Daily Archives

September 17, 2018

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶ୍ରୀସନ୍ଥ! ପତ୍ନୀ ଆସିବା ପରେ ବଦଳିଥିଲା ଭାବନା,ଶ୍ରୀସନ୍ଥ ଜେଲ୍‌ରେ ଥିବା ବେଳେ…

ନୂଆଦିଲ୍ଲୀ : ପୂର୍ବ କ୍ରିକେଟର ଶ୍ରୀସନ୍ଥ ଏବେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍‌ ବସ୍‌ରେ ଯୋଗ ଦେବା ପରେ ତାଙ୍କୁ ନେଇ ଅନେକ ବ୍ୟକ୍ତିଗତ ରାଜ୍‌ର ଖୁଲାସା ହୋଇଛି । ତାଙ୍କ ପେସାଦାର ଜୀବନ ଖୋଲା ବହି ହୋଇଥିବା ବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ କେବେ ହେଲେ…
ଅଧିକ ଖବର ଦେଖନ୍ତୁ...

୧୩୭୭ କୋଟିରେ ବିକ୍ରି ହେଲା ପ୍ରସିଦ୍ଧ ଟାଇମ୍‌ ମାଗାଜିନ୍‌, ଜାଣନ୍ତୁ ଏବେ ଏହାର ନୂଆ ମାଲିକ କିଏ?

ନୂଆଦିଲ୍ଲୀ : ବିକ୍ରି ହେଲା ପ୍ରସିଦ୍ଧ ଟାଇମ୍‌ ମାଗାଜିନ୍‌ । ୧୩୭୭କୋଟି ଟଙ୍କାରେ ଏହାର ମାଲିକ ମେରେଡିିଥ୍‌ କର୍ପ ସେଲ୍ସଫୋର୍ସର ସହ-ସଂସ୍ଥାପକ ମାର୍କ ବେନିହୋଫ୍‌ ଏବଂ ତାଙ୍କ ସ୍ତ୍ରୀଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି । ରବିବାର ମେରେଡିିଥ୍‌ ଏହି ଘୋଷଣା କରିଥିବା ବେଳେ ସେଲ୍ସଫୋର୍ସର ୪ଜଣ…
ଅଧିକ ଖବର ଦେଖନ୍ତୁ...

ନିଜ ‘ଫିଟ୍‌ନେସ୍‌’ର ୫ଟି ରାଜ୍‌ ସଂପର୍କରେ ଖୁଲାସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ନୂଆଦିଲ୍ଲୀ: ୧୯୫୦, ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ହେଉଛି ୬୮ ତମ ଜନ୍ମ ଦିବସ। ୧୩୨ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ରହି ନିଜର କର୍ତ୍ତବ୍ୟ ସଂପାଦନ ଆଦୌ ଏକ ସହଜସାଧ୍ୟ ବ୍ୟାପାର ନୁହେଁ।…
ଅଧିକ ଖବର ଦେଖନ୍ତୁ...

ସଂଘ ନିଜର ଆଦର୍ଶବାଦକୁ ଅନ୍ୟ କାହା ଉପରେ ବଳପୂର୍ବକ ଲଦିଦେବାକୁ ଚାହେଁ ନାହିଁ

ନୂଆଦିଲ୍ଲୀ: ଦେଶ ଗଠନ କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) କାର୍ଯ୍ୟ କରିଆସୁଛି । କିନ୍ତୁ ଏହା ନିଜର ଚିନ୍ତାଧାରା ବା ଆଦର୍ଶବାଦକୁ ଅନ୍ୟକାହା ଉପରେ ବଳପୂର୍ବକ ଲଦିଦେବାକୁ ଚାହେଁ ନାହିଁ । ଆଜି ଏଠାରେ ଆରମ୍ଭ ହୋଇଥିବା ଆରଏସଏସର ୩ଦିନିଆ ବକ୍ତତାମାଳା ‘ଭବିଷ୍ୟତର…
ଅଧିକ ଖବର ଦେଖନ୍ତୁ...

ଶିବ ମନ୍ଦିରରେ ପୂଜାର୍ଚ୍ଚନା ପରେ ୧୧ ପୂଜକଙ୍କ ଠାରୁ ଆଶୀର୍ବାଦ ନେଇ ମଧ୍ୟପ୍ରଦେଶରେ ଦଳର ପ୍ରଚାର ଅଭିଯାନ ଆରମ୍ଭ କଲେ…

ଭୋପାଳ (ମଧ୍ୟପ୍ରଦେଶ): ୧୧ ଜଣ ବ୍ରାହ୍ମଣ ପୂଜକଙ୍କ ଠାରୁ ଆଶୀର୍ବାଦ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି (ସୋମବାର) ଠାରୁ ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରଚାର ଅଭିଯାନକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଖୁବଶୀଘ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ଇମ୍ରାନ୍‌ ଖାନଙ୍କ ଖର୍ଚ୍ଚକାଟ୍‌ ପ୍ରକ୍ରିୟା ଆରମ୍ଭ; ପ୍ରଧାନମନ୍ତ୍ରୀ ଆବାସରୁ ୭୦ ବିଳାସମୟ ଗାଡ଼ି ନିଲାମ, ପରବର୍ତ୍ତୀ…

ଇସ୍‌ଲାମବାଦ୍‌: ଖର୍ଚ୍ଚ କାଟ୍‌ କରିବା ପାଇଁ ପାକିସ୍ତାନ ସରକାର ଇମ୍ରାନ ଖାନ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସରେ ଥିବା ୧୦୨ ବିଳସମୟ କାର୍‌କୁ ବିକ୍ରି କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିବା ମୁତାବକ ତାହାର ପ୍ରକ୍ରିୟା ଆଜି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଜୀବନର ଅନେକ ବାଙ୍କ; ଏହିମାନେ ହିଁ ହୋଇଥାନ୍ତି ବାସ୍ତବିକ ଶିକ୍ଷକ, ବାପାମାଆ, ବନ୍ଧୁ,ପରିଜନ ଓ ଶୁଭେଚ୍ଛୁ

ଜୀବନରେ ଅନେକ ବାଙ୍କ ଆସେ। ସେହି ବାଙ୍କ ଦେଖି ପଛକୁ ନ ଫେରି ଆଗକୁ ଚାଲିବାରେ ହିଁ ରହିଛି ଜନ୍ମର ସାର୍ଥକତା। ବିଭିନ୍ନ ପରିସ୍ଥିତି, ବିଭିନ୍ନ ଧରଣର ବ୍ୟକ୍ତିଙ୍କ ସହ ନିଜକୁ ଖାପ ଖୁଆଇ ପାରିବା ହିଁ ଜୀବନ। ମାତ୍ର କେତେ ବର୍ଷ ଜୀବନ ଦେଇପାରେ ହଜାର ହଜାର ଯୁଗର ଅନୁଭବ ଓ ଅନୁଭୂତି। ଜୀବନ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି: ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନରେ ଖୋଲିବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ବୈଠକରେ ପଞ୍ଚାସଖାଙ୍କ  କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି। ଏହା ମୁଖ୍ୟମନ୍ତ୍ରୀ ନବୀନଙ୍କର ଏକ ଐତିହାସିକ ପଦକ୍ଷେପ। ପରିବେଶ ଓ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହେବ

ନୂଆଦିଲ୍ଲୀ:   କେନ୍ଦ୍ର ସରକାର ବ୍ୟାଙ୍କ କ୍ଷେତ୍ରରେ କେତେକ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି ।  ଏହା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଅନ୍ୟତମ । ଏହି ଯୋଜନା ଅନୁଯାୟୀ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବରରେ ହେବ କି ଅମ୍ବାନୀ ପରିବାରର ଗ୍ରାଣ୍ଡ୍‌ ବିବାହ? ଜାଣନ୍ତୁ ଆକାଶ ନା ଇଶା, ଭାଇଭଉଣୀଙ୍କ ଭିତରୁ କାହା ପାଳି…

ମୁମ୍ବାଇ: ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସୁକନ୍ୟା ଇଶା ଅମ୍ବାନୀଙ୍କ ବିବାହ ଖୁବ୍‌ ଶୀଘ୍ର ଆନନ୍ଦ ପିରାମଲ୍‌ଙ୍କ ସହ ହେବ ବୋଲି ଆଶା କରାଯାଉଛି। ଏବର୍ଷ ବହୁଚର୍ଚ୍ଚିତ ବିବାହ ଚଳିତବର୍ଷ ଶେଷ ଅର୍ଥାତ ଡିସେମ୍ବରରେ ହେବ ବୋଲି ଶୁଣିବାକୁ ମିଳୁଛି। ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ…
ଅଧିକ ଖବର ଦେଖନ୍ତୁ...