Advertisment
Latest Posts
Advertisment
ଜିଲ୍ଲା
ଗଛରେ ଝୁଲିଲା କାର; ତାକୁ ଦେଖୁ ଦେଖୁ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍
ଆଜି ସକାଳେ ସିନେମା ଷ୍ଟାଇଲରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ କାରଟି ରାସ୍ତା କଡରେ ଥିବା ଏକ ଗଛ ଉପରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଟ୍ରକ ଚାଳକ ଅନ୍ୟମନସ୍କ ହୋଇ ତାହାକୁ ଦେଖୁଥିବା ବେଳେ ସେହି ଟ୍ରକଟି ସମ୍ମୁଖରେ ଥିବା ଏକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା ।
Gallery
ବାଣିଜ୍ୟ
ରିଟେଲର୍ଙ୍କୁ କହିଲେ ସରକାର: ଜିଏସ୍ଟି ରିହାତିର ପ୍ରଚାର କର, ପୋଷ୍ଟର୍, ଫ୍ଲାୟର୍ ଲଗାଅ
ଜିଏସ୍ଟି ଦରରେ ହୋଇଥିବା ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଉପରେ ସରକାର ଜୋର ଦେଉଛନ୍ତି। ବିଜ୍ଞାପନ ମାଧ୍ୟମରେ ଜିଏସ୍ଟି ରିହାତିର ପ୍ରଚାରପ୍ରସାର କରିବାକୁ ରିଟେଲର୍ମାନଙ୍କୁ କୁହାଯାଇଛି।
ଅପରାଧ
ନିଜ ସ୍ବାର୍ଥ ପାଇଁ ପୀଡ଼ିତଙ୍କୁ ୧୯ କିଲୋମିଟର ଦୂରକୁ ନେଇ ଯାଇଥିଲେ ବିଏମ୍ଡବ୍ଲୁ ଚାଳକ
ଦିଲ୍ଲୀରେ ହୋଇଥିବା ବିଏମ୍ଡବ୍ଲୁ ଦୁର୍ଘଟଣା ଘଟଣା ପରେ ଆହତ ପତିପତ୍ନୀଙ୍କୁ ଚାଳକ ପାଖ ହସ୍ପିଟାଲ୍ ନନେଇ କାହିଁକି ୧୯ କିଲୋମିଟର୍ ଦୂର ହସ୍ପିଟାଲ୍ ନେଇଥିଲେ ବୋଲି ଏକ ବିରାଟ ପ୍ରଶ୍ନ ଉଙ୍କି ମାରିଥିଲା।
ମନୋରଞ୍ଜନ
ପୁରୁଣା ଦିନକୁ ମନେ ପକାଇ ସ୍ମୃତି କହିଛନ୍ତି, ‘ଲୋକମାନେ ମୋତେ ଖରାପ ଅଭିନେତ୍ରୀର ଟ୍ୟାଗ୍ ଦେଇଥିଲେ’
ସ୍ମୃତି ଇରାନୀ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ତାଙ୍କ କ୍ୟାରିୟର ଆରମ୍ଭ ସମୟରେ କରିଥିବା ସଂଘର୍ଷକୁ ମନେ ପକାଇ କହିଛନ୍ତି, ଅଭିନୟ ଜୀବନ ଆରମ୍ଭ କରୁଥିବା ସମୟରେ ଲୋକେ ମୋତେ ଆଦୌ ପସନ୍ଦ କରୁ ନଥିଲେ।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।