Daily Archives

June 19, 2021

କରୋନା କାରୁଣ୍ୟ: ୨୪ଘଣ୍ଟା ନପୁରୁଣୁ ଦୁଇ ଭାଇ ଡ଼କାଡକି ହୋଇ ଚାଲିଗଲେ

ଜୟପୁର: ମହାମାରୀ କରୋନା ବହୁ ପରିବାରକୁ ଉଜାଡିଲାଣି। ଆଉ ଗୋଟିଏ ପରିବାରର ୨ ଭାଇ ଏହି ପର୍ଦ୍ଧରେ ସାମିଲ ହୋଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ କୋଭିଡରେ ଆକ୍ରାନ୍ତ ବଡ଼ ଭାଇ ଓ ସାନ ଭାଇ ଡକାଡକି ହୋଇ ଆରପାରିକୁ ଚାଳିଯାଇଛନ୍ତି। ଏଭଳି ଘଟଣାଟି ହୋଇଛି ଜୟପୁର ବ୍ଲକର ଡାଙ୍ଗରା ଗାଁରେ। ଏହି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଲେ ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପସ୍ଥିତିରେ ଅମରନାଥ ଯାତ୍ରାର ସୁରକ୍ଷା ପ୍ରସଙ୍ଗର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆତଙ୍କବାଦୀ ସଂଗଠନରେ ନୂତନ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ହୁତହୁତ ହୋଇ ଜଳିଲା ଗ୍ୟାସ ଟାଙ୍କି, ପୋଡିଗଲା ଗୁହାଳ

ବାଲିପାଟଣା: ଆଜି ସନ୍ଧ୍ୟାରେ ପମ୍ପାଲୋ ପଞ୍ଚାୟତ ନୂଆପଡା ଗ୍ରାମରେ କାଳନ୍ଦୀ ରାଉତରାୟଙ୍କ ଗ୍ୟାସ ଟାଙ୍କିରେ ନିଆଁ ଲାଗି ହୁତହୁତ ହୋଇ ଜଳିଥିଲା। ଘରେ ରୋଷେଇ ପ୍ରସ୍ତୁତ ହେଉଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପରେ ଘରକୁ ଲାଗି ରହିଥିବା ପ୍ରେମାନନ୍ଦ ରାଉତରାୟଙ୍କ ଗୁହାଳକୁ…
ଅଧିକ ଖବର ଦେଖନ୍ତୁ...

ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ମିଲରେ ଚଢଉ ଜଣେ ଗିରଫ 

ଭଞ୍ଜନଗର: ଅପମିଶ୍ରଣକାରୀଙ୍କ ବିରୋଧରେ ପୁଲିସ୍ ପୁରା ଆକ୍ସନ୍ ମୁଡ଼ରେ ରହିଛି। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ଚଢଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆଜି ଭଞ୍ଜନଗର ଥାନା ଅଧୀନ ଏନ୍ଏସି ରୋଡ଼ ଗଳିରେ ଥିବା ଏକ ମିଲ୍ ଉପରେ ପୁଲିସ୍ ପକ୍ଷରୁ ଚଢଉ କରାଯାଇଛି। ସେଠାରେ ହଳଦୀ ଏବଂ…
ଅଧିକ ଖବର ଦେଖନ୍ତୁ...

ବର୍ଷାଋତୁରେ ବଢୁଛି ସାପ କାମୁଡା ମାମଲା: କ୍ବାକ୍ ଗୁଣିଆ ଭରସାରେ ଚାଲିଯାଉଛି ଅମୂଲ୍ୟ ଜୀବନ 

ଭଞ୍ଜନଗର: ବର୍ଷା ଦିନ ଆସିଲେ ବିଭିନ୍ନ ଗାତ ଓ ସନ୍ଧିରେ ରହୁଥିବା ସରୀସୃପମାନେ ଘର ମୁହାଁ ହୋଇଥାନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ପ୍ରାୟ ଚାଳ ଛପର ଓ ଟିଣ ଘର ରହିଥିବାରୁ ସାପମାନେ ଘର ଭିତରକୁ ପ୍ରବେଶ କରିଥାନ୍ତି। ଲୋକମାନେ ବିଷଧର ସାପମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ ଏ.କେ ଶର୍ମା ହେଲେ ଉତ୍ତରପ୍ରଦେଶ ବିଜେପିର ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖଲୋକ ବୋଲି କୁହାଯାଉଥିବା ପୂର୍ବତନ ଆଇଏଏସ ଅଧିକାରୀ ଏ.କେ ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି । ଆଜି ଏ.କେ ଶର୍ମାଙ୍କୁ ରାଜ୍ୟ ବିଜେପିର ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି । ଗୁଜୁରାଟ କ୍ୟାଡରର ୧୯୮୮ ବ୍ୟାଚର ଆଇଏଏସ୍…
ଅଧିକ ଖବର ଦେଖନ୍ତୁ...

ରବି ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମବାୟ ସମିତିରେ ଉତ୍ତେଜନା 

ଯାଜପୁର: ରବି ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମବାୟ ସମିତିରେ ଉତ୍ତେଜନା। ଭାରପ୍ରାପ୍ତ ଏ ଆର ସି ଏସ ଏବଂ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସମିତି ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଚାଷୀ। ଦଶରଥପୁର ବ୍ଲକ କମାରଡ଼ିହ ସେବା ସମବାୟ ସମିତିରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା । ଆଜି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୨୮୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୮୦୦

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୮୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୮୦୦ ଆକ୍ରାନ୍ତ ସାମିଲ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇର ଚିଡିଆଖାନାରେ ୪ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ

ଚେନ୍ନାଇ: କରୋନା ଭୂତାଣୁ କେବଳ ମଣିଷମାନଙ୍କ ଶରୀରରେ ପ୍ରବେଶ କରିବା ନେଇ ଧାରଣା ଏବେ ଭୂଲ ପ୍ରମାଣିତ ହୋଇଛି । ଚେନ୍ନାଇର ଆରିଗନାର ଜୁଲୋଜୀ ପାର୍କରେ ୪ ଟି ସିଂହଙ୍କ ଠାରେ କରୋନାର ଡେଲାଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୪ ଟି ସିଂହ…
ଅଧିକ ଖବର ଦେଖନ୍ତୁ...

ଯୁବତୀମାନଙ୍କୁ ଆକର୍ଷିତ କରିବା ପାଇଁ ନକଲି ସେନା ଅଧିକାରୀ ସାଜିବା ସ୍କୁଲ ସୁରକ୍ଷାକର୍ମୀକୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସେନା ଅଧିକାରୀ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତିକୁ ଦକ୍ଷିଣ ଦିଲ୍ଲୀ ପୁଲିସ ଗିରଫ କରିଛି। ପଚରାଉଚରାରୁ ଜଣାପଡିଛି ଯେ ସେ ସୋସିଆଲ ମିଡିଆରେ ଯୁବତୀମାନଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ସେନାର କ୍ୟାପଟେନ ଶେଖର ଭାବରେ ପରିଚୟ ଦେଇଥିଲା। ଦିଲୀପ କୁମାର ନାମକ ଏହି ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...