Advertisment
Latest Posts
Advertisment
ଜିଲ୍ଲା
ଖଇରା ଏନଏସି ଦାବିରେ ୬ ତାରିଖ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲା ବିଜେଡି।
ଖଇରାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏବେ ଆନ୍ଦୋଳନ ତୀବ୍ରତର ହୋଇଛି। ଗତ ୩ ତାରିଖ ଅଞ୍ଚଳବାସୀଙ୍କ ପକ୍ଷ୍ରୁ ୭ ଘଣ୍ଟିଆ ଖଇରା ବନ୍ଦ ଓ ସୋର କୁପାରୀ ରାସ୍ତା ଅବରୋଧ କରିବା ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି....
Gallery
ଲଗାଣ ବର୍ଷାରେ କଳିଙ୍ଗା ଘାଟିରୁ ଖସିଲା ବିରାଟ ପଥର
ଗତ କିଛି ଦିନ ହେଲା ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଅନ୍ଧାରକୋଟ ପୂର୍ବରୁ ଏକ ସ୍ଥାନରେ ଏକ ବିରାଟ ପଥର ଉପରୁ ଖସି ରାସ୍ତା ଉପରେ ପଡିଛି। ରାସ୍ତା ଉପରେ ପଥରଟି ପଡ଼ିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି।
Gallery | କନ୍ଧମାଳ
ବାଣିଜ୍ୟ
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳିରେ ମିଳିବ ଉପହାର: ୩% ଡିଏ ବୃଦ୍ଧି ଘୋଷଣା କରିବେ ସରକାର
ଡିଏ ବୃଦ୍ଧି ଘୋଷଣା ପାଇଁ ଏଥର ସରକାର ସ୍ୱତନ୍ତ୍ର ଭାବରେ ଦୀପାବଳିର ସମୟକୁ ବାଛିଛନ୍ତି। ଯାହାଫଳରେ ଏହି ଘୋଷଣା ମାଧ୍ୟମରେ କର୍ମଚାରୀ ଏବଂ ପେନସନଭୋଗୀମାନେ ପାର୍ବଣ ଋତୁରେ ଅତିରିକ୍ତ ସୁବିଧା ପାଇପାରିବେ...
ଅପରାଧ
ପୁଲିସ ଷ୍ଟେସନରେ ହତ୍ୟାକାରୀ ବାପା ପହଞ୍ଚି ଦୋଷ ସ୍ବୀକାର କରି କହିଲେ, ‘ଆଜ୍ଞା ମୁଁ ମୋ ଝିଅକୁ ହତ୍ୟା କରି ଦେଇଛି’
ଉତ୍ତରପ୍ରଦେଶର ମୁଜାଫରନଗରରେ ପୁଲିସ ଷ୍ଟେସନରେ ପହଞ୍ଚିଥିବା ବ୍ୟକ୍ତି ନିଜ ଦୋଷ ସ୍ବୀକାର କରି ଘଟଣା ବଖାଣି କହିଛନ୍ତି, ‘ଆଜ୍ଞା ମୁଁ ମୋ ଝିଅକୁ ହତ୍ୟା କରି ଦେଇଛି।’ ପୁଲିସ ହତ୍ୟାକରୀ ବାପାଙ୍କୁ କଲା ଗିରଫ।
ମନୋରଞ୍ଜନ
ଫିଲ୍ମ ବାହୁବଳୀ ପାଇଁ ଶ୍ରୀଦେବୀଙ୍କୁ ବି ମିଳିଥିଲା ଅଫର
ବାହୁବଳୀ ପାଇଁ ବଲିଉଡର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ବି ମିଳିଥିଲା ଅଫର | କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ଏକଥା କିନ୍ତୁ ଏକଦମ ସତ | ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏବେ ଏନେଇ ମୁହଁ ଖୋଲିଛନ୍ତି
ପୁନଶ୍ଚ ପୃଥିବୀ
ବେଳ ଥାଉଣୁ ନ ସୁଧୁରିଲେ ଭବିଷ୍ୟତ ଅନ୍ଧକାର: ରମେଶ
ପୂର୍ବର ପୃଥିବୀ ଓ ବର୍ତ୍ତମାନର ପୃଥିବୀ ମଧ୍ୟରେ ଆକାଶ ପାତାଳ ଫରକ। ପାଣି, ପବନ ଓ ପରିବେଶରେ ଦିନକୁ ଦିନ ବ୍ୟାପକ ପରିବର୍ତ୍ତନ ହେଉଛି। ଜମି କମିକମି ଚାଲିଛି। ସୁଉଚ୍ଚ ଅଟ୍ଟାଳିକା ଓ ବଡ଼ବଡ଼ କାରଖାନା ବଢ଼ୁଛି।