Advertisment
Latest Posts
Advertisment
ରାଜ୍ୟ
ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ଶ୍ରୀ ବଳଭଦ୍ର
ସୁଦର୍ଶନଙ୍କ ପହଣ୍ଡି ସରିବା ପରେ ବଡ଼ଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଚାଲିଛି। ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ସାଢେ ୪ଟାରେ ଗଡ଼ିବା ଆରମ୍ଭ କରିବ ।
ଜିଲ୍ଲା
୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଓଡ଼ିଶା ଭିଜିଲାନ୍ସ କୁଜଙ୍ଗା ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଆକାଉଣ୍ଟାଣ୍ଟଙ୍କୁ ଜଣେ ସ୍କୁଲ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଭିଯୋଗକାରୀଙ୍କଠାରୁ ୫,୦୦୦ ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି...
ଖେଳ
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍: ତନ୍ବୀ ସୃଷ୍ଟିକଲେ ବଡ଼ ବିପର୍ଯ୍ୟୟ
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତର ତନ୍ବୀ ଶର୍ମା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଐତିହାସିକ ପ୍ରଦର୍ଶନ କରି ମହିଳା ଏକକର ପ୍ରଥମ ରାଉଣ୍ଡ୍ରେ ବିଶ୍ବମାନ୍ୟତାର ୨୩ତମ ସ୍ଥାନରେ ଥିବା ତଥା ଦ୍ବିତୀୟ ସିଡ୍....
ରାଜନୀତି
ବିଜେପି ରାଜ୍ୟ ସଂପାଦକଙ୍କୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ! ଫିଙ୍ଗିଲେ ବୋମା
ବିଜେପି ରାଜ୍ୟ ସମ୍ପାଦକଙ୍କ ବାସଗୃହକୁ ବୋମାମାଡ଼ ହୋଇଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ୍ଙ୍କ ରାଇରଙ୍ଗପୁରସ୍ଥ ଅରବିନ୍ଦ ଲ୍ୟାନ୍ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବାସଗୃହ ଉପରେ ବୋମାମାଡ଼ ହୋଇଥିଲା।
ଅପରାଧ
ନବଜାତ ଶିଶୁକନ୍ୟାକୁ ଗଡ଼ିଆରେ ଫିଙ୍ଗି ହତ୍ୟା! ଦମ୍ପତିକୁ ଅଟକ ରଖି ପୁଲିସର ଜେରା
ନବଜାତ ଶିଶୁକନ୍ୟାକୁ ବାପାମାଆ ପୋଖରୀରେ ଫିଙ୍ଗି ହତ୍ୟା ପରେ ଘରବାଡ଼ିରେ ଶବ ପୋତି ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ରାଇବଣିଆ ଥାନା ଅଧୀନ ଓଲମରା ପଞ୍ଚାୟତ ରାଜନଗର ଗ୍ରାମରେ।
ମନୋରଞ୍ଜନ
ଦିଲଜିତ ଦୋସାଞ୍ଜଙ୍କ ପାଇଁ ଆଶ୍ବସ୍ତିର ଖବର, ପାକିସ୍ତାନରେ ରିଲିଜ ହେବ 'ସର୍ଦ୍ଦାରଜୀ ୩'
ପଂଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ ଭାରତରେ ନୁହେଁ ପାକିସ୍ତାନରେ ରିଲିଜ ହେବ | ବିବାଦ ମଧ୍ୟରେ, ଜୁନ୍ ୨୭ ତାରିଖରେ 'ସର୍ଦ୍ଦାରଜୀ ୩' ପାକିସ୍ତାନରେ ରିଲିଜ୍ ହେବାକୁ ଯାଉଥିବା ଖବର ଆସିଛି।