Daily Archives

October 15, 2020

ଅମାନିଆ ଡ୍ରାଇଭରଙ୍କୁ ଧରିବାକୁ କାର ଇଂଜିନ ଉପରେ ଶୋଇପଡିଲେ ଟ୍ରାଫିକ ପୁଲିସ, ଅଳ୍ପକେ ବର୍ତ୍ତିଲା ପୁଲିସଙ୍କ ଜୀବନ

ନୂଆଦିଲ୍ଲୀ: ସାବାସ ଟ୍ରାଫିକ ପୁଲିସ | କର୍ତ୍ତବ୍ୟ ପାଇଁ ଲଗାଇଲେ ଜୀବନର ବାଜି | ଅମାନିଆଙ୍କୁ ବାଟକୁ ଆଣିବାକୁ ଅଣ୍ଟା ଭିଡ଼ିଲେ ସତ କିନ୍ତୁ ମାନିଲେନି ବଦମାସ ଡ୍ରାଇଭର | ରାଜଧାନୀ ଦିଲ୍ଲୀରୁ ରାଜରାସ୍ତାରୁ ଏମିତି ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରେ ଅମାନିଆ ଡ୍ରାଇଭରଙ୍କ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂ ରାଜପୁତ ମାମଲାରେ ଶେଷ ସିଦ୍ଧାନ୍ତରେ ପହଞ୍ଚିନି ସିବିଆଇ, ଏବେ ବି ଅବ୍ୟାହତ ରହିଛି ତଦନ୍ତ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଶେଷ ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ। ଏହି ଘଟଣାର ତଦନ୍ତ ସିବିଆଇ ପକ୍ଷରୁ ଏବେ ବି ଅବ୍ୟାହତ ରହିଛି ବୋଲି ଆଜି ସିବିଆଇ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାପରେ କମିଗଲା ଅମିତ ଶାହାଙ୍କ ସମ୍ପତ୍ତି; ୩୨.୩ କୋଟିରୁ ଖସିଗଲା ୨୮.୬୩ କୋଟିକୁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାପରେ ଅମିତ ଶାହାଙ୍କର ସମ୍ପତ୍ତି କମିଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଦାଖଲ ହୋଇଥିବା ସମ୍ପତ୍ତି ଘୋଷଣାନାମା ଦର୍ଶାଇଛି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଗତ ବର୍ଷ ତୁଳନାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବୃଷ: ପୂରା ଦିନ ସ୍ଫୂର୍ତ୍ତିଶୀଳ ରହିବେ। ଯାହା ବି କାମ କରିବେ ସେଥିରେ ଧ୍ୟାନ ଲାଗି ରହିବ। କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର…
ଅଧିକ ଖବର ଦେଖନ୍ତୁ...

ବଡ଼ ବିଚିତ୍ର; ଦେଖନ୍ତୁ ଜଣେ ବୃଦ୍ଧ କିପରି ଜେସିବି ସାହାଯ୍ୟରେ କୁଣ୍ଡାଉଛନ୍ତି ନିଜ ପିଠି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜେସିବିର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ ହସିହସି ବେଦମ ହୋଇଯାଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧ ବ୍ୟକ୍ତିଙ୍କ ପିଠିରେ କୁଣ୍ଡେଇ ହେଉଛି, ଆଉ ସେ ପିଠି କୁଣ୍ଡାଇବା ପାଇଁ ଜେସିବିର ବ୍ୟବହାର କରୁଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: କିଞ୍ଜିରକେଲା ଥାନା ଅନ୍ତର୍ଗତ ଟାଟିଯୋର ଗାଁରେ ବୁଧବାର ରାତି ୮ଟାରେ କନ୍ଦର୍ପ ଭୁସି (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଗାଁର ସୁଦର୍ଶନ ମାକର (୬୦) ଟାଙ୍ଗିଆରେ ହାଣି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଟିକା ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସୁଲଭ ସମାଧାନ ଉପରେ ଧ୍ୟାନ ଦିଆଯାଉ

ନୂଆଦିଲ୍ଲୀ: କୋଭିଡ୍-୧୯ ପ୍ରତିହତ ଲାଗି ଚାଲିଥିବା ଗବେଷଣା ଏବଂ ଟିକା ବିକାଶ ପ୍ରକ୍ରିୟାର ଅଗ୍ରଗତି ମୂଲ୍ୟାୟନ କରିବାକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ କହିଲେ, ପରୀକ୍ଷା ହେଉ, ଟିକା ହେଉ ବା ଔଷଧ ହେଉ,…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାରଜା : ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଇଲେଭେନ ପଂଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଲଭ, ସେକ୍ସ ଆଉ ବ୍ଲାକମେଲ୍‌: ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ ଅଭିଯୋଗରେ ପ୍ରେମିକ ଅଟକ

ଜୟପୁର: ମହଙ୍ଗା ପଡିଛି ଯୁକ୍ତ ଦୁଇରେ ପଢୁଥିବା ଜଣେ ନାବାଳିକା ପ୍ରେମିକାଙ୍କ ସେକ୍ସ ଓ ପରବର୍ତ୍ତୀ ସମୟରେ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା। ଏହି ଅଭିଯୋଗରେ ଆଜି ଜୟପୁର ଟାଉନ ପୁଲିସ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରିଛି। ଆସନ୍ତାକାଲି ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ସମଗ୍ର ତେଲେଙ୍ଗାନାରେ ୫୦ ମୃତ

ହାଇଦ୍ରାବାଦ : ଲଘୁଚାପ ବର୍ଷା ଯୋଗୁଁ  ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେବଳ ତେଲେଙ୍ଗାନାରେ ପ୍ରାୟ ୫୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କେବଳ ରାଜଧାନୀ ହାଇଦ୍ରାବାଦରେ  ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୨୦ ଜଣ ଲୋକ ପ୍ରାଣ…
ଅଧିକ ଖବର ଦେଖନ୍ତୁ...