ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

୨୪ଶହ ବୋତଲ କଫ୍‌-ସିରପ୍‌ ଜବତ, ୨ ଗିରଫ

ଭୁବନେଶ୍ବର,: ସୋମବାର କମିସନରେଟ୍‌ ପୁଲିସ ରାଜଧାନୀ‌ରୁ ଏକ ଅପମିଶ୍ରିତ କଫ୍‌ ସିରପ୍‌ ଚାଲାଣ ରୢାକେଟ୍‌କୁ ଠାବ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ହାଇଦ୍ରାବାଦ୍ ଚାଲାଣ ହେଉଥିବା ବେଳେ ଭରତପୁର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି। ଧରାପଡ଼ିଥିବା ଦୁଇ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ତିହାର ଜେଲ୍‌ରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟର ତାଜପୁରିୟାକୁ ହତ୍ୟା

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଆଜି ଭୋର୍‌ ସମୟରେ ଗ୍ୟାଙ୍ଗୱାର ହୋଇଛି। ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ଜେଲ୍‌ରେ ହତ୍ୟା କରାଯାଇଛି। ପ୍ରତିଦ୍ବନ୍ଦ୍ବୀ ଗ୍ୟାଙ୍ଗ୍‌ର ସଦସ୍ୟମାନେ ତାଜପୁରିୟା ଉପରେ ଆଇରନ ରଡ୍‌ ଏବଂ ଏକ ଧାରୁଆ ଅସ୍ତ୍ର ଦ୍ବାରା ୪୦ ଥର ଆଘାତ କରିଥିଲେ। ତୁରନ୍ତ ଟିଲୁ…
ଅଧିକ ଖବର ଦେଖନ୍ତୁ...

୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ: ଦୁର୍ଘଟଣା ନା ହତ୍ୟା? କାରଣ ଅସ୍ପଷ୍ଟ

ହେମଗିର: ସୋମବାର ରାତିରେ ବାଙ୍କିବାହାଲ-ଟପରିଆ ରାସ୍ତାର ଛତାବର ପୋଲ ନିକଟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଆର୍ କେ ଡି ନାମକ ଏକ ଘରୋଇ ଠିକାସଂସ୍ଥା କର୍ମଚାରୀ ସିକ୍ୟୁରିଟି ସୁପରଭାଇଜର ମାନସ ରଥ (୪୨,…
ଅଧିକ ଖବର ଦେଖନ୍ତୁ...

୧୦ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ, ୪ ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନାର ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ୧୦ ଲକ୍ଷ ୫୦ ହଜାର ୪ଶହ ଟଙ୍କାର ନକଲି ନୋଟ୍‌ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି। ରବିବାର ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଜାଲ୍ ୱେବ୍‌ସାଇଟ୍‌ ଖୋଲି ଠକିନେଲେ ୩୯.୧୧ କୋଟି

ଭୁବନେଶ୍ବର: ମିଛ ୱେବ୍‌ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର ୧୧ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଜାଲିଆତି କରି ୫କୋଟି ଋଣ ନେଇଥିଲେ, ବନ୍ଧା ହେଲେ ଘରୋଇ କଂପାନିର ନିର୍ଦ୍ଦେଶକ ରାଜୀବ ଲୋଚନ ଦାସ

ଭୁବନେଶ୍ବର: ଜାଲିଆତି କରି କୋଟି କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗରେ ‌ଅର୍ଥନୈତିକ ଅପରାଧ ଶାଖା ସୋମବାର ଏକ ଘରୋଇ କଂପାନିର ନିର୍ଦ୍ଦେଶକ ତଥା ଅଭିଯୁକ୍ତ ରାଜୀବ ଲୋଚନ ଦାସଙ୍କୁ ଗିରଫ କରିଛି। ଗିରଫ ପରେ ରାଜୀବଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହଜାର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା: ବାଘମାରୀ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗତକାଲି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ବାଘମାରୀ ଥାନାର ଏସ୍ଆଇ ଗାୟତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅବକାରୀ ନୀତି ମାମଲା: ଚାର୍ଜସିଟରେ ଆପ୍‌ ସାଂସଦ ରାଘବ ଚଢ଼ାଙ୍କ ନାମ ଉଲ୍ଲେଖ କଲା ଇଡି

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ଅବକାରୀ ନୀତି ମାମଲାରେ ଦ୍ୱିତୀୟ ସପ୍ଲିମେଣ୍ଟାରି ଚାର୍ଜସିଟରେ ଆପ୍‌ ସାଂସଦ ରାଘବ ଚଢ଼‌ାଙ୍କ ନାମ ଉଲ୍ଲେଖ କରିଛି। ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ତଦନ୍ତକାରୀ ସଂସ୍ଥା ଇଡିକୁ ସୂଚନା ଦେଇ କହିଛନ୍ତି  ଯେ…
ଅଧିକ ଖବର ଦେଖନ୍ତୁ...

୫ ଲକ୍ଷ ଟଙ୍କାର ବିଦ୍ୟୁତ ତାର ଜବତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଚୋରମାନେ ଫେରାର ହୋଇଯାଇଥିବାର ଖବର ମିଳିଛି I ବିଳମ୍ବିତ ରାତିରେ ଚୋରମାନେ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ବିନିକା ଥାନା ବଲାରଙ୍ଗା ଗ୍ରାମବାସୀ ବିଦ୍ୟୁତ ତାର ଜବତ…
ଅଧିକ ଖବର ଦେଖନ୍ତୁ...

ତିହାର ଜେଲ୍‌ ଭିତରେ ଗ୍ୟାଙ୍ଗ୍‌ଷ୍ଟର୍‌ ଟିଲୁ ତାଜପୁରିଆକୁ ଆକ୍ରମଣ: ହସ୍ପିଟାଲ୍‌ରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ତିଆର ଜେଲରୁ ଏକ ବଡ଼ ଖବର ସାମ୍ନାକ ଆସିଛି। ଜେଲ୍‌ ଭିତରେ ଦୁଇ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ମଧ୍ୟରେ ବିବାଦ ଉପୁଜି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି। ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିବା ବେଳେ ତାକୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...