Advertisment
Latest Posts
Advertisment
ଜିଲ୍ଲା
ନାବାଳିକାଙ୍କୁ ଗଣ ଦୁଷ୍କର୍ମ: ୩ ଅଭିଯୁକ୍ତ ଗିରଫ
ରାଉରକେଲା ବ୍ରାହ୍ମଣୀଥାନା ଅଞ୍ଚଳର ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ରବିବାର ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ...
Gallery
ବୋଲବମ୍ ଭକ୍ତଙ୍କ ଅସୁରକ୍ଷିତ ଯାତ୍ରା
ପବିତ୍ର ଶ୍ରାବଣ ମାସରେ କାଉଡ଼ିଆମାନେ ମହାଦେବଙ୍କ ନିକଟରେ ଜଳଲାଗି ପାଇଁ ଜଳଭାର ନେଇ ଯାଉଥିବା ବେଳେ କିଛି ସ୍ଥାନରେ ଅସୁରକ୍ଷିତ ଯାତ୍ରା କରୁଛନ୍ତି। ଏମାନଙ୍କ ଉପରେ ପରିବହନ ବିଭାଗର ନଜର ରହୁ ନଥିବା ଅଭିଯୋଗ ହେଉଛି।
ବାଣିଜ୍ୟ
ଗୋଟିଏ ସପ୍ତାହରେ ୪ କ୍ବିଣ୍ଟାଲ ସୁନା କିଣିଲା ରିଜର୍ଭ ବ୍ୟାଙ୍କ
ଜୁନ୍ ୨୦୨୫ ଶେଷ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ବିପୁଳ ପରିମାଣରେ ସୁନା କ୍ରୟ କରିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଗୋଟିଏ ସପ୍ତାହରେ ପ୍ରାୟ ୪ କ୍ୱିଣ୍ଟାଲ (୦.୨ ଟନ୍) ସୁନା କିଣିଛି, ଯାହା ଦ୍ଵାରା ଦେଶର ମୋଟ ସୁନା ଭଣ୍ଡାର ୨୭ ଜୁନ୍ ସୁଦ୍ଧା ୮୭୯.୮ ଟନ୍ ହୋଇଛି।
ଅପରାଧ
ପ୍ରେମ ସମ୍ପର୍କର ୧୦ବର୍ଷ ପରେ ମୁସଲିମ୍ ବୋଲି ପ୍ରେମିକାକୁ ହତ୍ୟା କଲା ପ୍ରେମିକ
୧୦ବର୍ଷ ପ୍ରେମ ସମ୍ପର୍କ ରଖିବା ପରେ ଧର୍ମ ପାଇଁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ହରିୟାଣାର ଫରିଦାବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୦ବର୍ଷର ସମ୍ପର୍କ ପରେ ପ୍ରେମିକା ବିବାହ ପାଇଁ କହିବାରୁ ଜଣେ ଯୁବକ ତାଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମନୋରଞ୍ଜନ
ଆଗାମୀ ଶୁଣାଣି ସଲମାନଙ୍କ ଦୀର୍ଘକାଳୀନ ମାମଲାର ଏକ ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହେବ କି!
ଯୋଦ୍ଧପୁର ବିରଳ କୃଷ୍ଣସାର ହରିଣ ଶିକାର ମାମଲାରେ ଅଭିନେତା ସଲମାନ ଖାନଙ୍କ ଆବେଦନ ଉପରେ ଗତସୋମବାର ରାଜସ୍ଥାନ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।
ପୁନଶ୍ଚ ପୃଥିବୀ
ଶିଶୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଘାତକ ଜଳବାୟୁ ପରିବର୍ତ୍ତନ
ଜଳବାୟୁ ପରିବର୍ତ୍ତନର ସିଧାସଳଖ କୁପ୍ରଭାବ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଅଭିବୃଦ୍ଧି ଉପରେ ପଡୁଛି। ତାପମାତ୍ରା ବୃଦ୍ଧି, ଜଙ୍ଗଲ ନିଆଁ, ବାତ୍ୟା, ବନ୍ୟା, ମରୁଡ଼ି ଓ ସମୁଦ୍ର ପତ୍ତନ ବୃଦ୍ଧି ଭଳି ଜଳବାୟୁ ସମ୍ବନ୍ଧୀୟ ଚାପ ସାମ୍ପ୍ରତିକ ଦଶନ୍ଧିର ଶିକ୍ଷାଗତ ଫଳାଫଳକୁ....