Advertisment
Latest Posts
Advertisment
ରାଜ୍ୟ
ଗାଁ ମୁଖିଆଙ୍କ ପୁଅ ମାଷ୍ଟରମାଇଣ୍ଡ୍: ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ, ୪ ଗିରଫ
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକା (୧୩ ବର୍ଷ, ୧୪ ବର୍ଷ) ଭଉଣୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ବିଶାଖାପାଟଣାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ଜିଲ୍ଲା
୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଗିରଫ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।
ଖେଳ
ଏସୀୟ ଭାରୋତ୍ତୋଳନ ପାଇଁ ମୀନା ଓ ବିଦୁସ୍ମିତା ମନୋନୀତ
ଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ କାଜାକସ୍ତାନର ଆସ୍ଥାନାଠାରେ ଖେଳାଯିବାକୁ ଥିବା ଏସୀୟ ଯୁବ ଓ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତା ଲାଗି ଓଡ଼ିଶାରୁ ମୀନା ସାନ୍ତା (ଏ) ଏବଂ ବିଦୁସ୍ମିତା ଭୋଇ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି।
ରାଜନୀତି
ବିହାର ନିର୍ବାଚନ: ଆସନ ବୁଝାମଣା ଖୁବ୍ଶୀଘ୍ର!
ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ବିଜେପି ଓ ଏହାର ସହଯୋଗୀ ଦଳମାନେ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ଆଧାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ ବୋଲି ଜଣାପଡ଼ିଛି।
ଅପରାଧ
ଗାଁ ମୁଖିଆଙ୍କ ପୁଅ ମାଷ୍ଟରମାଇଣ୍ଡ୍: ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ, ୪ ଗିରଫ
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକା (୧୩ ବର୍ଷ, ୧୪ ବର୍ଷ) ଭଉଣୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ବିଶାଖାପାଟଣାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ମନୋରଞ୍ଜନ
ସାତ୍ ସୱାଲ୍: ପଛରେ ଗପିବା ଲୋକଙ୍କ ପ୍ରବୃତ୍ତି, ତାକୁ ଗୁରୁତ୍ବ ଦେଲେ ନିଜ କାମରୁ ବିଚ୍ୟୁତ ହୋଇଯିବା
ଟେଲି ଧାରାବାହିକରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ସେ। ‘ବୋହୂ’, ‘ଜୀବନ ଯମୁନାରେ ଜୁଆର ଉଠେରେ’, ‘ସୁନାକଳସ’, ‘ପରୀ’ ‘ନଦୀ ଫେରେ ସାଗରକୁ’ ଆଦି ମେଗା ଧାରାବାହିକରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ପରେ ସେ ସମୟକ୍ରମେ ଯାତ୍ରାରେ ପ୍ରବେଶ କରନ୍ତି।