Daily Archives

June 9, 2021

ଭାରତକୁ ଗ୍ରିପେନ ଲଢୁଆ ବିମାନ ବିକ୍ରି ପାଇଁ ସ୍ବିଡେନର ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତକୁ ଅତ୍ୟାଧୁନିକ ଗ୍ରିପେନ ଲଢୁଆ ବିମାନ ବିକ୍ରି କରିବାକୁ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀ ପିଟର ହଲକଭିଷ୍ଟ ପ୍ରସ୍ତାବ ଦେଇଛନ୍ତି । ସ୍ବିଡେନ ପକ୍ଷରୁ ୨ୟ ଥର ପାଇଁ ଏପରି ପ୍ରସ୍ତାବ ଦିଆଯ଼ାଇଛି । ସ୍ବିଡେନର ସାବ୍ କମ୍ପାନି ଏହି ବିମାନ ନିର୍ମାଣ କରିଥାଏ । ସାବ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁ ବନ୍ଦ ହୋଇଯିବା ପରେ ବାବା କା ଢ଼ାବାକୁ ଫେରିଲେ କ୍ରାନ୍ତି ପ୍ରସାଦ, କହିଲେ, ‘ମୁଁ ଏହିଠାରେ ହିଁ ଖୁସିରେ…

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଦକ୍ଷୀଣ ଦିଲ୍ଲୀ ମାଲବୀୟ ନଗରରେ ବାବାଙ୍କ ଢ଼ାବା କାହାଣୀ ସାମ୍ନାକୁ ଆସିଥିଲା। ରାସ୍ତାପାର୍ଶ୍ବରେ ଏକ ଛୋଟ ଢ଼ାବା ଚଲାଉଥିବା କ୍ରାନ୍ତି ପ୍ରସାଦ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଜଣେ ଫୁଡ଼ ବ୍ଲଗର ତାଙ୍କର ଏକ ଭିଡିଓ କରିଥିଲେ, ଯେଉଁଥିରେ ୮୦ବର୍ଷର ବାପା କା…
ଅଧିକ ଖବର ଦେଖନ୍ତୁ...

କରୋନାର ୩ୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଥମ ଲହରରେ ମଧ୍ୟ ଶିଶୁମାନେ କରୋନାରେ ପୀଡିତ ଥିଲେ । ଦ୍ୱିତୀୟ ଲହରେ ଶିଶୁମାନେ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭବିଷ୍ୟତରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବୟସ୍କମାନଙ୍କୁ ଟିକାକରଣ କରାଯାଉଛି ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରର ୩ଟି ସ୍ଥାନରେ ଡ୍ରାଇଭ୍‌-ଇନ୍ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ନୂଆ ୩ଟି ସ୍ଥାନରେ ଡ୍ରାଇଭ-ଇନ୍ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ପାଇଁ ଆଜି ସନ୍ଧ୍ୟା ୭ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ୧୮ରୁ ୪୪ ବର୍ଷ ବୟସ ବର୍ଗ ପ୍ରଥମ ଡୋଜ ପାଇଁ ଏହି ୩ଟି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଛୁଇଁଲା ମୌସୁମୀ, ୨ ଦିନ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆହୁରି ଅଗ୍ରଗତି କରି ମୁମ୍ବାଇ, ସମଗ୍ର କୋଙ୍କଣ ଅଞ୍ଚଳ, ଉତ୍ତର ଆରବ ସାଗର ଓ ଆଭ୍ୟନ୍ତରୀଣ ମହାରାଷ୍ଟ୍ରର ଆଉ କେତେକ ଅଂଚଳ, ଦକ୍ଷିଣ ଗୁଜୁରାଟ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଶକୁ ଛୁଇଁଛି । ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ…
ଅଧିକ ଖବର ଦେଖନ୍ତୁ...

ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ବାସୁଦେବପୁର: ଭଦ୍ରକ ଜିଲ୍ଲା ନୟକନିଦିହି ଥାନା ଅନ୍ତର୍ଗତ ମଲିକଦେଇପୂର୍ ପଞ୍ଚାୟତର ବ୍ରଜନନ୍ଦପୂର୍ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ସମ୍ପର୍କୀୟା ଭଉଣୀଙ୍କର  ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ସଦାନନ୍ଦ ଘଡେଇଙ୍କର୧୨ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଓ ତାଙ୍କର…
ଅଧିକ ଖବର ଦେଖନ୍ତୁ...

୭କୋଟି ଟଙ୍କାର କ୍ଷତି କରିବା ପରେ ଦେଖନ୍ତୁ ଥକ୍କି ପଡ଼ି ଜଣକ ଉପରେ ଜଣେ କିପରି ଶୋଇ ପଡ଼ିଛନ୍ତି ହାତୀପଲ

ମୁମ୍ବାଇ: ଚୀନରେ ଜଙ୍ଗଲି ହାତୀଙ୍କ ଏକ ପଲ ଉତ୍ପାତ କରୁଛନ୍ତି। ଅ‌ନେକ ଫସଲ ନଷ୍ଟ କରି ୫୦୦କିମି ଚାଲିଚାଲି ଥକ୍କି ପଡ଼ିବା ପରେ ୧୫ଟି ହାତୀ ଜଣକ ଉପରେ ଜଣେ ଶୋଇ ପଡ଼ିଥିବାର ଦେଖିବାକୁ ମିଳୁଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚୀନର ରାଜ୍ୟ ଟେଲିଭିଜନ ୧୫ଟି ହାତୀ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ବିଏମ୍‌ସିକୁ ପୁଣି ୨୦ କୋଟି ଟଙ୍କା ମଂଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମକୁ ପୁଣି ୨୦ କୋଟି ଟଙ୍କା ମଂଜୁରୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟଙ୍କା ମଂଜୁର କରିଛନ୍ତି । କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ-ରଜ ପାଇଁ କରୋନା କଟକଣାକୁ ଫାଙ୍କିଦେଲେ: ଆଖି ବୁଜି ଦେଲା ଜଗତସିଂହପୁର ପୁଲିସ ଓ ପ୍ରଶାସନ

ଜଗତସିଂହପୁର ଟାଉନ୍‌: କରୋନାର ଭୟାବହତା ଯୋଗୁଁ ବାରମ୍ବାର ସଚେତନତା କରିବା ପରେ ମଧ୍ୟ ଜଗତସିଂହପୁର ବଜାରରେ ଯେଉଁ ଭଳି ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଲା ତାହା ସବୁ ସୀମାସରହଦକୁ ଟପି ଯାଇଥିଲା । ସାବିତ୍ରୀ ଓ ରଜ କିଣା କିଣି ପାଇଁ କରୋନା କଟକଣାକୁ ଫୁ କରି ଦେଲେ ଲୋକ । ଏପଟେ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା, ବଢିଲା ଖରିଫ ଫସଲର ଏମଏସପି

ନୂଆଦିଲ୍ଲୀ : ଦେଶର ଲକ୍ଷ ଲକ୍ଷ ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ବର୍ଷ ୨୦୨୧-୨୨ ପାଇଁ ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଂଜୁର କରିଛି ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...