Advertisment
Latest Posts
Advertisment
ଜିଲ୍ଲା
ଆଦିବାସୀ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଉଥିଲେ ଶିକ୍ଷୟତ୍ରୀ, ୩ ମାସ ପାଇଁ ନିଲମ୍ବିତ
ବନ୍ଦ ଡାକରା ଦିନ ସ୍କୁଲରୁ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଇଲେ ଶିକ୍ଷୟିତ୍ରୀ। ବିଲରେ ତଳି ପକାଉଥିଲେ ଛାତ୍ରୀ। ବିଶେଷ ସୂତ୍ରରୁ ଖବର ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ।
Gallery
ବାଣିଜ୍ୟ
୯ କ୍ୟାରେଟ୍ ସୁନାରେ ହଲମାର୍କ ରହିବ
ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହେବ। ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।
ଅପରାଧ
ଦୁଷ୍କର୍ମପୀଡ଼ିତାଙ୍କ ତଦନ୍ତ ଦାୟିତ୍ବରେ ଥିବା ଇନ୍ସପେକ୍ଟରଙ୍କୁ ଅଶ୍ଳୀଳ ବ୍ୟବହାର କରିବା ମହଙ୍ଗା ପଡ଼ିଲା
ଉତ୍ତର ପ୍ରଦେଶର ରାମପୁରରେ ଦୁଷ୍କର୍ମ ପୀଡ଼ିତାଙ୍କ ସହ ଅଶ୍ଳୀଳ ବ୍ୟବହାର ଓ କଥାବାର୍ତ୍ତା ହେବା ଜଣେ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଏସପି କଲେ ୨ଜଣଙ୍କୁ କଲେ ନିଲମ୍ବିତ।
ମନୋରଞ୍ଜନ
ପୁନଶ୍ଚ ପୃଥିବୀ
‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’
ସ୍କୁଲ ପାଠ୍ୟକ୍ରମରେ ମିସନ ଲାଇଫକୁ ଯୋଡାଗଲେ ସାରା ଭାରତବର୍ଷରେ ୧୪.୭ ଲକ୍ଷରୁ ଅଧିକ ସ୍କୁଲ ଏବଂ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀମାନେ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହା ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ।