Daily Archives

July 15, 2020

ସ୍ବାମୀଙ୍କ ଗାଡ଼ି ଭିତରେ ଆଉ ଜଣେ ମହିଳାଙ୍କୁ ଦେଖି ରାସ୍ତାରେ ହଙ୍ଗାମା କଲେ ସ୍ତ୍ରୀ, ମୁମ୍ବାଇରେ ଟ୍ରାଫିକ୍ ଠପ୍ !…

ମୁମ୍ବାଇ: ମହିଳାମାନେ ଯେ ନିଜ ସ୍ବାମୀଠାରୁ ପ୍ରତାରଣା କୌଣସି ମତେ ସହି ପାରନ୍ତି ନାହିଁ । ତାହାର ଏକ ଜ୍ବଳନ୍ତ ଉଦାହରଣ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଦକ୍ଷିଣ ମୁମ୍ବାଇର ଏକ ‌ରାସ୍ତା ଉପରେ ଜଣେ ମହିଳା ଯେଉଁଭଳି ଆଚରଣ ଦେଖାଇଛନ୍ତି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ନୂଆପଡା: ବୁଧବାର ନୂଆପଡା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍‌ ହାତରେ ଧରା ପଡ଼ିଛନ୍ତି। ଗିରଫ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ନାମ ରାଜକିଶୋର ସାହୁ ବୋଲି ଜଣାପଡ଼ିଛି। ଗିରଫ ହେବା ପରେ ତାଙ୍କୁ ଭବାନୀପାଟଣା ଭିଜିଲନ୍‌ସ ଅଫିସକୁ ନିଆଯାଇଛି। ସୂଚନାଯୋଗ୍ୟ, ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ଶ୍ରୀନୁ ପରିଖ୍‌ଙ୍କୁ କରୋନା, ଇନ୍‌ଷ୍ଟା ପୋଷ୍ଟ୍‌‌ରେ ଦେଲେ ସୂଚନା

ମୁମ୍ବାଇ: ଇସକ୍‌ବାଜ୍‌ ଅଭିନେତ୍ରୀ ଶ୍ରୀନୁ ପରିଖ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀ ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କ ସହ ଏହି ଖବର ସେୟାର୍‌ କରିଛନ୍ତି। ସେ ଲେଖିଛନ୍ତି କି ସେ କରୋନା ଭାଇରସ୍‌ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଏବେ ସେ ଭଦୋଦରା…
ଅଧିକ ଖବର ଦେଖନ୍ତୁ...

ଦୈନିକ ତେନ୍ତୁଳି ଖାଇଲେ ହେବ ନାହିଁ ଏହି ସବୁ ସମସ୍ୟା

ମିଠା ଓ ଖଟାର ଫଳ ହେଉଛି ତେନ୍ତୁଳି। ବିଶ୍ବ ସାରା ଲୋକେ ଏହାକୁ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରିଥାନ୍ତି। କେବଳ ସ୍ବାଦ ଦୃଷ୍ଟିରୁ ନୁହେଁ, ତେନ୍ତୁଳିର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ଏହା ସ୍ବାଦିଷ୍ଟ ହେବା ସହ ସୁସ୍ଥକର ମଧ୍ୟ। ଆପଣ ଏହାକୁ ତରକାରୀ, ଚଟଣିରେ ପକାଇ ଖାଆନ୍ତୁ…
ଅଧିକ ଖବର ଦେଖନ୍ତୁ...

ଦାନଗଦୀ : ଗୁଣି ସନ୍ଦେହରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା, କଟାମୁଣ୍ଡ ସହ ଅଭିଯୁକ୍ତକୁ ଧରିଲା ପୁଲିସ

ଦାନଗଦୀ : ଗୁଣି ସନ୍ଦେହରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ବୃଦ୍ଧାଙ୍କ ଗଣ୍ଡି ମୁଣ୍ଡ ଅଲଗା କରି ଦିଆଯାଇଛି। ପରେ ପୁଲିସ କଟାମୁଣ୍ଡ ସହ ଅଭିଯୁକ୍ତକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ଯାଜପୁରରୋଡ ଥାନା ତଥା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ଓଲଳ ପଞ୍ଚାୟତ ଗୋଡ଼ିଗୋଠ(ଛତରା) ଗ୍ରାମରେ । ମୃତ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଲା ଛୁଆ ହାତୀର ବ୍ୟାୟାମ ଭିିଡିଓ

ବେଙ୍ଗାଲୁର: ପୂର୍ବରୁ ଆମେ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ମନୋରଞ୍ଜନଧର୍ମୀ ଭିଡିଓ ସବୁ ଦେଖି‌ଛେ। ନିକଟ‌ରେ ଏକ ହାତୀ ଛୁଆର ବ୍ୟାୟାମ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚର୍ଚ୍ଚା ପାଲଟିଛି। ଜୁ ଅଫ୍‌ କର୍ଣ୍ଣାଟକର ଟ୍ବିଟର୍‌ ଆକାଉଣ୍ଟ୍‌ରେ ଦୁଇଟି ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଫଟୋ ଆଧାରରେ ଗତ ୩ ବର୍ଷ ‌ହେଲା ନାବାଳିକାଙ୍କୁ ଦୁଷ୍କର୍ମ କରି ଆସୁଥିଲେ ୨ ଭାଇ

କୋହ୍ଲାପୁର: ମହାରାଷ୍ଟ୍ରର କୋହ୍ଲାପୁର‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଦୁଇ ଭାଇ ମିଶି ଦୀର୍ଘ ୩ ବର୍ଷ ଧରି ଦୁଷ୍କର୍ମ କରିବା ସହ ବ୍ଲାକ୍‌ମେଲ୍‌ କରି ଆସୁଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କର ୪ ବନ୍ଧୁ ମଧ୍ୟ ଏହି ମାମଲାରେ ସଂପୃକ୍ତ ଥିବା ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଦ୍ବାଦଶ ପରୀକ୍ଷାରେ କେମେଷ୍ଟ୍ରିରେ ୨୪ ନମ୍ବର ରଖିଥିଲେ ବୋଲି କହି ଟ୍ବିଟର୍‌ରେ ମାର୍କସିଟ୍‌ ସେୟାର୍‌ କଲେ ଆଇଏଏସ୍‌…

ଅହମ୍ମଦାବାଦ୍‌: ବୋର୍ଡ ପରୀକ୍ଷାର ଫଳାଫଳ କେବେ ହେଲେ ଭାଗ୍ୟ ନିର୍ଦ୍ଧାରକ ନୁହେଁ। କମ୍‌ ନମ୍ବର ରଖି ମଧ୍ୟ ଉଚ୍ଚ ପଦବୀର ଅଧିକାରୀ ହେବା ସମ୍ଭବ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍‌ ଅଧିକାରୀ ନିତିନ ସଙ୍ଗୱାନ। ସେ ତାଙ୍କ ଦ୍ବାଦଶ ପରୀକ୍ଷାରେ କେମେ‌ଷ୍ଟ୍ରିରେ ୨୪ ନମ୍ବର…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ କରୋନା ପରୀକ୍ଷଣ ସଫଳ ! ସଂକେତ ଦେଲେ ଟ୍ରମ୍ପ

ଓ୍ଵାସିଂଟନ : ଆମେରିକା କରୋନା ଭାଇରସ ଟୀକା ବାହାର କରିବାରେ ସଫଳ ହୋଇଥିବା ଦାବି କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ଵିଟ କରି କହିଛନ୍ତି ଯେ କରୋନା ଟୀକା ସଂପର୍କରେ ଏକ ଭଲ ଖବର ଅଛି । ତେବେ ଏହାପରେ ସେ ଅଧିକ କିଛି ଲେଖିନାହାନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ…
ଅଧିକ ଖବର ଦେଖନ୍ତୁ...

ସ୍ୱଦେଶୀ ଜ୍ଞାନ କୌଶଳରେ ଉଦ୍ଭାବିତ ନିମୋନିଆ ପ୍ରତିଷେଧକ ଟୀକା ‘ନ୍ୟୁମୋକୋକାଲ ପଲିସାକାରାଇଡ କଞ୍ଜୁଗେଟ ଭାକ୍ସିନ’କୁ…

ନୂଆଦିଲ୍ଲୀ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ନିମୋନିଆ କ୍ଷେତ୍ରରେ ସର୍ବପ୍ରଥମ ପ୍ରତିଷେଧକ ଟୀକା ‘ପଲିସାକାରାଇଡ କଞ୍ଜୁଗେଟ ଭାକ୍ସିନ’ର ବଜାର ପ୍ରବେଶ ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଅନୁମତି ଦେଇଛନ୍ତି। ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ…
ଅଧିକ ଖବର ଦେଖନ୍ତୁ...