Advertisment
Latest Posts
Advertisment
ରାଜ୍ୟ
ରତ୍ନଭଣ୍ଡାର ମରାମତି ଅନୁଧ୍ୟାନ କଲେ ଗଜପତି: ପରିବର୍ତ୍ତନ ହେଲାଣି ୬ଶହ ସାଆଣ ପଥର, ସିନ୍ଦୁକ ପାଇଁ ଚଉଡ଼ା ହେଲା ରତ୍ନଭଣ୍ଡାର ଦୁଆର
ଶ୍ରୀଗୁଣ୍ଡିଚା ପରଦିନଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାଲିଥିବା ମରାମତି କାର୍ଯ୍ୟ ତାଦରଖ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ଏଏସ୍ଆଇର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଯାଇ ଏହି ମରାମତି କାର୍ଯ୍ୟ ତଦାରଖ କରିଛନ୍ତି।
ଜିଲ୍ଲା
ଦୁର୍ଗାପୁର ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜରପଡା ଥାନା ଦୁର୍ଗାପୁର ଗ୍ରାମ୍ୟ ବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗ୍ ବ୍ୟାଙ୍କ ଭିତରେ ପଶି ଲୁଟ୍ କରିଛନ୍ତି...
ଖେଳ
ରେକର୍ଡ ବର୍ଷା: ଗିଲ୍ ୨୬୯, ଭାରତ ୫୮୭
ଅଧିନାୟକ ଭାବେ ଶୁବମନ ଗିଲ୍ଙ୍କ ରେକର୍ଡ ଭରା ମାରାଥନ୍ ଦ୍ବିଶତକ (୨୬୯ ରନ୍, ୫୦୯ ମିନିଟ୍, ୩୮୭ ବଲ୍, ୩୦ ଚୌକା, ୩ ଛକା) ପରେ ବୋଲର୍ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ....
ରାଜନୀତି
ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀର ପ୍ରତିବାଦ: ସମର୍ଥକଙ୍କ ରାସ୍ତାରୋକ, ଜେଲ୍ ଗଲେ ଜଗନ୍ନାଥ ଵାର୍ଡରେ ରହିଲେ
ବିଏମ୍ସି ଅତିରିକ୍ତ କମିସନରଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ଜେଲ୍ ଯିବାକୁ ପଡ଼ିଛି।
ଅପରାଧ
ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀର ପ୍ରତିବାଦ: ସମର୍ଥକଙ୍କ ରାସ୍ତାରୋକ, ଜେଲ୍ ଗଲେ ଜଗନ୍ନାଥ ଵାର୍ଡରେ ରହିଲେ
ବିଏମ୍ସି ଅତିରିକ୍ତ କମିସନରଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ଜେଲ୍ ଯିବାକୁ ପଡ଼ିଛି।
ମନୋରଞ୍ଜନ
ପୁଅ ଜନ୍ମ କରିନପାରିବାରୁ ସ୍ମୃତି ଇରାନୀଙ୍କ ମାଆଙ୍କୁ ଘରୁ ତଡ଼ି ଦେଇଥିଲେ ଶାଶୂଘର ଲୋକ
ଟେଲିଭିଜନ୍ ତାରକା ଟର୍ଣ୍ଣଡ୍ ରାଜନେତ୍ରୀ ସ୍ମୃତି ଇରାନୀ ନିଜର ଏକ ଯନ୍ତ୍ରଣାଦାୟକ ପିଲାଦିନର ସ୍ମୃତି ସେୟାର କରିଛନ୍ତି। ସର୍ବଦା ଲାଇମଲାଇଟ୍ ବଜାୟ ରଖିଥିବା ସ୍ମୃତି ପିଲାଦିନକୁ ଝାଙ୍କି କିପରି ତାଙ୍କ ମାଆଙ୍କର ପୁଅଟିଏ ନଥିଲା ବୋଲି ଘରୁ ବାହାର କରି ଦିଆଯାଇଥିଲା ପ୍ରକାଶ କରିଛନ୍ତି।