Monthly Archives

October 2019

ହୃଦୟବିଦାରକ ଘଟଣା ! ୧୫ ଦିନ ଭିତରେ ଗୋଟିଏ ପରିବାରର ସମସ୍ତଙ୍କର ମୃତ୍ୟୁ ହେଲା, କେବଳ ଜୀବିତ ରହିଲା ନବଜାତ ଶିଶୁ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଡେଙ୍ଗୁଜ୍ୱରରେ ଆକ୍ରାନ୍ତ ହୋଇ ପୂରା ପରିବାର ଶେଷ ହୋଇଯାଇଛି। ଏହି ପରିବାରର କେବଳ ଜଣେ ନବଜାତ ଶିଶୁ ଜୀବିତ ରହିଛି। ଶିଶୁର ମା’, ବାପା, ଭଉଣୀ ଓ ଜେଜେବାପା ସମସ୍ତେ ଡେଙ୍ଗୁଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ୟୁରୋପୀୟ ସଂଘ ପ୍ରତିନିଧି ମଣ୍ଡଳୀର ଜମ୍ମୁ- କଶ୍ମୀରର ଗସ୍ତ ବୃହତ୍ତର ଜାତୀୟ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା:…

ନୂଆଦିଲ୍ଲୀ: ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ ଜଣିଆ ପ୍ରତିନିଧି ମଣ୍ଡଳୀ ଜମ୍ମୁ- କଶ୍ମୀରର ସ୍ଥିତି ସଂପର୍କରେ ଅବଗତ ହେବାପାଇଁ ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଆସିବା ଘଟଣାକୁ କେନ୍ଦ୍ରକରି ଦେଶରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ବିରୋଧୀ କଂଗ୍ରେସ ଶାସକ ଦଳକୁ…
ଅଧିକ ଖବର ଦେଖନ୍ତୁ...

୫ ଆଇଏଏସ ଅଫିସରଙ୍କୁ ନୋଟିସ ଦେଲେ ଲୋକାୟୁକ୍ତ

ମୟୁରଭଞ୍ଜ: କାହିଁକି ରବର ଚାଷ ସଫଳ ହେଲା ନାହିଁ, ଏ ନେଇ ଜବାବ ଦେବା ପାଇଁ ୫ ଜଣ ଆଇଏଏସ ଅଫିସରଙ୍କୁ ନୋଟିସ ଜାରି କଲା ଓଡ଼ିଶା ଲୋକାୟୁକ୍ତ । ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ ଆଖପାଖ ଅଂଚଳରେ ରବର ଚାରା ରୋପଣ ପାଇଁ ୫ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଅନେକ…
ଅଧିକ ଖବର ଦେଖନ୍ତୁ...

ଅନୁ ମଲିକଙ୍କ ବିରୋଧରେ ପୁଣି ଆସିଲା #ମି ଠୁ ଅଭିଯୋଗ, ଟୁଇଟ୍ କରି ପ୍ରକାଶ କଲେ ଗାୟିକା ନେହା ଭାସିନ୍

ମୁମ୍ବାଇ: ମ୍ୟୁଜିକ୍‌ କମ୍ପୋଜର ଅନୁ ମଲିକଙ୍କ ଉପରେ ଗାୟିକା ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ ଗତ ବର୍ଷ #ମିଠୁ ଅଭିଯାନ ଆଧାରରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଗୁରୁବାର ସୋନା ମହାପାତ୍ରଙ୍କ ଏକ ଟୁଇଟର ପ୍ରତିକ୍ରିୟା ଦେଇ ଗାୟିକା ନେହା ଭସିନ୍‌ ଅନୁ ମଲିକ ତାଙ୍କ ସହିତ ଅସୌଜନ୍ୟ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

‘ଆମେରିକାନ୍‌ ହିରୋ’ର ଫଟୋକୁ ଟୁଇଟରରେ ପୋଷ୍ଟ କଲେ ରାଷ୍ଟ୍ରପତି ‌‌ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ, କିଏ ସେଇ…

ନ୍ୟୁୟର୍କ: କୁଖ୍ୟାତ ଆତଙ୍କବାଦୀ ତଥା ଆଇଏସ୍‌ ମୁଖ୍ୟ ଅବୁ ବକର୍‌ ଅଲ୍‌-ବାଗ୍‌ଦାଦିକୁ ମୃତ୍ୟୁ ମୁହଁକୁ ପଠାଇ ଦେଇଥିବା ଆମେରିକୀୟ ସେନା କୁକୁର ପୁଣି ଆଜି ପାଲଟିଛି ସମ୍ବାଦର ଶିରୋନାମା। ଅତ୍ୟନ୍ତ କ୍ଷମତାଶଳୀ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିଜ ହାତରେ ସଂପୃକ୍ତ ସେନା…
ଅଧିକ ଖବର ଦେଖନ୍ତୁ...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡ, ୩ ବର୍ଷ ଜେଲରେ ରହିବେ ଜଣେ ମହିଳା

କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲାର ବିଚାର କରି ଚମ୍ପୁଆ ଏଡିଜେ କୋର୍ଟ ଗୁରୁବାର ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ସେହିପରି କୋର୍ଟ ଜଣେ ମହିଳାଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଥିବା ବେଳେ ପ୍ରମାଣ ପତ୍ର ଅଭାବରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ଗୁଇନ୍ଦାଗିରି କରୁଛି ଇସ୍ରାଏଲୀ ସ୍ପାଏୱେର, ଜବାବ ତଲବ କଲା ସୂଚନା ପ୍ରଯୁକ୍ତି…

ନୂଆଦିଲ୍ଲୀ: ଭାରତର ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ଉପରେ ନଜର ରଖିଛି ଇସ୍ରାଏଲର ଏକ ସ୍ପାଏୱେର କମ୍ପାନୀ | କିଛି ଏଭଳି ସଙ୍ଗୀନ ତଥ୍ୟ ଏବେ ସାମ୍ନାକୁ ଆସିଛି | ଏ ନେଇ ହ୍ଵାଟ୍ସଆପ ପକ୍ଷରୁ ସୂଚନା ଦିଆଯାଇଛି | ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ…
ଅଧିକ ଖବର ଦେଖନ୍ତୁ...

୫-ଟିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ‘ପୁରୁଣା କଥା’ ମନ୍ତବ୍ୟର କଡ଼ା ଜବାବ ଦେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘୫-ଟି’ର ରୂପାୟନ ଏବେ ଚର୍ଚ୍ଚାରେ ରହିଛି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଦିନକୁ ଦିନ ବଢୁଛି ବିବ‌ାଦ । ବିରୋଧୀ ଦଳ ବିଭିନ୍ନ ସମୟରେ ୫-ଟିକୁ ନେଇ କଟାକ୍ଷ କରୁଥିବା  ବେଳେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ୫-ଟିକୁ ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ଯୁବତୀଙ୍କୁ ବୁଲାଇ ନେବା ବାହାନାରେ ରାତିସାରା ଜଙ୍ଗଲରେ ଅଟକ ରଖି ଦୁଷ୍କର୍ମ କରିଥିଲେ ତିନିଜଣ ଯୁବକ

ରାଉରକେଲା: ରାଉରକେଲାସ୍ଥିତ କୁଆଁରମୁଣ୍ଡା ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀଙ୍କୁ କୁଆଁରମୁଣ୍ଡା ଜଙ୍ଗଲରେ ରାତି ସାରା ଗଣଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ୩ଜଣ ଅଭିଯୁକ୍ତଙ୍କୁ କୁଆଁରମୁଣ୍ଡର ପୁଲିସ …
ଅଧିକ ଖବର ଦେଖନ୍ତୁ...

ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

କୋଲକାତା: ସ୍ୱାମୀ-ସ୍ତ୍ରୀଙ୍କ ‘ବାଘ ବଂଚାଅ’ ଅଭିଯାନ । କୋଲକତାର ଏକ ଦମ୍ପତି ‘ବାଘ ବଂଚାଅ’ ବାର୍ତ୍ତା ନେଇ ଚଳାଇଛନ୍ତି ଏକ ନିଆରା ଅଭିଯାନ । କୋଲକତାର ରତୀନ୍ଦ୍ରନାଥ ଦାସ ଏବଂ ତାଙ୍କ ପତ୍ନୀ ଗିତାଂଜଳୀ ‘ବାଘ ବଂଚାଅ’ ବାର୍ତ୍ତାକୁ ସାରା ଦେଶରେ ପହଁଚାଇବା ପାଇଁ ମୋଟର ସାଇକେଲରେ ଯାତ୍ରା…
ଅଧିକ ଖବର ଦେଖନ୍ତୁ...