ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଭୁଷୁଡିଲା ସେତୁ, କୋସକାରୁ ଆଡକଟାକୁ ଯାତାୟତ ବନ୍ଦ

ଖଣ୍ଡପଡ଼ା: ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧୀନ କୋସକାରୁ ଆଡକଟାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାର କୁମ୍ଭାରପଡାରେ ଥିବା କୁଆଁରିଆ ସେତୁ ଭୁଷୁଡିପଡିଥିବା ସୂଚନା ମିଳିଛି। ଗତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ କୁଆଁରିଆ ନଦୀରେ ବନ୍ୟା ସ୍ଥିତି ଉପୁଜିବା ସହ କୁମ୍ଭାରପଡା ନିକଟରେ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲେ ଅତିରିକ୍ତ ତହସିଲଦାର, ଜବତ ବାଲି ଭର୍ତ୍ତି ହାଇୱା ଛାଡ଼ିବାକୁ ନେଉଥିଲେ ଲାଞ୍ଚ

ନୟାଗଡ଼/ଗଣିଆ : ଜବତ ବାଲି ଭର୍ତ୍ତି ହାଇୱା ଛାଡ଼ିବାକୁ ମାଲିକଙ୍କଠାରୁ ଲାଞ୍ଚ ‌‌ନେବା ନୟାଗଡ଼ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା (ଓଆର୍‌ଏସ୍)ଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ବାଲିଭର୍ତ୍ତି ହାଇୱାର ସମସ୍ତ କାଗଜପତ୍ର ଠିକ୍‌ ଥିବା, ବାଲି ପରିବହନ ନିମନ୍ତେ ୱାଇ-ଫର୍ମ ଥିବା…
ଅଧିକ ଖବର ଦେଖନ୍ତୁ...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏକ ଯୌତୁକଜନିତ ବଧୂହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ, ଜରିମାନା କରାଯାଇଛି। ଜିଲ୍ଲା ଜଜ୍‌ ଆନନ୍ଦ ନାରାୟଣ ମହାରଣା ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୨୧ ମେ ମାସରେ ଝୁମୁରୀ ସାହୁ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସୋରଡ଼ା ଗ୍ରାମରେ ଦୁଇ ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ସୋରଡ଼ା ଗ୍ରାମର ବାବୁ ନାୟକଙ୍କ ପୁଅ ରାକେଶ ନାୟକ (୫) ଏବଂ ଓଡ଼ଗାଁ ବ୍ଲକ୍‌ ଆରଡ଼ା ଗ୍ରାମର ମହେଶ…
ଅଧିକ ଖବର ଦେଖନ୍ତୁ...

ଅଜା ଘରକୁ ବୁଲି ଆସିଥିଲା ନାତି: ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯାଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ସୋରଡ଼ା ଗ୍ରାମର ବାବୁ ନାୟକଙ୍କ ପୁଅ ରାକେଶ ନାୟକ (୫) ଏବଂ ଓଡ଼ଗାଁ…
ଅଧିକ ଖବର ଦେଖନ୍ତୁ...

ବଧୂ ହତ୍ୟା ଅଭିଯୋଗ: ଯୌତୁକ ପାଇଁ ମାରିଦେଲେ ଝିଅକୁ, ସ୍ୱାମୀ ଓ ଶ୍ୱଶୁର ଫେରାର

ଓଡ଼ଗାଁ: ପୁଣି ସାମ୍ନାକୁ ଆସିଛି ବଧୂ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ବଧିସାହି ଗ୍ରାମରେ। ଘଟଣା ଘଟାଇ ସ୍ୱାମୀ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ଶରଣକୁଳ ଥାନରେ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ, ବଧିସାହି…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ୮ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଗତକାଲିର ଲଘୁଚାପ କ୍ଷେତ୍ର ଆଜି (ମଙ୍ଗଳବାର) ଆହୁରି ଘନୀଭୂତ ହୋଇ ପଶ୍ଚିମ- କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୪…
ଅଧିକ ଖବର ଦେଖନ୍ତୁ...

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ଅଧ୍ୟାପକ, ଶିକ୍ଷକ

ନୟାଗଡ଼: ନୟାଗଡ଼ରେ ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିବା ଭଳି ଘଟଣା ବଢ଼ି ଚାଲିଛି। ଟାଉନ୍‌ ଥାନା‌ ଅଞ୍ଚଳରେ ଆଜି ଗୋଟିଏ ଦିନରେ ଏଭଳି ଦୁଇଟି ଘଟଣା ଘଟିଛି। ଉଭୟ ଶିକ୍ଷକ ଓ ଅଧ୍ୟାପକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ନୟାଗଡ଼ ଟାଉନ୍‌ ଥାନା ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୟାଗଡ଼ : ଦଶପଲ୍ଲା ଅଞ୍ଚଳର ଜନୈକ ୫ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ନୟାଗଡ଼ ପକ୍ସୋ କୋର୍ଟ ଦଣ୍ଡା‌ଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଦଶପଲ୍ଲାର ସାନନ୍ଦ ସାହୁ (୫୫)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ନୟାଗଡ଼ ଜିଲ୍ଲା ଗସ୍ତ: ଡିସେମ୍ବର ସୁଦ୍ଧା ନୀଳମାଧବ ମନ୍ଦିର କାମ ଶେଷ ହେବ

ନୟାଗଡ଼ : ନୟାଗଡ଼ ଜିଲ୍ଲାଗସ୍ତରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ଖଣ୍ଡପଡ଼ା ବ୍ଲକ୍‌ କଣ୍ଟିଲୋ ନୀଳମାଧବ ମନ୍ଦିରର ଉନ୍ନତୀକରଣ କାମ ଚଳିତ ବର୍ଷ ଡି‌ସେମ୍ବର ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଓଡ଼ଗାଁ ବ୍ଲକ୍‌ ଗସ୍ତ କରି ରଘୁନାଥ ଜିଉ, ଶରଣକୁଳର ଲଡ଼ୁବାବା…
ଅଧିକ ଖବର ଦେଖନ୍ତୁ...