ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଦିଲ୍ଲୀରେ ବାଇକ୍‌କୁ ଧକ୍କା ଦେଲା ଏସ୍‌ୟୁଭି

ନୂଆଦିଲ୍ଲୀ : ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଓ ଟଲଷ୍ଟୟ ମାର୍ଗର ସଙ୍ଗମସ୍ଥଳରେ ଏପ୍ରିଲ ୨୯-୩୦ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଏସ୍‌ୟୁଭି ଏକ ବାଇକ୍‌ରେ ଯାଉଥିବା ଦୁଇଜଣ ଆରୋହୀଙ୍କୁ ଧକ୍କା ଦେଇଥିଲା। ମୁକୁଲ (୨୦) ନାମକ ଯୁବକ ବାଇକ୍‌ରୁ ଦୂରକୁ ଛିଟିକି…
ଅଧିକ ଖବର ଦେଖନ୍ତୁ...

ଟାଟା ମୋଟର୍ସରେ‌ ନିଯୁକ୍ତି ଠକେଇ ମାମଲା: ହାଜର ହେଲେ ବିଧାୟକ ପ୍ରଦୀପ, ଅଭୟ, ପୁଅ ଆକାଶ

ବ୍ରହ୍ମପୁର : ଟାଟା ମୋଟର୍ସରେ ନିଯୁକ୍ତି ‌ଦେବା ନାଁରେ ଠକେଇ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୨୦୨୦ରେ ୨ଟି ଓ ୨୦୨୧ରେ ୩ଟି, ଏହିଭଳି ମୋଟ୍‌ ୫ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୨ଟି ମାମଲାରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ୩ଟି ମାମଲାରେ…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣରେ କଫ୍‌ ସିରଫ ଜବତ୍, ୫ ଅଭିଯୁକ୍ତ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼–ଖପ୍ରାଖୋଲ ମୁଖ୍ୟ ରାସ୍ତାରେ ଥିବା ବଜଲସାଗର ଓ ଗମ୍ଭାରୀ ରାସ୍ତାରେ ବେଆଇନ ଭାବେ କଫ୍ ସିରଫ୍ ବିକ୍ରି ଉଦ୍ଦେଶ୍ୟରେ ଆସୁଥିବା କପ୍‌ ସିରଫ ଜବତ୍ କରିଥିବା ବେଳେ ୨ ଗୋଟି କାର, ୨ ଗୋଟି ବାଇକ୍ ଜବତ୍ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ୫…
ଅଧିକ ଖବର ଦେଖନ୍ତୁ...

ଗଛ କୋରଡ଼ରୁ ମିଳିଲା ନଗଦ ୧ କୋଟି ଟଙ୍କା; ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଗଛରୁ ନଗଦ ୧ କୋଟି ଟଙ୍କା ମିଳିବା ଘଟଣା ଜାଣିବା ପରେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା କର୍ଣ୍ଣାଟକରେ ଘଟିଛି। କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ୍‌ ଓ ଆୟକର ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ବିବାହ ଦିନ ସାଙ୍ଗର ପତ୍ନୀଙ୍କ ଗହଣା ଚୋରି‌ କଲେ ଯୁବକ, ଧରାପକାଇଦେଲା ସିସିଟିଭି

ଆଗ୍ରା: ବିବାହ ଦିନ ସାଙ୍ଗର ପତ୍ନୀଙ୍କ ଗହଣା ଚୋରି‌ କଲେ ଯୁବକ। ଧରାପକାଇଦେଲା ସିସିଟିଭି। ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ବିବାହ ମଣ୍ଡପରୁ ଗହଣା ଚୋରି ହେବା ପରେ ଚିନ୍ତାରେ ପଡ଼ିଯାଇଥିଲେ ଲୋକେ। ଏହା ପରେ ଘର ବାହାରେ ଲାଗିଥିବା ସିସିଟିଭି ଚେକ୍ କରିବା ପରେ ପୂରା…
ଅଧିକ ଖବର ଦେଖନ୍ତୁ...

୬ କୁଇଣ୍ଟାଲ ଗଂଜେଇ ସହ ବିସ୍ଫୋରକ ଜବତ, ବାପ ଓ ପୁଅ ଗିରଫ

ବ୍ରହ୍ମଗିରି: କିଛି ବର୍ଷ ପୂର୍ବରୁ ବେଆଇନ୍‌ ଭାବେ ଗଂଜେଇ ବେପାର କୋରାପୁଟ, ମାଲକାନଗିରି, ଗଂଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଚାଲୁଥିଲା। ଏବେ କିନ୍ତୁ ଏହି ବ୍ୟବସାୟ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଚାଲିଛି। ଆଜି ପୁରୀ ଏସଟିଏଫ୍‌ ଓ ବ୍ରହ୍ମଗିରି ପୁଲିସ ମିଳତ ଭାବେ ବ୍ରହ୍ମଗିରି…
ଅଧିକ ଖବର ଦେଖନ୍ତୁ...

ଖରାପ ଇଙ୍ଗିତ କରିଥିବା ଯୁବକଙ୍କୁ ଗାଡ଼ିରୁ ଓହ୍ଲାଇ ନିସ୍ତୁକ ପିଟିଲେ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରରେ କ୍ୟାବିନେଟ ମନ୍ତ୍ରୀ ଏବଂ ଋଷିକେଶର ବିଧାୟକ ପ୍ରେମଚାନ୍ଦ ଅଗ୍ରୱାଲଙ୍କ ଏକ ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବ‌ାକୁ ମିଳୁଥିବା ଘଟଣା ଉତ୍ତରାଖଣ୍ଡର ଋଷିକେଶର ବୋଲି ଜଣାପଡ଼ିଛି । ଏଥିରେ କ୍ୟାବିନେଟ ମନ୍ତ୍ରୀ ଜଣେ ଯୁବକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚାକିରି, ପୁଞ୍ଜିନିବେଶ ନାଁରେ କୋଟି‌କୋଟି ଠ‌କେଇ

ଭୁବନେଶ୍ବର: ଏକାଧିକ ଜାଲ୍‌ ୱେବ୍‌ସାଇଟ୍‌ ଖୋଲି ଚାକିରି ଓ ପୁଞ୍ଜିନିବେଶର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିବା ଲୁମେକ୍ସ ରିସୋର୍ସେସ୍‌ ମୁଖ୍ୟ ତଥା ନିର୍ଦ୍ଦେଶକ ରାଜୀବ ଲୋଚନ ଦାସକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି। ଗିରଫ ପରେ ତାକୁ…
ଅଧିକ ଖବର ଦେଖନ୍ତୁ...

୨୪ଶହ ବୋତଲ କଫ୍‌-ସିରପ୍‌ ଜବତ, ୨ ଗିରଫ

ଭୁବନେଶ୍ବର,: ସୋମବାର କମିସନରେଟ୍‌ ପୁଲିସ ରାଜଧାନୀ‌ରୁ ଏକ ଅପମିଶ୍ରିତ କଫ୍‌ ସିରପ୍‌ ଚାଲାଣ ରୢାକେଟ୍‌କୁ ଠାବ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ହାଇଦ୍ରାବାଦ୍ ଚାଲାଣ ହେଉଥିବା ବେଳେ ଭରତପୁର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି। ଧରାପଡ଼ିଥିବା ଦୁଇ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ତିହାର ଜେଲ୍‌ରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟର ତାଜପୁରିୟାକୁ ହତ୍ୟା

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଆଜି ଭୋର୍‌ ସମୟରେ ଗ୍ୟାଙ୍ଗୱାର ହୋଇଛି। ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ଜେଲ୍‌ରେ ହତ୍ୟା କରାଯାଇଛି। ପ୍ରତିଦ୍ବନ୍ଦ୍ବୀ ଗ୍ୟାଙ୍ଗ୍‌ର ସଦସ୍ୟମାନେ ତାଜପୁରିୟା ଉପରେ ଆଇରନ ରଡ୍‌ ଏବଂ ଏକ ଧାରୁଆ ଅସ୍ତ୍ର ଦ୍ବାରା ୪୦ ଥର ଆଘାତ କରିଥିଲେ। ତୁରନ୍ତ ଟିଲୁ…
ଅଧିକ ଖବର ଦେଖନ୍ତୁ...