Latest Posts
ରାଜ୍ୟ
ଦେହରେ ନିଆଁ ଲଗାଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ବାମୀ
ଦେହରେ ନିଆଁ ଲଗାଇ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଶଶିକାନ୍ତଙ୍କ ଦେହରେ ବି ନିଆଁ ଲାଗିଯାଇଥିଲା। ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଅକ୍ଟୋବର ସରିନି,ଏବେଠୁ ଜଳକଷ୍ଟ: ଶୁଖିଯାଉଛି ଚିରସ୍ରୋତା ମହାନଦୀ
ଅକ୍ଟୋବର ସରିନି। କିନ୍ତୁ ଏବେଠୁ ଆରମ୍ଭ ହୋଇଗଲାଣି ଜଳକଷ୍ଟ। ଓଡ଼ିଶାରେ ଖରିଫ ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପାଣି ଅଭାବରୁ ଚାଷ ଉଜୁଡ଼ିଯିବାକୁ ବସିଲାଣି।
ରାଜନୀତି
ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ନିର୍ବାଚନ ଫଳ ଭଲ ହୋଇଥାନ୍ତା।: ନୃସିଂହ ସାହୁ
ନବୀନ ପଟ୍ଟନାୟକ ନ ବୁଲି ଅନ୍ୟ କେହି ପ୍ରଚାର କଲେ କେମିତି ହେବ। ଏଭଳି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।
ଅପରାଧ
ଝାରପଡ଼ା ଜେଲ୍ରେ କଏଦୀ ମୃତ୍ୟୁ ମାମଲା: ମର୍ଗରେ ତାଲା ପକାଇ ଧାରଣା
ନିଶା କାରବାର ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍ରେ ଥିବା ବିଚାରାଧୀନ କଏଦୀ ବିଦ୍ୟାଧର ଗୁରୁଙ୍କ ମୃତ୍ୟୁକୁ ନେଇ ଆଜି ମଧ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା ଲାଗିରହିଥିଲା।
ମନୋରଞ୍ଜନ
ରିୟାଲିଟି ସୋ’ ଜିତିଥିବା ଡ୍ୟାନ୍ସ ଟ୍ରୁପଙ୍କ ପୁରସ୍କାର ରାଶି ହଡ଼ପ କରିଛନ୍ତି ରେମୋ !
ମହାରାଷ୍ଟ୍ରର ଥାନାରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜାଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି।ସେ ଏକ ଡ୍ୟାନ୍ସ ଟ୍ରୁପଠାରୁ ୧୧.୯୬ କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ହୋଇଛି।