ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବେକାରୀ ହାର ୭.୭%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ବେକାରୀ ହାର ଅକ୍ଟୋବର ମାସରେ ୭.୭୭%କୁ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବରରେ ଏହି ହାର ୬.୪୩ ପ୍ରତିଶତ ଥିଲା ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ‌ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶ କରାଯାଇଛି। ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ଅଧିକ ବଢ଼ିଛି। ଅକ୍ଟୋବରରେ ଗ୍ରାମୀଣ…
ଅଧିକ ଖବର ଦେଖନ୍ତୁ...

ମୁଦ୍ରାନୀତି କମିଟିର ଜରୁରୀ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିକୁ ନିର୍ଧାରିତ ସୀମା ଭିତରେ ରଖିବାରେ ବିଫଳ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜିଠାରୁ ଜରୁରୀକାଳୀନ ମୁଦ୍ରାନୀତି ବୈଠକ ଆରମ୍ଭ କରିଛି। ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଦ୍ରାନୀତି କମିଟିର ସମସ୍ତ ସଦସ୍ୟ ଡକ୍ଟର…
ଅଧିକ ଖବର ଦେଖନ୍ତୁ...

ମାରୁତି ସୁଜୁକିର ନୂଆ ‘ଗ୍ରାଣ୍ଡ୍‌ ଭିଟାରା’: ଉନ୍ମୋଚନ କଲେ ବଲିଉଡ୍‌ ଅଭିନେତ୍ରୀ ନୀଲମ୍ କୋଠାରି

ଭୁବନେଶ୍ବର: ଗଜପତିନଗର ସ୍ଥିତ ତୁସି ମୋଟର୍ସ ନେକ୍ସା ସୋ’ରୁମ୍‌ରେ ମାରୁତି ସୁଜୁକିର ନୂଆ ପ୍ରିମିୟମ୍ ଏସ୍‌ୟୁଭି ଗ୍ରାଣ୍ଡ୍‌ ଭିଟାରାକୁ ଉନ୍ମୋଚନ କରାଯାଇଛି। ବଲିଉଡ୍‌ ଅଭିନେତ୍ରୀ ନୀଲମ୍ କୋଠାରି ଏହାକୁ ଉନ୍ମୋ‌ଚନ କରିଛନ୍ତି। ଏହି ଅବସରରେ ତୁସି ମୋଟର୍ସର ନିର୍ଦେଶକ ଅଂଶୁମାନ…
ଅଧିକ ଖବର ଦେଖନ୍ତୁ...

ସୁଧରେ କାହାର କିଛି କ୍ଷତି ହେବନି: ଇପିଏଫ୍‌ଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ୨୦୨୧-୨୨ ଆର୍ଥିକ ବର୍ଷର ସୁଧ ଜମା‌ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ବହୁ ଗ୍ରାହକଙ୍କ ଖାତାରେ ତାହା ପ୍ରଦର୍ଶିତ ହେଉନାହିଁ। ସେଥିପାଇଁ ସଦସ୍ୟମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଖାତାରେ ସୁଧ ଜମା ହୋଇଛି ନା ନାହିଁ…
ଅଧିକ ଖବର ଦେଖନ୍ତୁ...

ହ୍ବାଟସ୍‌ଆପ୍‌ରେ ଅନ୍‌ଲାଇନ୍ ସ୍ଥିତି ଲୁଚାଇ ହେବ, ନୂଆ କମ୍ୟୁନିଟିଜ୍ ସୁବିଧା ଆରମ୍ଭ

ନୂଆଦିଲ୍ଲୀ: ବିଶ୍ବ‌ର ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ ପକ୍ଷରୁ ଅନ୍‌ଲାଇନ୍‌ ପ୍ରେଜେନ୍ସ ଏବଂ କମ୍ୟୁନିଟିଜ୍ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୁବିଧା ଆରମ୍ଭ କରାଯାଇଛି। ଗେପାନୀୟତା ଦୃଷ୍ଟିରୁ ଅନ୍‌ଲାଇନ୍ ପ୍ରେଜେନ୍ସ (ଉପସ୍ଥିତି) ବେଶ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ଜରିଆରେ…
ଅଧିକ ଖବର ଦେଖନ୍ତୁ...

ଟ୍ବିଟର କିଣିବା ପରେ ଏବେ ୬୪୬କୋଟିର ଗଲ୍ଫଷ୍ଟ୍ରିମ୍ ଜି୭୦୦ ଜେଟ୍ ଅର୍ଡର କଲେ ମସ୍କ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ୪୪ବିଲିୟନ ଡଲାରରେ କିଣିବା ପରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଆଉ ଏକ ବଡ କ୍ରୟ କରିବାକୁ ଯାଉଛନ୍ତି କରିଛନ୍ତି। ଟ୍ୱିଟରର ନୂଆ ମାଲିକ ନିଜ ପାଇଁ ଏକ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଜେଟ୍ ଅର୍ଡର କରିଥିବା ଜଣାପଡ଼ିଛି। ଏହି ଘରୋଇ…
ଅଧିକ ଖବର ଦେଖନ୍ତୁ...

କଟକ, ଭୁବନେଶ୍ବର ଓ ପୁରୀ ସମେତ ଦେଶର୪୦ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ହେଲା ତ୍ବରାନ୍ବିତ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରାଳୟ। ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳଷ୍ଟେସନର ପୁନଃବିକାଶ ପାଇଁପ୍ରକ୍ରିୟା ଆରମ୍ଭ କରାଯାଇଛି। ୧୪ଟି ରେଳ ଷ୍ଟେସନର…
ଅଧିକ ଖବର ଦେଖନ୍ତୁ...

ହ୍ରାସ ପାଇଲା ସୁନା ଓ ରୁପା ଦର !

ନୂଆଦିଲ୍ଲୀ: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ଗୁରୁବାର ସୁନା ଓ ରୁପା ଦର ହ୍ରାସ ପାଇଛି। ୧୦ ଗ୍ରାମ ଦର ସୁନା ଶସ୍ତା ହୋଇ ୫୦,୫୯୭ ଟଙ୍କାରେ ପହଞ୍ଚିଛି। ସେହିପରି  କିଲୋଗ୍ରାମ ପିଛା ରୁପା ଦର ମଧ୍ୟ ହ୍ରାସ ପାଇଛି ଏବଂ…
ଅଧିକ ଖବର ଦେଖନ୍ତୁ...

ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ୁଛି: ପ୍ରତି ୩ରେ ଜଣେ ଭାରତୀୟ ମଧ୍ୟବିତ୍ତ

ନୂଆଦିଲ୍ଲୀ: ଭାରତରେ ବର୍ଷକୁ ୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମଧ୍ୟବିତ୍ତ ଭାବେ ବିଚାର କରାଯାଉଛି। ସେମାନଙ୍କ ସଂଖ୍ୟା ଗତ ୧୬ ବର୍ଷରେ ଦ୍ବିଗୁଣିତ ହୋଇଛି। ଆସନ୍ତା ୨୫ ବର୍ଷରେ ଅର୍ଥାତ ୨୦୪୭ ବେଳକୁ ମଧ୍ୟବିତ୍ତଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇବ ବୋଲି ଏକ…
ଅଧିକ ଖବର ଦେଖନ୍ତୁ...

ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆର ନୂଆ ସଭାପତି: ପଦରେ ପ୍ରଥମ ଓଡ଼ିଆ ଶିଳ୍ପପତି

ଭୁବନେଶ୍ବର: ଓଡ଼ିଆ ଶିଳ୍ପପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେବେ ଶିଳ୍ପ ସଂଘ ଫିକିର ନୂଆ ଜାତୀୟ ସଭାପତି। ମୁମ୍ବାଇରେ ଅନୁଷ୍ଠିତ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦରେ କାମ କରିବେ। ଏବେ ଶୁଭ୍ରକାନ୍ତ…
ଅଧିକ ଖବର ଦେଖନ୍ତୁ...