ଆମ୍‌ୱେର ନୂଆ କାର୍‌ ଏୟାର ପ୍ୟୁରିଫାୟର

ଭୁବନେଶ୍ବର,:ଆମ୍‌ୱେ ପକ୍ଷରୁ ଆଟ୍‌ମୋସ୍ଫିୟର ଡ୍ରାଇଭ୍‌ ନାମକ ନୂଆ କାର୍‌ ଏୟାର ପ୍ୟୁରିଫାୟରକୁ ଉନ୍ମୋଚନ କରାଯାଇଛି। ଆଲର୍ଜି ୟୁ‌େକ ସିଲ୍‌ ଅଫ୍ ଆପ୍ରୁଭାଲ୍ ଥିବା ବିଶ୍ବର ଏହା ପ୍ରଥମ କାର୍‌ ଏୟାର ପ୍ୟୁରିଫାୟର। ଏହା ଜରିଆରେ କାର୍‌ ଏୟାର ପ୍ୟୁରିଫାୟର ବଜାରରେ କଂପାନି ବଡ଼ ଭାଗ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର