୍ମରେ ନଜର ଆସିବେ ଦେଶୀ ଗର୍ଲ ପ୍ରିୟଙ୍କା, ସାମ୍ନାକୁ ଆସିଲା…

ମୁମ୍ବାଇ : ଫିଲ୍ମ ‘ଭାରତ’ ଛାଡ଼ିବା ପରେ ପ୍ରିୟଙ୍କାକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ତାଙ୍କୁ ଆଉ ବଲିଉଡ୍‌ରେ ଫିଲ୍ମ ମିଳିବ ନାହିଁ ବୋଲି କିଛି ଲୋକ କହିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ସେ ସବୁ ଚର୍ଚ୍ଚା ମିଛ ବୋଲି ପ୍ରମାଣ ହୋଇଛି । କାରଣ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ…
ଅଧିକ ଖବର ଦେଖନ୍ତୁ...

ସବୁ ସମୟରେ ମୋଦିଙ୍କ ସୁରକ୍ଷା ଅଧିକାରୀଙ୍କ ହାତରେ କଳା ବ୍ରିଫ୍‌କେସ୍‌ କ’ଣ ପାଇଁ ରହିଥାଏ ଜାଣନ୍ତି କି?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ଏସପିଜି ଅର୍ଥାତ୍‌ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର ହୋଇଥାଏ। ସବୁ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷା ଦେଉଥିବା ସିକ୍ୟୁରିଟି ଅଫିସରଙ୍କ ହାତରେ କଳା ବ୍ରିଫ୍‌କେଶ ଥିବା ଆପଣମାନେ ଦେଖିଥିବେ ନିଶ୍ଚୟ । ଯେଉଁ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ରାଜନୀତିକୁ ଆସିବାକୁ ଡରୁଛନ୍ତି ବଲିଉଡ୍‌ର ପର୍‌ଫେକ୍ସନିଷ୍ଟ ଆମିର ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଅନେକ କଳାକାର ଅଭିନେତା ହେବା ପରେ ରାଜନେତା ହୋଇଛନ୍ତି । ଅଭିନୟ ଜଗତରେ ଲୋକପ୍ରିୟତା ହାସଲ କରିବା ପରେ ସେମାନେ ନିଜ ଲୋକପ୍ରିୟତାକୁ ରାଜନୀତିରେ ବ୍ୟବହାର କରିଥିବା ବେଳେ ଏପରି କରିବାକୁ ଚାହୁଁନାହାନ୍ତି ଅଭିନେତା ଆମିର ଖାନ୍‌ । ଦେଶରେ ଏବଂ ଦେଶ ବାହାରେ ଆମିରଙ୍କର…
ଅଧିକ ଖବର ଦେଖନ୍ତୁ...

ଟେକ୍‌ ମହିନ୍ଦ୍ରାର ବଡ଼ ନିଷ୍ପତ୍ତିି : କମ୍ପାନିର ପୁରୁଷ ସମଲିଙ୍ଗୀ କର୍ମଚାରୀଙ୍କୁ ଥଟ୍ଟା କରିବାରୁ ବହିଷ୍କୃତ ହେଲେ…

ମୁମ୍ବାଇ : ମୁଖ୍ୟ ବିବିଧତା ଅଧିକାରୀଙ୍କୁ କମ୍ପାନିରୁ ବହିଷ୍କାର କରିଛି ଟେକ୍‌ ମହିନ୍ଦ୍ରା । ଜନୈକ ପୁରୁଷ ସମଲିଙ୍ଗୀ କର୍ମଚାରୀଙ୍କୁ ମୁଖ୍ୟ ବିବିଧତା ଅଧିକାରୀ ରିଚା ଗୌତମ ଥଟ୍ଟା କରିଥିବାରୁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତିି ନିଆଯାଇଥିବା ଜଣାପଡ଼ିଛି । ଥଟ୍ଟା କରିବାର ଅଭିଯୋଗ ଆସିବା…
ଅଧିକ ଖବର ଦେଖନ୍ତୁ...

ମ୍ୟାନେଜରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଲେ ବିଦେଶୀ କଣ୍ଠଶିଳ୍ପୀ: ନିଶାରେ ଥିବା ବେଳେ ହୋଟେଲ ରୁମ୍‌ରେ ଦୁଷ୍କର୍ମ…

ନୂଆଦିଲ୍ଲୀ : ସାରା ବିଶ୍ୱରେ ନିଜ ସଙ୍ଗୀତ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା କଣ୍ଠଶିଳ୍ପୀ ଲିଲି ଏଲେନ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଜଣେ ମ୍ୟାନେଜର ତାଙ୍କ ସହ କରିଥିବା ଯୌନ ଶୋଷଣ ବିଷୟରେ ସେ ଖୋଲି କହିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଡିିଡିିସିଏରୁ ଇସ୍ତଫା ଦେଲେ ବିରେନ୍ଦ୍ର ସେହଓ୍ଵାଗ୍‌, ଏହି କାରଣ ପାଇଁ ଛାଡ଼ିଥିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ୍‌ ସୋମବାର ଦିଲ୍ଲୀ ଡ଼ିଷ୍ଟ୍ରିକ୍ଟ କ୍ରିକେଟ୍‌ ଆସୋସିଏସନ୍‌(ଡିଡିିିସିଏ)ରୁ ଇସ୍ତଫା ଦେଇଥିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସଂଘର ହିତକୁ ଆଖି ଆଗରେ ରଖି ସେ ଏଥିରୁ ଇସ୍ତଫା ଦେଇଥିବା କହିଛନ୍ତି । ସେହ୍‌ଓ୍ଵାଗ୍‌ଙ୍କ ସହ…
ଅଧିକ ଖବର ଦେଖନ୍ତୁ...