Monthly Archives

June 2019

ଏହି କାରଣ ପାଇଁ ରାଞ୍ଚି ଅଦାଲତ ପକ୍ଷରୁ ଅମିଷା ପଟେଲଙ୍କୁ ସମନ ଜାରି, ଜୁଲାଇ ୮ରେ ଅଦାଲତରେ ହାଜିର ହେବାକୁ ଆଦେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ଉପରେ ଫିଲ୍ମ ନିର୍ମାତା ଅଜୟ କୁମାର ସିଂହ ଠକେଇ ଅଭିଯୋଗ ଆଣିଛନ୍ତି । ଯାହା ପାଇଁ ରାଞ୍ଚି ଅଦାଲତ ପକ୍ଷରୁ ଅମିଷାଙ୍କୁ ସମନ ଜାରି କରାଯାଇଛି । ସମନରେ ଜୁଲାଇ ୮ରେ ତାଙ୍କୁ ଅଦାଲତରେ ହାଜର ହେବା ପାଇଁ କୁାହାଯାଇଥିବା ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ମଲ୍ଲାଇକା, କହିଲେ; ଯେମିତି ସଂପର୍କ ମୁଁ ଚାହୁଁଥିଲି, ମୋତେ ମିଳିଯାଇଛି,…

ମୁମ୍ବାଇ: ଏବେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ନ୍ୟୁୟର୍କରେ ସାଙ୍ଗରେ ସମୟ ବିତାଉଥିବା ବେଳେ ଦୁହେଁ ନିଜର ପ୍ରେମ ସଂପର୍କକୁ ନେଇ ଲୋକମାନଙ୍କ ମନରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ବ ଦୂର କରି ଦେଇଛନ୍ତି । ଅର୍ଜୁନଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦୁହେଁ…
ଅଧିକ ଖବର ଦେଖନ୍ତୁ...

ଅସରାଏ ବର୍ଷାରେ ପୁଣି ଉବୁଟୁବୁ ହେଲା ରାଜଧାନୀ ଭୁବନେଶ୍ୱର, ଇସ୍କନ ମନ୍ଦିର ସାମ୍ନାରେ ଭାସିଲା ଯାନ ବାହାନ

ଭୁବନେଶ୍ୱର : ସ୍ମାର୍ଟସିଟିରେ ଅଭାବନୀୟ ସ୍ଥିତି। ଅସରାଏ ବର୍ଷାରେ ପୁଣି ଉବୁଟୁବୁ ହେଲା ରାଜଧାନୀ। ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ସ୍ଥିତି। ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ରାସ୍ତାରେ ଲହଡି ଭାଂଗିଛି ଆଂଟୁଏ ପାଣି। ରାଜପଥ ମଝିରେ ଅଟକି ଯାଇଛି ଯାନ…
ଅଧିକ ଖବର ଦେଖନ୍ତୁ...

ଭାବବିହ୍ଵଳ ହୋଇ କାନ୍ଦିବା ଦ୍ୱାରା କମ ହୋଇଥାଏ ଓଜନ, ଜାଣନ୍ତୁ କାନ୍ଦିବାର ଅନେକ ଫାଇଦା

ଓଜନ କମାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି । କିନ୍ତୁ ଏବେ ଆପଣ ବିନା କୌଣସି କଷ୍ଟରେ କେବଳ କାନ୍ଦି ନିଜର ଓଜନ କମାଇ ପାରିବେ । କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି କି, କାନ୍ଦିବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟ୍‌ରୁ ଆତ୍ମହତ୍ୟା କରିବାର ବିଭିନ୍ନ ପ୍ରକାରର ଉପାୟ ଦେଖିବା ପରେ ଆତ୍ମହତ୍ୟା କଲେ ନର୍ସ

ଜୋଧପୁର : ଶନିବାର ଜୋଧପୁରରେ ଥିବା ଏମ୍ସ ହସ୍ପିଟାଲର ଜଣେ ନର୍ସ ଆତ୍ମହତ୍ୟା କରି ନେଇଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ନାଁ ପିନୋସ ଥିବା ବେଳେ ସେ ମାସେ ପୂର୍ବରୁ କେରଳରେ ଥିବା ନିଜ ଘରକୁ ଯାଇ ଫେରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ନିଜ ମୋବାଇଲରେ ବିଭିନ୍ନ ଉପାୟ ଦେଖିବା ସହ ସେଥିରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ପାଣିରେ ପଡ଼ିଲା ରୋହିତ ଶର୍ମାଙ୍କ ଶତକ, ଭାରତ ବିପକ୍ଷରେ ଇଂଲଣ୍ଡ ୩୧ ରନ୍‌ରେ ବିଜୟୀ

ବର୍ମିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ରବିବାର ଇଂଲଣ୍ଡ ଠାରୁ ଭାରତ ୩୧ ରନ୍‌ରେ ପରାସ୍ତ ହୋଇଛି। ଚଳିତ ବିଶ୍ୱକପରେ ଏହା ହେଉଛି ଭାରତର ପ୍ରଥମ ପରାଜୟ। ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୦୬ ରନ୍‌ କରିଛି। ଏହି…
ଅଧିକ ଖବର ଦେଖନ୍ତୁ...

‘କବୀର ସିଂହ’ର ସଫଳତା ପରେ ଏବେ ଆଉ ଏକ ତେଲୁଗୁ ରିମେକ୍‌ରେ ନଜର ଆସି ପାରନ୍ତି ଶାହିଦ୍‌ କପୁର

ମୁମ୍ବାଇ: ଜୁନ୍‌ ୨୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କବୀର ସିଂହ’ ଏ ପର୍ଯ୍ୟନ୍ତ ବକ୍ସ ଅଫିସରେ ୧୫୦କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାଣୀ ନଜର ଆସୁଥିବା ବେଳେ ଏହି ଫିଲ୍ମ ଶାହିଦଙ୍କ ଜୀବନର ସବୁଠାରୁ ବଡ଼…
ଅଧିକ ଖବର ଦେଖନ୍ତୁ...

୨୦୦ଟଙ୍କା ନ ଫେରାଇବାରୁ ନାବାଳକକୁ ନିର୍ମମ ଭାବେ ହତ୍ୟା କଲେ ଦୁଇ ସାଙ୍ଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମାତ୍ର ୨୦୦ଟଙ୍କା ପାଇଁ ଜଣେ ନାବାଳକକୁ ହତ୍ୟା କରାଯିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତକ ନିଜର ଜଣେ ବନ୍ଧୁଙ୍କଠାରୁ ୨୦୦ଟଙ୍କା ଉଧାରି ଆଣିଥିବା ବେଳେ ଆର୍ଥିକ ସମସ୍ୟା ହେତୁ ଫେରାଇ ପାରି ନଥିଲେ । ଯାହା ପାଇଁ ତାଙ୍କର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ସ୍ତ୍ରୀକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ବିଫଳ, ମହିଳାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କଲେ ଲୋକେ

ଆନନ୍ଦପୁର: ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ନିଜ ସ୍ତ୍ରୀକୁ କିରୋସିନ ଢାଳିବା ପରେ ନିଆଁ ଲଗାଇ ହତ୍ୟା କରିବା ଉଦ୍ୟମ ରବିବାର ବିଫଳ ହୋଇଛି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅଂଚଳରେ ଏହି ଘଟଣା ଘଟିଛି। ହାଟଡିହୀ ବ୍ଲକର ପଂଚୁଗୋରିଆ ଗାଁର ପ୍ରଦୀପ ଦଳେଇ ନିଜ ଗାଁର ଶକୁନ୍ତଳା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କଠାରୁ କମ ଟଙ୍କା ନେଇ ଗନ୍ତବ୍ୟ ସ୍ଥଳରେ ଛାଡ଼ିବାରୁ ସାଥୀ ଅଟୋ ଚାଳକମାନେ ମାରିଲେ ଗୁଳି, ଗୁରୁତର ଅବସ୍ଥାରେ…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କିଛି ଅଟୋ ଚାଳକ ମିଶି ନିଜ ସାଥୀ ଅଟୋ ଚାଳକଙ୍କୁ ଗୁଳି ମାରିଥିବା ସୂଚନା ମିଳିଛି । ୫ରାଉଣ୍ଡ ଗୁଳି ମରାଯାଇଥିବା ବେଳେ ୨ଟି ଗୁଳି ପୀଡ଼ିତଙ୍କ ଦେହରେ ବାଜିଥିଲା । ତୁରନ୍ତ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କର ଅବସ୍ତା ଗୁରୁତର…
ଅଧିକ ଖବର ଦେଖନ୍ତୁ...