ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଯାତ୍ରା ଦେଖି ଘରକୁ ଫେରୁଥି‌ଲେ, ଗଣଦୁଷ୍କର୍ମର ଶିକାର ହେଲେ ୨ ନାବାଳିକା

ଭବାନୀପାଟଣା: ଯାତ୍ରା ଦେଖି ଫେରୁଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବରୁ ଛକି ରହିଥିବା ୫ ଜଣ ଯୁବକ ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। କଳାହାଣ୍ଡି ଜିଲ୍ଲା ବିଜେପୁର ଥାନାଞ୍ଚଳରେ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଥିବା ବେଳେ ବୁଧବାର ରାତିରେ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ ୧୪ରେ ଅତିକ-ଅସରଫଙ୍କୁ ହତ୍ୟା ଯୋଜନା ହୋଇଥିଲା, ଏହି କାରଣରୁ ସଫଳ ହୋଇନଥିଲେ ହତ୍ୟାକାରୀ

ପ୍ରୟାଗରାଜ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅତିକ ଅହମଦ ଓ ତା’ ଭାଇ ଅସରଫ ଅହମଦକୁ ଶନିବାର ଗୁଳିକରି ହତ୍ୟା କରିବା ପରେ ସମସ୍ତ ତିନିଜଣ ହତ୍ୟାକାରୀ ପୁଲିସ ହାତରେ ଧରା ଦେଇଥିଲେ। ପୁଲିସ ଆଗରେ ସେମାନେ ଅତିକ-ଅସରଫ ଦୁଇଭାଇଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏହି ଘଟଣାକୁ ନେଇ ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ଧୂର୍ତ୍ତକୁ ଧାର୍‌ଦେବା ମହଙ୍ଗା ପଡ଼ିଲା, ଶୁଝିବା ଆଳରେ ବାରମ୍ବାର ଦୁଷ୍କର୍ମ

ଭୁବ‌ନେଶ୍ବର : ଭଲ ଭାବେ ନ ଚିହ୍ନି ନ ଜାଣି ଜଣେ ଧୂର୍ତ୍ତକୁ ଟଙ୍କା ଧାର ଦେବା ଜଣେ ସରଳ ବିବାହିତା ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସ୍ବାମୀଙ୍କ ଅଗୋଚରରେ ୫୦ ହଜାର ଟଙ୍କା ଧାର ଦେଇ ଫସିଯାଇଛନ୍ତି ମହିଳା। ଟଙ୍କା ସୁଝିବା ଆଳରେ ଧୂର୍ତ୍ତ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ମହର୍ଷି କଲେଜରେ ଗଣ୍ଡଗୋଳ ଘଟଣା: ହାତଟେକି ଦେଲେ କର୍ତ୍ତୃପକ୍ଷ, ପୁଲିସ

ଭୁବନେଶ୍ବର : କଲେଜ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ କଲେ। ପ୍ରତିବାଦ କରିବାରୁ ସ୍ପଷ୍ଟ ଦିବାଲୋକରେ ଦଳବଳ ହୋଇ କ୍ୟାମ୍ପସ୍‌ରୁ ଛାତ୍ରଙ୍କୁ ଟାଣି ନେଇ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟି ଲହୁଲୁହାଣ କଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାର ୩ଦିନ ବିତିଯାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଜାଲ୍ ସିଟି ପ୍ରମାଣପତ୍ରରେ ଚାକିରି: ଛତ୍ରପୁର ବ୍ଲକ୍‌ରୁ ବିଦା ହେଲେଣି ୬ ଶିକ୍ଷକ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷକଙ୍କ ତାଲିକା ବଢ଼ିବାରେ ଲାଗଛି। ତଦନ୍ତରେ ଯେଉଁ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଜାଲ୍‌ ପ୍ରମାଣିତ ହେଉଛି ସେମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବହିଷ୍କୃତ କରାଯାଉଛି। ଫଳରେ ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ପାଇଁ ଅମଙ୍ଗ ମହିଳା କୂଅକୁ ଡେଇଁପଡ଼ିଲେ, ସ୍ବାମୀ ସ୍ତ୍ରୀକୁ ଉଦ୍ଧାର କଲା ଓ ମାରିଦେଲା

ରାୟପୁର : ଛତିଶଗଡ଼ର ଯଶପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀଙ୍କ ଯୌନ ଚାହିଦା ପୂରଣ କରିବାକୁ ଅମଙ୍ଗ ଜଣେ ମହିଳା ସ୍ବାମୀଙ୍କ ସହ ଝଗଡ଼ା କରି ଏକ କୂଅକୁ ଡେଇଁପଡ଼ିଲେ। ସ୍ବାମୀ କୂଅ ଭିତରେ ପଶି ତାଙ୍କୁ ଉଦ୍ଧାର କଲା ସତ କିନ୍ତୁ ପର ମୁହୂର୍ତ୍ତରେ ରାଗରେ ତାଙ୍କୁ ହତ୍ୟା କରିଦେଲା।…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ: ବିଜେପି ଯୁବନେତା ପ୍ରବୀଣ କମ୍ମରଙ୍କୁ ହତ୍ୟା

ନୂଆଦିଲ୍ଲୀ : କର୍ଣ୍ଣାଟକର ଧାରୱଡ଼ରେ ଜଣେ ବିଜେପି ଯୁବ ନେତାଙ୍କୁ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି। ବିଜେପି ଯୁବ ମୋର୍ଚ୍ଚା ନେତା ପ୍ରବୀଣ କମ୍ମରଙ୍କୁ ଗତକାଲି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ବିଜେପି ନେତା ତେଜସ୍ବୀ ସୂର୍ଯ୍ୟ କହିଛନ୍ତି, ରାଜନୈତିକ ଶତ୍ରୁତାରୁ ଏହି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ସବ୍‌-ରେଜିଷ୍ଟ୍ରାରଙ୍କ ବଡ଼ବାବୁ, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ପୁରୀ : ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁରୀ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର୍‌ଙ୍କ ବଡ଼ବାବୁ (ମୁଖ୍ୟ କିରାଣି) ରଘୁନାଥ ବିଶୋଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରୀ ବିଶୋଇ ଜଣେ ଜମିର ମାଲିକଙ୍କୁ ରୋଗାଗ୍ରସ୍ତ ଦର୍ଶାଇ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ

ଦାନଗଦୀ : ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାପାଇଁ ୨୦ ହଜାର ଟଙ୍କା ଲାଞ୍ଚ। ଏହି ଲାଞ୍ଚ ଟଙ୍କା ଗ୍ରହଣ କରି ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପବିତ୍ର କୁମାର ସେଠୀ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଡାକ୍ତରଖାନାରେ ନିୟୋଜିତ ଜଣେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ହତ୍ୟା କରି କେନାଲ ବନ୍ଧରେ ଫିଙ୍ଗି ଦେଲେ

ତିଗିରିଆ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ବଉଳାସାହିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଗୋକର୍ଣ୍ଣଖାଲ ଗ୍ରାମର ୨୦ରୁ ଅଧିକ ଦୁର୍ବୃତ୍ତ ଅପହରଣ କରି ନେବା ସହିତ ତାଙ୍କ ଦୁଇ ହାତକୁ ପଛପଟୁ ବାନ୍ଧି ହତ୍ୟା କରିବା ପରେ ରେଙ୍ଗାଲି କେନାଲ ବନ୍ଧରେ…
ଅଧିକ ଖବର ଦେଖନ୍ତୁ...