Advertisment
Latest Posts
Advertisment
ଜିଲ୍ଲା
ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ: ଜଣେ ଗିରଫ
ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ଗାଁରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କୋମନା ପୁଲିସ ସୂଚନା ଦେଇଛି...
Gallery
ବାଣିଜ୍ୟ
ଜିଏସଟି ହ୍ରାସକୁ ନେଇ ପ୍ରଶ୍ନ ଉଠାଇଲେ ୮ ଅଣ-ବିଜେପି ଶାସିତ ରାଜ୍ୟ
ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ହ୍ରାସ ପାଇଁ ସରକାର ଜିଏସଟି ହାର କମାଇବାକୁ ବିଚାର କରୁଛନ୍ତି । କିନ୍ତୁ ଏହି ଜିଏସଟି ହ୍ରାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୮ଟି ଅଣ-ବିଜେପି ଶାସିତ ରାଜ୍ୟ ।
ଅପରାଧ
ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ: ଜଣେ ଗିରଫ
ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ଗାଁରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କୋମନା ପୁଲିସ ସୂଚନା ଦେଇଛି...
ମନୋରଞ୍ଜନ
ମଞ୍ଚ ଉପରେ ଅଭିନେତ୍ରୀଙ୍କ ଅଣ୍ଟାକୁ ଛୁଇଁଲେ ପବନ ସିଂହ, ଭାଇରାଲ୍ ହେଲା ଭିଡିଓ
ଭୋଜପୁରୀ ସୁପରଷ୍ଟାର ଏବଂ ଗାୟକ ପବନ ସିଂହ ପ୍ରାୟତଃ ବିବାଦରେ ଘେରି ରହିଥାନ୍ତି। ନିକଟରେ ତାଙ୍କର ଗାୟିକା ଅଞ୍ଜଳି ରାଘବଙ୍କ ସହିତ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଏକ ଅଜବ ଢଙ୍ଗରେ ଅଭିନେତ୍ରୀଙ୍କ ଅଣ୍ଟାକୁ ଛୁଇଁଛନ୍ତି।
ପୁନଶ୍ଚ ପୃଥିବୀ
ବନ୍ୟା ଆଉ ଦୁର୍ଦ୍ଦଶା… ପ୍ରକୃତିର ପ୍ରଳୟ ଦେଖି ମଣିଷ ଭିତରେ ମରିବାକୁ ବସିଲାଣି ଜିଇଁବାର ଆଶା…
ଚଳିତ ବର୍ଷ ପ୍ରକୃତିର କରାଳ ରୂପ ଟିକେ ଅଧିକ ଦିଶୁଛି । ଆସନ୍ତୁ ଟିକେ ଧୈର୍ଯ୍ଯ ଧରିବା, ସାହସର ସହ ଉକ୍ତ ପରିସ୍ଥିତିର ମୁକାବିଲା କରିବା ଆଉ ଏ ସମୟ ଚାଲିଗଲା ପରେ ପ୍ରକୃତିକୁ ସଜାଡିବା… ପୁନଶ୍ଚ ପୃଥିବୀ ଗଢିବାକୁ ପଣ କରିବା…