ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

‌ଫୋନ ଇନ ପ୍ଲିଜ: ମଣିପୁର ହିଂସା ଜାତୀୟ ନିରାପତ୍ତା ପ୍ରତି ଆଶଙ୍କା ସୃଷ୍ଟି କରୁଛି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ ରାଧାମୋହନଙ୍କ ବଗିଚାରୁ ଟ୍ରିପ୍ ଟ୍ରିପ୍ ଆମ୍ବ ଗାଏବ୍

ଓଡ଼ଗାଁ : ପଦ୍ମଶ୍ରୀ ରାଧାମୋହନଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଜାଗାକୁ ଏନ୍ଏସି ନିଜ ଅଧୀନକୁ ନେଇ ଏକର ଏକର ଜମି କାଟି ସେଥିରେ ଆମ୍ବ ବଗିଚା ସୃଷ୍ଟି କରିଛି। ୩ ବର୍ଷ ପୂର୍ବେ ଏହି ଆମ୍ବ ବଗିଚା ନିର୍ମାଣ କରିବାକୁ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏନ୍ଏସି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ: ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ

ଭୁବନେଶ୍ୱର: ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ତାଙ୍କର ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍‌ସ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ହେଉଛି। ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ସକାଳୁ ସକାଳୁ ଓଡ଼ିଶା ଭିଜିଲାନ୍‌ସ ଟିମ୍‌ ୫ଟି ସ୍ଥାନରେ ଚଢଉ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିଲାନି ମହାପରାୟଣ ଗାଡ଼ି: ବାଇକ୍‌ରେ ବୁହାହେଲା ବୃଦ୍ଧଙ୍କ ମୃତଦେହ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପରାୟଣ ଗାଡ଼ି ନ ମିଳିବାରୁ ପରିବାର ଲୋକ ଏକ ମୃତଦେହକୁ ବାଇକ୍‌ରେ ବୋହିଛନ୍ତି। ଏହିଘଟଣା ସରକାରଙ୍କ ମହାପରାୟଣ ଆମ୍ବୁଲାନ୍‌ସ ସେବା ଯୋଜନାର ବାସ୍ତବ ରୂପକୁ ପଦାରେ ପକାଇ ଦେଇଛି। ମୃତ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ କାରାଦଣ୍ଡାଦେଶ

ନୟାଗଡ଼ : ଏକ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଅପହରଣ, ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ପକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଶରଣକୁଳ ଥାନା ଅଧୀନ ଚଢ଼େୟାପଲ୍ଲୀ ଗ୍ରାମର କୈଳାସ ନାୟକଙ୍କ ପୁଅ ଦୋଷୀ ବୁଲୁ ନାୟକକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସମେତ ୩୦ ହଜାର ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ଫୋନ୍‌-ଇନ୍‌-ପ୍ଲିଜ୍‌: ସ୍କୁଲ ଭାଙ୍ଗି ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଲେ ସରକାର

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ ରେଳ ଅଘଟଣକୁ ନିମନ୍ତ୍ରଣ: କୌଣସି ଷ୍ଟେସନ୍‌ରେ ନାହାନ୍ତି ସିଗ୍‌ନାଲ୍‌ ମେଣ୍ଟେନର୍‌

ନୟାଗଡ଼ : ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ସିଗ୍‌ନାଲ୍‌ ବ୍ୟବସ୍ଥାର ଏକ ପ୍ରମୁଖ ଭୂମିକା ରହିଛି। ସିଗ୍‌ନାଲ୍‌କୁ ଦେଖି ହିଁ ଲୋକ ପାଇଲଟ୍‌ ‌ଟ୍ରେନ୍‌କୁ ଚଳାଇବେ, ରୋକିବେ ଅବା ଦିଗ ପରିବର୍ତ୍ତନ କରିଥା’ନ୍ତି। ସିଗ୍‌ନାଲ୍‌ ବ୍ୟବସ୍ଥାରେ ସାମାନ୍ୟ ଏପା‌ଖସେପାଖ ମର୍ମନ୍ତୁଦ ଦୁର୍ଘଟଣାକୁ ଡାକି…
ଅଧିକ ଖବର ଦେଖନ୍ତୁ...

ନାଗରିକ ସମାଜ ପ୍ରଶ୍ନ ପଚାରିବାର ଅଧିକାର ତ୍ୟାଗ ନ କରୁ: ସୌମ୍ୟ

ଦଶପଲ୍ଲା/ନୟାଗଡ଼ : ଆମର ସାମାଜିକ ବ୍ୟବସ୍ଥା, ଗଣତନ୍ତ୍ର କୌଣସି କାରଣରୁ ନିମ୍ନଗାମୀ ହେଉଛି ବୋଲି ଯଦି କେହି ଭାବୁଥାଏ ସେଥିପାଇଁ ନେତା ଦାୟୀ ନୁହନ୍ତି, ନାଗରକି ସମାଜ ଦାୟୀ। କାହିଁକିନା ଆଜିକାଲି ପ୍ରଶ୍ନ ପଚାରିବାର ଅଧିକାରକୁ ସମସ୍ତେ ତ୍ୟାଗ କରି ଦେଇଛନ୍ତି। ଗଣତନ୍ତ୍ରରେ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୁଲିସ

ଦଶପଲ୍ଲା: ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ପାଲଟିଛି କନ୍ଧମାଳ ଜିଲ୍ଲା। କନ୍ଧମାଳରୁ ଦୈନିକ ରାଜ୍ୟ ଓ ବାହାରକୁ ବେଧଡକ ଭାବେ ହେଉଛି ଗଞ୍ଜେଇ ଚୋରାଚାଲାଣ। କଲେଜ ପଢୁଆ ଛାତ୍ର, ଛାତ୍ରୀଙ୍କଠାରୁ ଆରମ୍ଭ କରି ମହିଳାମାନେ ଏହି ଚାଲାଣରେ ସଂପୃକ୍ତ ରହୁଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗଠାରୁ…
ଅଧିକ ଖବର ଦେଖନ୍ତୁ...