Daily Archives

June 19, 2021

କରୋନା ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ବନ୍ଦ ହେଲା ହରିଦ୍ୱାରରେ ହେବାକୁ ଥିବା ଗଙ୍ଗା ସ୍ନାନ

ନୂଆଦିଲ୍ଲୀ: ବନ୍ଦ ହେଲା ହରିଦ୍ୱାରରେ ହେବାକୁ ଥିବା ଗଙ୍ଗା ସ୍ନାନ | ଜୁନ୍ ୨୦ ଏବଂ ଜୁନ୍ ୨୧ରେ ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗଙ୍ଗା ସ୍ନାନକୁ କରୋନା ମହାମାରୀ କାରଣରୁ ରଦ୍ଦ କରିଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହେତୁ ଭକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ଶିକାରୀଙ୍କ ଉଦ୍ୟମ ବିଫଳ; ଉଦ୍ଧାର ହରିଣକୁ ଅଭୟାରଣ୍ୟରେ ଛାଡ଼ିଲା ବନ ବିଭାଗ

ନୂଆପଡ଼ା: ଶିକାରୀଙ୍କ ଉଦ୍ୟମ ବିଫଳ ହୋଇଛି । ବନ ବିଭାଗ ଏକ ବାଟବଣା ହରିଣକୁ ଉଦ୍ଧାର କରି ଅଭୟାରଣ୍ୟରେ ଛାଡ଼ିଛି । ସୂଚନା ଅନୁସାରେ, ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରୁ ଏକ ବାଟବଣା ହରିଣ ଖାଇରଭାଡ଼ି ଗାଁ ଭିତରକୁ ପଶି ଆସିଥିଲା । କୋମନା ବନ୍ୟ ପ୍ରାଣୀ ବିଭାଗ…
ଅଧିକ ଖବର ଦେଖନ୍ତୁ...

ସପ୍ତାହକ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦୁଇ ଥର ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି କେନ୍ଦ୍ର ରାଜ୍ୟମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗ ଫେରିବା ପୂର୍ବରୁ ଦିଲ୍ଲୀରେ ଭେଟିଛନ୍ତି। ଏହାପୂର୍ବରୁ ଗୁରୁବାର ମଧ୍ୟ ରାଜ୍ୟପାଳ ଜଗଦୀପ ଧନଖଡ଼ ଅମିତ ଶାହାଙ୍କୁ ଭେଟିଥିଲେ। ପଶ୍ଚିମବଙ୍ଗର ସାମ୍ପ୍ରତିକ ପରିସ୍ଥିତି ଏବଂ ଆଇନ…
ଅଧିକ ଖବର ଦେଖନ୍ତୁ...

ମହିଳା ବିଚାରପତିଙ୍କୁ ‘ନାପସନ୍ଦ’ ଜନ୍ମଦିନ ବାର୍ତ୍ତା ପଠାଇ ୪ ମାସ ହେବ ଜେଲ୍‌ରେ ଥିବା ଓକିଲଙ୍କୁ ଏହି ସର୍ତ୍ତରେ…

ଭୋପାଳ: ଗତ ୪ ମାସ ହେଲା ଜଣେ ମହିଳା ବିଚାରପତିଙ୍କୁ ନାପସନ୍ଦ ଜନ୍ମଦିନ ବାର୍ତ୍ତା ପଠାଇ ଜେଲ୍‌ରେ ଥିବା ଓକିଲଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ଯଦି ସେ ଜାମିନ୍‌ରେ ଆସି ଉକ୍ତ ବିଚାରପତିଙ୍କ ସହ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷା ଭାବେ କଥା ହେବାକୁ ଚେଷ୍ଟା କରନ୍ତି…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର ଭଉଣୀଙ୍କୁ ଦୁର୍ବୃତ୍ତଙ୍କ ଠାରୁ ଉଦ୍ଧାର କରିବା ପାଇଁ ଟ୍ରେନର ୨୩୦କିମି ପର୍ଯ୍ୟନ୍ତ ପିଛା କରିଥିଲେ ଦୁଇବନ୍ଧୁ

ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ବିସଣ୍ଡା ଥାନା ଅଞ୍ଚଳର ଜଣେ ମୁସଲମାନ ଯୁବକଙ୍କ ଭଉଣୀଙ୍କୁ ହିନ୍ଦୁ ସାଙ୍ଗ ଦୁର୍ବୃତ୍ତମାନଙ୍କ କବଳରୁ ଉଦ୍ଧାର କରିଥିବା ଘଟଣା ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ, ବିସଣ୍ଡା ଥାନା ପରିସରରେ ଥିବା ଗାଁର ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗାଁର କିଛି…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ମିଲ୍‌ଖା ସିଂହଙ୍କ ଅନ୍ତିମ ସଂସ୍କାର

ଚଣ୍ଡୀଗଡ଼: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ମିଲ୍‌ଖା ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି | ଅନ୍ତିମ ସଂସ୍କାର ସମୟରେ ମିଲ୍‌ଖା ସିଂହଙ୍କ ପୁଅ ଗୋଲଫର ଜୀବ ମିଲ୍‌ଖା ସିଂହ ଓ ତିନି ଜଣ ଝିଅ ଉପସ୍ଥିତ ଥିଲେ | ଏହା ସହ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଶେଷ ଦର୍ଶନ ପାଇଁ…
ଅଧିକ ଖବର ଦେଖନ୍ତୁ...

ହେମଗିର ଥାନା ଗାଡ଼ି ଦୁର୍ଘଟଣା ମାମଲା: ଚିକିତ୍ସାଧୀନ ହାବିଲଦାର ମୃତ

ସୁନ୍ଦରଗଡ଼: ୧୬ ତାରିଖ ଅପରାହ୍ନରେ ହେମଗିର ଥାନା କାଲୋବାହାଲ ଛକ ନିକଟରେ ପୁଲିସ ଗାଡ଼ି ଭାରସାମ୍ୟ ହରାଇ ଗଛକୁ ପିଟି ଚୂରମାର ହୋଇଯାଇଥିଲା।  ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣେ ଓପିଏଫ୍ ଯବାନ ଅନିଲ ଏକ୍କା (୩୬)ଙ୍କ ମୃତ୍ୟୁ ହୋଇଯାଇଥିଲା। ସୁନିଲ ନାଏକ ନାମକ କ୍ରାଇମ୍ ହାବିଲଦାର ଗୁରୁତର…
ଅଧିକ ଖବର ଦେଖନ୍ତୁ...

ମାଳିସାହିରୁ ଶିଶୁ ପୁତ୍ରକୁ ଉଦ୍ଧାର, ୧୦ ଦିନର ନବଜାତକକୁ ୧୦ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମାଳି ସାହିରୁ ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ । ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ । ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ…
ଅଧିକ ଖବର ଦେଖନ୍ତୁ...

୯ ବର୍ଷ ତଳର ହତ୍ୟା ମାମଲା: ତଦନ୍ତ ଆରମ୍ଭ, ଚନ୍ଦକା ପୁଲିସର ୪ ଜଣିଆ ଟିମ୍ ପହଞ୍ଚିଲା କାମାକ୍ଷାନଗର

କାମାକ୍ଷାନଗର: ଦୀର୍ଘ ୯ ବର୍ଷ ପୂର୍ବରୁ ହୋଇଥିବା ହତ୍ୟାକାଣ୍ଡର ତଦନ୍ତ ପାଇଁ ପୁଲିସ ତତ୍ପରତା ଦେଖାଇଛି । ୨୦୧୨ ମସିହା ମେ' ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଗୋଠପାଟଣାର ଏକ ଆମ୍ବ ବଗିଚାର ଏକ ବୁଦାରୁ ମିଳିଥିଲା ଜଣେ ଅଚିହ୍ନା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ। ମହିଳାଙ୍କ ବୟସ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ହିଂସା ସହ ଜଡିତ ମାମଲା ଶୁଣାଣି ପୂର୍ବରୁ ଓହରିଗଲେ ଜଷ୍ଟିସ ଇନ୍ଦିରା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ହିଂସା ଘଟଣାରେ ଦୁଇ ବିଜେପି କର୍ମୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁଇ କର୍ମୀଙ୍କର ପରିବାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ଆବେଦନ ଉପରେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟର…
ଅଧିକ ଖବର ଦେଖନ୍ତୁ...