Monthly Archives

October 2019

ଠିକ୍‌ ସମୟରେ ହ୍ବିଲ୍‌ ଚେୟାର ଯୋଗାଇ ନପାରିବା ଏୟ‌ାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ; ଅବହେଳା ପାଇଁ ଗଣିବ ୨୦…

ବେଙ୍ଗାଲୁରୁ: ଦୁଇଜଣ ମହିଳା ଦିିବ୍ୟାଙ୍ଗ ବିମାନ ଯାତ୍ରୀଙ୍କୁ ଠିକ୍‌ ସମୟରେ ହ୍ବିଲ୍‌ ଚେୟାର ଯୋଗାଇ ନ ପାରିବା ଘଟଣା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଟିକେଟ ବୁକ୍‌ କରିବା ସମୟରେ ବିମାନ ବନ୍ଦରରେ ହ୍ବିଲ୍‌ ଚେୟାର ଯୋଗାଇ ଦେବା ପାଇଁ ଦେୟ ଭରିଥିଲେ ମଧ୍ୟ ଏହି ଦୁଇ…
ଅଧିକ ଖବର ଦେଖନ୍ତୁ...

ଏନସିସି ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ ସେନା ଅଧିକାରୀ, କୋର୍ଟ ମାର୍ଶାଲର ସମ୍ମୁଖୀନ ହେବେ

ନୂଆଦିଲ୍ଲୀ: ନ୍ୟାସନାଲ କେଡ଼େଟ କୋର ବା ଏନସିସିର ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ପଠାଇବା ଘଟଣା ଏବେ ସେନାର ଜଣେ ମେଜର ଜେନେରାଲଙ୍କୁ ମହଙ୍ଗା ପଡିଛି | ଭାରତୀୟ ସେନା ନିଜ ଅଧିକାରୀଙ୍କ ବିରୋଧରେ କୋର୍ଟ ମାର୍ଶାଲରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି | ମିଳିଥିବା ସୂଚନା ମୁତାବକ ଏହି…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଅପହରଣ ପରେ ୧୫ ଦିନ ପର୍ଯ୍ୟନ୍ତ ଦୁର୍ଷ୍କମ ଅଭିଯୋଗ, ବିବାହିତ ଯୁବକ ଗିରଫ

ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ୧୫ ଦିନରୁ ଅଧିକ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମାଣିକପୁର ଅଂଚଳର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ପିଟିସନ କମିଟିର ଚେୟାରମ୍ୟାନ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ସ୍ୱାଧୀକାର କମିଟିର ସଦସ୍ୟ ହେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟର ତିନି ରାଜ୍ୟସଭା ସାଂସଦଙ୍କୁ ଆଜି ପାର୍ଲାମେଣ୍ଟର ବିଭିନ୍ନ କମିଟିରେ ଅବସ୍ଥାପିତ କରାଯାଇଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ପିଟିସନ କମିଟିର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ସେ ଏଥିକସ୍‌ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ସେହିପରି…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଜମ୍ମୁକାଶ୍ମୀରରେ ବଦଳିଗଲା ଏହି ୧୦ଟି ନିୟମ

ନୂଆଦିଲ୍ଲୀ: ଆଜିଠାରୁ ଭାରତ ମାନଚିତ୍ରରୁ ଲୋପ ପାଇଗଲା ଜାମ୍ମୁକାଶ୍ମୀର ରାଜ୍ୟ । ଏହା ସହିତ ଜନ୍ମନେଇଛି ୨ଟି କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ । ଭାରତ ଇତିହାସରେ ଏହା ପ୍ରଥମ ଘଟଣା , ଯେବେ କୌଣସି ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯାଇଛି । ଆଜିଠାରୁ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନିଶ୍ଚିତତା ଲାଗିଥିବା ବେଳେ ମନେପଡ଼ିଲେ ‘ନାୟକ’ର ଅନୀଲ୍ କପୁର

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନରେ ଯଦିଓ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବୀସ୍ ବସିବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ସୋସିଆଲ୍ ମିଡିଆରେ କିନ୍ତୁ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଛି। ସିନେ ପରଦାରେ ଦିନକର ମୁଖ୍ୟମନ୍ତ୍ରୀ ହୋଇ ଦର୍ଶକଙ୍କ ମନ…
ଅଧିକ ଖବର ଦେଖନ୍ତୁ...

ଦେଶର ୬ ହିନ୍ଦୁ ରାଜନେତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ତାମିଲନାଡୁରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ଧରିବାକୁ…

ଚେନ୍ନାଇ/ ନୂଆଦିଲ୍ଲୀ: ଦେଶର ୬ ଜଣ ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସଂପୃକ୍ତ କିଛି ଆତଙ୍କବାଦୀ ତାମିଲନାଡୁରେ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଭରଯୋଗ୍ୟ ସୂଚନା ମିଳିବା ପରେ ଏମାନଙ୍କୁ ଧରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ୬ ମାସ କ୍ରିକେଟ ଖେଳିବେନି ଗ୍ଳେନ ମ୍ୟାକ୍ସୱେଲ 

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ସ୍ୱାସ୍ଥ୍ୟଗତ କାରଣରୁ ୬ ମାସ କ୍ରିକେଟ ଖେଳି ପାରିବେ ନାହିଁ। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ମ୍ୟାକ୍ସୱେଲ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ଟିମ୍‌ର ମନୋବିଜ୍ଞାନୀ ଡାକ୍ତର ମାଇକେଲ୍‌ ଲାୟର୍ଡ ଗୁରୁବାର ଏହି ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଜମିଥିବା ପାଣିରେ ପଶି ବି କାର୍ଯ୍ୟକ୍ରମରେ ଭାଗ ନେଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଚେନ୍ନାଇ: ପାଣି ଭିତରେ ପଶି ଚାଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଚେନ୍ନାଇରେ ଆୟୋଜିତ ରନ ଫର ୟୁନିଟି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଥିଲେ । ତେବେ ଏହି ସମୟରେ ଏକ ଭିନ୍ନ ଚିତ୍ର…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ କାଲି ମା’ର ମୃତ୍ୟୁ ହୋଇଥିଲା, ଏହା ପରେ ଖାଇବାକୁ ପାଇ ନାହାନ୍ତି ୩ ଅନାଥ ପିଲା

କୋରାପୁଟ: ମା’ର ମୃତ୍ୟୁ ପରେ ତିନି ଅନାଥ ପିଲାଙ୍କୁ ବୁଧବାର ଅପରାହ୍ନ ପରଠାରୁ ଖାଇବାକୁ ମିଳି ନାହିଁ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଖ୍ୟାଳୟ ନିକଟ ବଦଳିକୁଡୁମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମା’ର ମୃତ୍ୟୁ ପରେ ଅନାଥ ପିଲାଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ମହିଳା ଜଣକ…
ଅଧିକ ଖବର ଦେଖନ୍ତୁ...