Daily Archives

September 1, 2020

ମାଗଣାରେ ଗ୍ୟାସ ସିଲିଣ୍ଡର ପାଇବାର ଉପାୟ, ଏହି ମାସ ସରିଯିବ ଅଫର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଚଳିତ ମାସ ସରିବାକୁ ଯାଉଛି | କେନ୍ଦ୍ର ସରକାର ୨୦୧୬ ରେ ଗରିବ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ସରକାର ଦାରିଦ୍ର୍ୟ ସୀମାରେଖା…
ଅଧିକ ଖବର ଦେଖନ୍ତୁ...

୧୦ ଟଙ୍କାରେ ମିଳିବ ୪ଟି ମୋଦୀ ଇଡ଼ଲି

ସାଲେମ: ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ ଇଡଲି ଖାଉଥିବା ଲୋକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ 'ମୋଦୀ ଇଡଲି' ବିକ୍ରୟ ପାଇଁ ଏକ ପ୍ରସ୍ତୁତି ଚାଲିଛି। ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଫେସବୁକ୍‌ ଇଣ୍ଡିଆ କର୍ମଚାରୀଙ୍କ ଆଚରଣକୁ ନେଇ ବିବାଦ; ସିଇଓ ଜୁକରବର୍ଗଙ୍କୁ ପତ୍ର ଲେଖିଲେ ଆଇଟି ମନ୍ତ୍ରୀ ରବିଶଙ୍କର…

ନୂଆଦିଲ୍ଲୀ: ରାଜନୈତିକ ପକ୍ଷପାତିତା କରୁଥିବା ଅଭିଯୋଗରେ ଏବେ ଛନ୍ଦି ହୋଇପଡ଼ିଛି ସାମାଜିକ ଗଣମାଧ୍ୟମ ଫେସ୍‌ବୁକ। ଏହି ପରିପ୍ରେକ୍ଷୀରେ ଆଜି ବେଶ କଟୁ ଓ କଡ଼ା ଶବ୍ଦ ପ୍ରୟୋଗ କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସ୍‌ବୁକୁ ସିଇଓ ମାର୍କ…
ଅଧିକ ଖବର ଦେଖନ୍ତୁ...

‘ସାମାନ୍ୟ ଚିକିତ୍ସା ଯଦି ଦେଇପାରୁନ, ଗାର୍ଡ ଅଫ୍‌ ଅନରର ମାନେ କ’ଣ’?

ବାଲେଶ୍ବର: କରୋନାରେ ଆକ୍ରାନ୍ତ ହୋଇ ଗତ ୨୭ ତାରିଖ ଦିନ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କର ମୃତ୍ୟୁ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଘଟଣାକୁ ୪ଦିନ ବିତିଥିବା ବେଳେ ସମ୍ପୃକ୍ତ ଡାକ୍ତର ଚିକିତ୍ସାଧୀନ ସମୟରେ କିପରି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ

ନୂଆଦିଲ୍ଲୀ:  ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇ ମହାକାଶ ଏବଂ ପରମାଣୁ ଶକ୍ତି ବିଭାଗ ସ୍ୱାଧୀନ…
ଅଧିକ ଖବର ଦେଖନ୍ତୁ...

ବଗଳା ଜମି ପ୍ରସଙ୍ଗରେ ସଂବିତ ପାତ୍ରଙ୍କୁ ବିଜେଡ଼ିର ଜବାବ : ଯଦି କିଛି ବେଆଇନ କାମ କରିଛୁ କୋର୍ଟକୁ ଯାଅ

ଭୁବନେଶ୍ୱର : ପୁରୀର ବଗଳା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ବିଜେପି ମୁଖପାତ୍ର ସଂବିତ ପାତ୍ରଙ୍କ ଅଭିଯୋଗର ଜବାବ ରଖିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ସଂବିତ ପାତ୍ର ମିଥ୍ୟା ଆରୋପ ଲଗାଇ ଐତିହ୍ୟ ସହର ପୁରୀର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ରେ ବଜ୍ରପାତରେ ଜଣେ ମୃତ, ଦୁଇ ଆହତ

ନୟାଗଡ଼:  ଆଜି ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷା ଓ ବଜ୍ରପାତରେ ନୟାଗଡ଼ରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।  ମୃତକଙ୍କ ନାମ ସୁଧାଂଶୁ ବେହେରା(୧୫) ବୋଲି ଜଣାଯାଇଛି। ଅନ୍ୟ ଜଣେ ନାବାଳକ ଓ ଯୁବକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଇକିରି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ୮୦ ହଜାର ପାର୍‌ ହେଲା ସମୁଦାୟ ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରୁ ଆଜି ପୁଣି ୩୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୮୦,୦୦୦ ପାର କରିଛି।  ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

‘ବେଟା, ଦୋଷୀଙ୍କୁ ଦଣ୍ଡ ମିଳିବ’: କ୍ରିକେଟର ସୁରେଶ ରାଇନାଙ୍କୁ ଟ୍ଵିଟ୍‌ କରି କହିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ଼: ପଞ୍ଜାବର ପଠାନକୋଟରେ କ୍ରିକେଟର ସୁରେଶ ରାଇନାଙ୍କ ପରିବାର ସଦସ୍ୟଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣ ଘଟଣାକୁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ତଦନ୍ତ କରିବ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶ୍ରୀ ରାଇନାଙ୍କୁ ଆଜି ସମବେଦନା ଜଣାଇବା ସହ କରିଥିବା…
ଅଧିକ ଖବର ଦେଖନ୍ତୁ...

କୂଅକୁ ‌ଡେଇଁଲେ ସ୍ତ୍ରୀ, ବଞ୍ଚାଇବା ପାଇଁ ସ୍ବାମୀ ବି ଡେଇଁଲେ; ଉଦ୍ଧାର କଲା ଦମକଳ ବାହିନୀ

ବ୍ରହ୍ମପୁର: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ଘଟିଛି ଅଘଟଣ । ସ୍ବାମୀଙ୍କ ସହିତ ଝଗଡ଼ା କରି ସ୍ତ୍ରୀ ଶେଷରେ କୂଅକୁ ଡେଇଁ ପଡ଼ିଛନ୍ତି। ସ୍ତ୍ରୀକୁ ବଞ୍ଚାଇବା ପାଇଁ ସ୍ବାମୀ ମଧ୍ୟ କୂଅକୁ ଡେଇଁ ପଡ଼ିବା ଭଳି ଘଟଣା ଘଟିଛି ବ୍ରହ୍ମପୁର ଟାଉନ୍‌ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ। ଖବର…
ଅଧିକ ଖବର ଦେଖନ୍ତୁ...