Latest Posts
ରାଜ୍ୟ
ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ତୃଣମୂଳସ୍ତରରୁ ପ୍ରସ୍ତୁତ ହେଉଛନ୍ତି ଯୁବପିିଢ଼ି
ଶାରୀରିକ ଫିଟନେସ୍ ସହିତ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି କ୍ରୀଡ଼ା। ବିଶେଷକରି ଇନ୍ଡୋର ଗେମ୍ ଜରିଆରେ ନିଜର କ୍ରୀଡ଼ା ଭବିଷ୍ୟତ ଗଢ଼ିବା ଲାଗି ଯୁବପିଢ଼ିଙ୍କ ପାଇଁ ରହିଛି ଅନେକ ସୁଯୋଗ। ଏଥିପାଇଁ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ପରିସରରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ କୋର୍ଟ ସ୍ଥାପନ କରାଯାଇଛି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ତୃଣମୂଳସ୍ତରରୁ ପ୍ରସ୍ତୁତ ହେଉଛନ୍ତି ଯୁବପିିଢ଼ି
ଶାରୀରିକ ଫିଟନେସ୍ ସହିତ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି କ୍ରୀଡ଼ା। ବିଶେଷକରି ଇନ୍ଡୋର ଗେମ୍ ଜରିଆରେ ନିଜର କ୍ରୀଡ଼ା ଭବିଷ୍ୟତ ଗଢ଼ିବା ଲାଗି ଯୁବପିଢ଼ିଙ୍କ ପାଇଁ ରହିଛି ଅନେକ ସୁଯୋଗ। ଏଥିପାଇଁ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ପରିସରରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ କୋର୍ଟ ସ୍ଥାପନ କରାଯାଇଛି।
ରାଜନୀତି
ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନେତା ନୟାବ ସିଂ ସାଇନି
ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ନୟାବ ସିଂ ସାଇନି। ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି।
ଅପରାଧ
ମୃତ୍ୟୁ ପୂର୍ବରୁ ସିଦ୍ଦିକିଙ୍କ ଶେଷ କଥା ଥିଲା ଏପରି
କାର୍ଯ୍ୟାଳୟରୁ ବାହାରିବା ସମୟରେ ଗୁଳିମାଡ଼ର ଶିକାର ହୋଇଥିବା ସିଦ୍ଦିକି ମୃତ୍ୟୁର କିଛିସମୟ ପୂର୍ବରୁ କହିଥିଲେ,‘ ମୋ ଶରୀରରେ ଗୁଳି ବାଜିଛି, ମୁଁ ଆଉ ବଞ୍ଚିବି ନାହିଁ ... ମୁଁ ମରିଯିବି।’
ମନୋରଞ୍ଜନ
ସେନସର ବୋର୍ଡରୁ ଅନୁମତି ମିଳିଲା, ତାରିଖ ଶୀଘ୍ର ଘୋଷଣା ହେବ: କଙ୍ଗନା
କଙ୍ଗନା ରାନାୱତଙ୍କ ଫିଲ୍ମ ଏମରଜେନ୍ସି ରିଲିଜକୁ ଅନୁମତି ଦେଲେ ସେନସର ବୋର୍ଡ। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।