Advertisment
Latest Posts
Advertisment
ଜିଲ୍ଲା
ସ୍କୁଲ ଶିକ୍ଷକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ
କେ.ନୂଆ ଗାଁ ଥାନା ଅନ୍ତର୍ଗତ ରତ୍ନେଇ ମନ୍ଦିର ପାଖବ୍ରିଜ ନିକଟରେ ଦୁଇ ବାଇକରେ ୪ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ଶିକ୍ଷକଙ୍କ ହାତରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି
Gallery
ବାଣିଜ୍ୟ
ଟ୍ରମ୍ପ୍ ଆଉ ଏକ ବୋମା ବିସ୍ଫୋରଣ କଲେ: ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ!
ଡୋନାଲ୍ଡ ଟ୍ରମ୍ପ୍ ତମ୍ବା ଉପରେ ୫୦% ଏବଂ ଔଷଧ ଉପରେ ୨୦୦% ପର୍ଯ୍ୟନ୍ତ ଶୁଳ୍କ ଘୋଷଣା କରିଛନ୍ତି। ଏହା ଭାରତକୁ ପ୍ରଭାବିତ କରିପାରେ। ଭାରତ ନିଜର ତମ୍ବା ରପ୍ତାନିର ୧୭% ଏବଂ ୪୦% ଔଷଧ ଆମେରିକାକୁ ପଠାଏ। ଟ୍ରମ୍ପ୍ ବ୍ରିକ୍ସ ଦେଶଗୁଡ଼ିକ ଉପରେ ୧୦% ଶୁଳ୍କ ଲାଗୁ କରିବାକୁ ମଧ୍ୟ ଧମକ ଦେଇଛନ୍ତି...
ଅପରାଧ
ଶିଶୁକନ୍ୟା ଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଥାନାରେ ଅଟକ
କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅଧୀନରେ ଜଣେ ଛଅ ବର୍ଷ ବୟସର ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ ପାଇଁ ଥାନାରେ ଅଟକ ରଖିଛି।
ମନୋରଞ୍ଜନ
ପୁନଶ୍ଚ ପୃଥିବୀ
ଗଡ଼ପୋଷରେ ପରିବେଶ ପଞ୍ଚାୟତ; ଆଗାମୀ ପିଢ଼ିକୁ ଏକ ସୁନ୍ଦର ପୃଥିବୀ ଉପହାର ଦେବା: କୁମୁଦିନୀ
ଆମ ପିଲାବେଳେ ଯେମିତି ସବୁଜ ସୁନ୍ଦର ପରିବେଶ ଥିଲା, ଆଜି ସେଭଳି ନାହିଁ। ପରିବେଶ ସୁରକ୍ଷିତ ରହିଲେ ମାନବ ସମାଜ ତିଷ୍ଠି ରହିପାରିବ। କେବଳ ସରକାରଙ୍କ ଉପରେ ଛାଡ଼ିଦେଲେ ଚଳିବ ନାହିଁ, ଏଥି ପାଇଁ ଜନ ସହଯୋଗର ଆବଶ୍ୟକତା ରହିଛି।