Advertisment
Latest Posts
Advertisment
ରାଜ୍ୟ
ନିର୍ମାଣାଧୀନ ଅନ୍ତେବାସୀ ଗୃହ ତଦାରଖ କରି ମନ୍ଥରତାକୁ ନେଇ ବିଗଡ଼ିଲେ ମନ୍ତ୍ରୀ
ଚନ୍ଦାହାଣ୍ଡି ଠାରେ ନିର୍ମାଣାଧୀନ ଥିବା ଭିନ୍ନକ୍ଷମ୍ ମାନସିକ ଅନଗ୍ରସର ଓ ବୃଦ୍ଧ ବୃଦ୍ଧାଙ୍କ ଥଇଥାନ ନିମନ୍ତେ ଅନ୍ତେବାସୀ ଗୃହ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ କାର୍ଯ୍ୟର ମାନ ତଦାରଖ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିତ୍ୟାନନ୍ଦ ଗଣ୍ଡ।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ବିରାଟ ଓ ରୋହିତଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ଗୌତମ
ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ଘୋଷଣାକୁ ନେଇ ଗୌତମ ଗମ୍ଭୀର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେତେବେଳେ ଆପଣ ଖେଳ ଖେଳିବା ଆରମ୍ଭ କରନ୍ତି ଏବଂ ଏହାକୁ ଛାଡି ଦିଅନ୍ତି, ଏହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ।
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
୫ ମାସରେ କୋଟିଏ ଟଙ୍କାର ନିଶା ଦ୍ରବ୍ୟ ଜବତ: ୮୨୨ ଗ୍ରାମ ବ୍ରାଉନ୍ସୁଗାର, ୧୦୧୮ କେଜି ଗଞ୍ଜେଇ, ୭୮ ନିଶା ବ୍ୟବସାୟୀ ଗିରଫ
ରାଜଧାନୀରେ ଦିନକୁ ଦିନ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ୍, ଅବକାରୀ ବିଭାଗ ଓ ଏସ୍ଟିଏଫ୍ ନିୟମିତ ଭାବେ ରାଜଧାନୀରୁ ଗଞ୍ଜେଇ, ବ୍ରାଉନ୍ସୁଗାର୍, ହେରୋଇନ୍, ଚୋରା ମଦ ଆଦି ଜବତ କରୁଛି। ମାଫିଆ, ଖୁଚୁରାବେପାରୀଙ୍କୁ ବି ଗିରଫ କରୁଛି।
ମନୋରଞ୍ଜନ
ଏହି କାରଣରୁ ତମନ୍ନାଙ୍କୁ ନେଇ କର୍ଣ୍ଣାଟକ ରାଜନୀତିରେ ଜୋର ଧରିଲା ତାତି
ବଲିଉଡ ସହ ଟଲିଉଡ଼ରେ ନିଜ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଥିବା ତମନ୍ନା ଭାଟିଆଙ୍କୁ ନେଇ କର୍ଣ୍ଣାଟକରେ ବହୁତ ବିବାଦ ସୃଷ୍ଟି ହୋଇଛି। ବାସ୍ତବରେ ତମନ୍ନାଙ୍କୁ 'ମହୀଶୂର ସାଣ୍ଡଲ୍ ସାବୁନ୍'ର ବ୍ରାଣ୍ଡ ଆମ୍ବାସାଡର କରିବାକୁ ନେଇ ରାଜନୀତି ଜୋର ଧରିଛି |