ଭୁବନେଶ୍ୱର: ପୁରୀ ସାସଂଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ୬ ଜଣ ବରିଷ୍ଠ ନେତା ମୁଖ୍ୟ ର୍ନିବାଚନ ଅଧୀକାରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି। ପଦ୍ମପୁରରେ ଜବତ ହୋଇଥିବା ୪୦ ଲକ୍ଷ ୫୦ ହଜାର ଟଙ୍କା ବିଜେପି ର୍ନିବାଚନରେ ବ୍ୟବହାର କରିବାର ସୂଚନା ଥିଲା ବୋଲି ର୍ନିବାଚନ କମିଶନକୁ ବିଜେଡି କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟ ର୍ନିବାଚନ କମିଶନ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଚପଲମାଡ଼ ଆକ୍ରମଣ ଉପରେ ନିନ୍ଦା କରିବା ସହ ଏ ମାମଲାର ରିପୋର୍ଟ ରାଜ୍ୟ ର୍ନିବାଚନ କମିଶନକୁ ମାଗିଛନ୍ତି। ଏହା ସହ ର୍ନିବାଚନକୁ ସୁଚାରୁ ରୁପେ ପରିଚାଳନା କରିବା ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି। ଖାସ କରି ବୁଥ ଗୁଡିକୁ ମୋବାଇଲ ଫୋନ ନେବା ଉପରେ କଟକଣା ଜାରି କରି କଡା ସୁରଖ୍ୟା ନିଆ ଯିବ ବୋଲି ସେ ସୁଚନା ଦେଇଛନ୍ତି।