ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଗତ ୨୪ ଘଣ୍ଟାରେ ନୟାଗଡରେ ସର୍ବାଧିକ ବର୍ଷା

ଭୁବନେଶ୍ୱର: ଆସନ୍ତା ୨ ସପ୍ତାହ ରାଜ୍ୟରେ ଭଲ ବର୍ଷା ହେବ। ଗୋଟିଏ ପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପକୂଳ ସମୁଦ୍ରରେ ଗୁରୁବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…
ଅଧିକ ଖବର ଦେଖନ୍ତୁ...

ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତକୁ ଜିଲ୍ଲାବ୍ୟାପୀ ବିରୋଧ

ନୟାଗଡ଼ : ଫାଇଭ୍‌-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତକୁ ଜିଲ୍ଲାବ୍ୟ‌ାପୀ ଗୁରୁବାର ଦିନ କଂଗ୍ରେସ, ବିଜେପି ପକ୍ଷରୁ ବିରୋଧ କରାଯାଇଛି। କେଉଁଠି କଳାପତାକା ଦେଖାଇ ତ କେଉଁଠି ପାଣ୍ଡିଆନ୍‌ ଗୋ-ବ୍ୟାକ୍‌ ବ୍ୟାନର୍‌ ଧରି ବିରୋଧ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ: ୫୧ କଲେଜ ରୂପାନ୍ତରଣ; ୨୩ କୋଟି ମଞ୍ଜୁର

ନୟାଗଡ଼ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ୍‌-ଟି ସଚିବ ଭିକେ ପାଣ୍ଡିଆନ୍‌ ଦୁଇଦିନିଆ ନୟାଗଡ଼ ଜିଲ୍ଲାଗସ୍ତରେ ଆସିଛନ୍ତି। ନୟାଗଡ଼ ଷ୍ଟାଡିୟମ୍‌ରେ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ସଭାରେ ଜିଲ୍ଲାର ୫୧ଟି କଲେଜ ଫାଇଭ୍‌-ଟି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ, ରଣପୁରରେ ୨ ଦିନ ବନ୍ଦ ରହିଲା ଅଣ୍ଡା ଦୋକାନ

ରଣପୁର: ପୁଲିସକୁ ଘାରିଛି ଅଣ୍ଡା ଭୟ | ୫-ଟି ସଚିବଙ୍କୁ କାଳେ ବିଜେପି ଓ କଂଗ୍ରେସ କର୍ମୀ ବିରୋଧ କରିବେ ତାହାକୁ ନଜରରେ ରଖି ୨ ଦିନ ପାଇଁ ଅଣ୍ଡା ଦୋକାନ ବନ୍ଦ ରଖିଲା ପୁଲିସ | କେବଳ ଅଣ୍ଡା ଦୋକାନ ନୁହେଁ ରଣପୁର ଅଞ୍ଚଳରେ ସମସ୍ତ ଦୋକାନ ବଜାରକୁ ପୁଲିସ ପ୍ରଶାସନ ତରଫରୁ ବନ୍ଦ ରଖାଯାଇଛି |…
ଅଧିକ ଖବର ଦେଖନ୍ତୁ...

ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିବୁ: କଂଗ୍ରେସ

ନୟାଗଡ଼ : ଆସନ୍ତା ୨୦ ଓ ୨୧ ତାରିଖ ୨ ଦିନିଆ ନୟାଗଡ଼ ଜିଲ୍ଲାଗସ୍ତରେ ଫାଇଭ୍‌ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଆସୁଛନ୍ତି। ତାଙ୍କର ଏହି ଗସ୍ତକୁ କଂଗ୍ରେସ ବିରୋଧ କରିବ। ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି…
ଅଧିକ ଖବର ଦେଖନ୍ତୁ...

‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା କାହା ସ୍ବାର୍ଥରେ? ଦଶନ୍ଧି ପରେ ବି ଶିଶୁକନ୍ୟା ହାର ସ୍ଥିତି ସୁଧୁରିନି

ନୟାଗଡ଼: ଦଶନ୍ଧିଟିଏ ତଳେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାଙ୍କ ପ୍ରତି ଯେଭଳି ଘୃଣା ମାନସିକତା ଥିଲା, ଏବେବି ସେଭଳି ରହିଛି। ଜିଲ୍ଲା ମଧ୍ୟରେ ହେଉ ବା ବାହାରେ ନୟାଗଡ଼ର ଦମ୍ପତି କନ୍ୟା ଭ୍ରୂଣହତ୍ୟା କରୁଛନ୍ତି। ଭ୍ରୂଣ ଚିହ୍ନଟରେ ଡାକ୍ତର, କ୍ବାକ୍‌ ସେମାନଙ୍କୁ କେଉଁଠି ନା କେଉଁଠି ସମର୍ଥନ…
ଅଧିକ ଖବର ଦେଖନ୍ତୁ...

ଅବିଭକ୍ତ ପୁରୀରେ ଚାଷ ସ୍ଥିତି ସଙ୍ଗିନ୍‌

ପୁରୀ/ନୟାଗଡ଼/ ଖୋର୍ଦ୍ଧା : ଚାଷବାସର ସମୟ ଗଡ଼ିଲାଣି, ତଥାପି ବର୍ଷାର ଦେଖାନାହିଁ। ଧାରା ଶ୍ରାବଣରେ ବି ମୁଣ୍ଡଫଟା ଖରା କାରଣରୁ ଚାଷ ଜମି ଫାଟି ଆଁ କଲାଣି। ରୋଇବା ପାଇଁ ଚାଷୀ ଯେଉଁ ତଳି ପକାଇଥିଲା, ପାଣି ନ ପାଇ ଆଉ ବଢ଼ୁନି, ହଳଦିଆ ପଡ଼ିଗଲାଣି। ରୁଆ କି ବେଉଷଣ କାମ ଆରମ୍ଭ ହୋଇପାରିନି।…
ଅଧିକ ଖବର ଦେଖନ୍ତୁ...

ଭାପୁରରେ ଗ୍ରାଫାଇଟ୍‌ ଖଣିର ସନ୍ଧାନ

ଭାପୁର : ନୟାଗଡ ଜିଲ୍ଲାର ଭାପୁର ବ୍ଲକ୍‌ରେ ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଥିବା ନେଇ ସୂଚନା ମିଳିଛି। ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଭାପୁର ବ୍ଲକ୍‌ ବାଇଗୁଣିଆ ପଞ୍ଚାୟତ ଅଧୀନ ଖୁଣ୍ଟୁପଡ଼ା ଗ୍ରାମରେ ଏହି ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଥିବା କୁହାଯାଇଛି। ଭୁବିଜ୍ଞାନ ସର୍ବେକ୍ଷଣ…
ଅଧିକ ଖବର ଦେଖନ୍ତୁ...

‘ସେବା ଏକ୍ସପ୍ରେସ୍‌’ର ଯାନ୍ତ୍ରିକ ତ୍ରୁଟି; ନୟାଗଡ଼ ଷ୍ଟେସନରେ ପୁଣି ଅଟକିଲା ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ, ଯାତ୍ରୀ…

ନୟାଗଡ଼: ‘ସେବା ଏକ୍ସପ୍ରେସ୍‌’ ନାମରେ ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍‌ ପୁଣି ଅଟକିଛି। ପୂର୍ବରୁ ଜଙ୍ଗଲ ଭି‌ତରେ ଏହି ଟ୍ରେନ୍‌ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା। ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ବାସ ଓ ଲୋଭର କୁପରିଣତି: ସୁନାକଳସ ପାଇବା ପାଇଁ ନରବଳି ଦେବାକୁ ଆଲୋଚନା

ଦଶପଲ୍ଲା: ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। କେଉଁଠି ଗୁଣି ଗାରେଡ଼ି ପାଇଁ ଗ୍ରାମସଭା କରାଯାଇ ବିଷ୍ଠା ଖୁଆଯାଉଛି ତ ପୁଣି କେଉଁଠି ଖଟ ବୁଲିବା ସହ କଙ୍ଗାରୁକୋର୍ଟ ବସୁଛି। ବିଶେଷତଃ ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ ଅଞ୍ଚଳରେ ସଚେତନତା ଅଭାବ ହେତୁ ଦିନକୁ ଦିନ ଏଭଳି ଅନେକ…
ଅଧିକ ଖବର ଦେଖନ୍ତୁ...