Monthly Archives

July 2021

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁପୁତ୍ରକୁ ହତ୍ୟା; ଅଭିଯୁକ୍ତର ଆତ୍ମସମର୍ପଣ, ଏମ-୧୯ରେ ଉତ୍ତେଜନା

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୯ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏମଭି-୧୯ ଗ୍ରାମର ହରଧନ ମଣ୍ଡଳ ଏବଂ ବିକାଶ ରାୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା କୌଣସି ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଇସ୍ପାତ ଶିଳ୍ପ ସହ ଜଡ଼ିତ ଆନୁଷଙ୍ଗିକ ଶିଳ୍ପସଂସ୍ଥାଗୁଡ଼ିକର ପୁନରୁଦ୍ଧାର କରାଯାଉଛି : କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଭୁବନେଶ୍ବର : ଇସ୍ପାତ କ୍ଷେତ୍ର ଓ ଏହା ସହତି ଜଡ଼ିତ କ୍ଷୁଦ୍ର ଓ ମଧ୍ୟମ ଆନୁଷଙ୍ଗିକ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ଲାଗି ସରକାର କାର୍ୟ୍ୟ କରୁଛନ୍ତି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ କହିଛନ୍ତି । ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇ ପକ୍ଷରୁ ଖଣି ଓ…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ନିଜ ନାଁରୁ ଅକ୍କିନେନି ହଟାଇଲେ ସାମନ୍ଥା, ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା ନେଇ…

ନୂଆଦିଲ୍ଲୀ: ଚଳିତ ବର୍ଷ ଅନେକ ସେଲିବ୍ରିଟିମାନେ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ବେଳେ ଅନେକ ଷ୍ଟାର ଦମ୍ପତି ପରସ୍ପରଠାରୁ ଅଲଗା ହୋଇଛନ୍ତି | କିଛି ଦିନ ତଳେ ବଲିଉଡ ଅଭିନେତା ଆମିର ଖାନ ନିଜ ପତ୍ନୀଙ୍କଠାରୁ ଅଲଗା ହେଉଥିବା ନେଇ ଜଣାଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା |…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୮୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୯

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୮୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୫୯ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୬ ହଜାର ୮୨୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ମହାଳୟା ପିଣ୍ଡଦାନ ପାଇଁ ଚାଲିବ ସ୍ବତନ୍ତ୍ର ରେଳ, ସେପ୍ଟେମ୍ବର ୨୫ରେ ସିକନ୍ଦରାବାଦରୁ ବାହାରିବ ଟ୍ରେନ୍

ଭଦ୍ରକ: ମହାଳୟା ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ଇଣ୍ଡିଆନ୍ ରେଲୁୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ପକ୍ଷରୁ ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର କ୍ଷେତ୍ରୀୟ ପ୍ରବନ୍ଧକ ଡା. କ୍ରାନ୍ତି ପି. ସାବରକର ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ତାଲିବାନ ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକ କଲା ଆଫଗାନ ସେନା, ୨୧ ଆତଙ୍କବାଦୀ ନିହତ

କାବୁଲ: ଶୁକ୍ରବାର ରାତିରେ ଆଫଗାନିସ୍ତାନ ସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଆଫଗାନିସ୍ତାନର ଉତ୍ତର ଜାୱାଜାନରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯିବାରୁ ୨୧ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସେନାର…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଓଡ଼ିଶାରେ ବର୍ଷା କମିବ, ଅଗଷ୍ଟ ୩ ପରେ ପୁଣି ବଢିବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି । ଫଳରେ ଆଜିଠାରୁ ଓଡ଼ିଶାରେ ବର୍ଷା କମିବା ସହ ପାଗ ବଦଳିବା ଆରମ୍ଭ କରିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଲଘୁଚାପ ଏବେ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟ, ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ମନର କଥା

ନୂଆଦିଲ୍ଲୀ: ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟ । ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସମାଜ ସେବା କରିବାକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ହର୍ଣ୍ଣ ଶୁଣି ବଡ଼ ବଡ଼ ଦୁର୍ଘଟଣାକୁ ଅଟକାଇଥାନ୍ତି ଟ୍ରେନ ଗାର୍ଡ, ହର୍ଣ୍ଣ ଜରିଆରେ ସମସ୍ୟା ଜଣାନ୍ତି ଲୋକୋ ପାଇଲଟ

ନୂଆଦିଲ୍ଲୀ: ଟ୍ରେନରେ ଆପଣ ନିଶ୍ଚେ ଯାତ୍ରା କରିଥିବେ । ଆଉ ଯଦି ନ ବି କରିଥିବେ ତେବେ ଟ୍ରେନର ହର୍ଣ୍ଣ ନିଶ୍ଚେ ଶୁଣିଥିବେ । ଅଲଗା ଅଲଗା ଷ୍ଟେସନରେ ଟ୍ରେନ ବିଭିନ୍ନ ପ୍ରକାରର ହର୍ଣ୍ଣ ବଜାଇଥାଏ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ହର୍ଣ୍ଣ ପଛରେ ଅନେକ କାରଣ ରହିଛି । ଟ୍ରେନ ହର୍ନରେ…
ଅଧିକ ଖବର ଦେଖନ୍ତୁ...

ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ : ସେମିରେ ହାରିଲେ ସିନ୍ଧୁ

ଟୋକିଓ : ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି.ସିନ୍ଧୁ ସେମି ଫାଇନାଲରେ ହାରିଯାଇଛନ୍ତି । ସେ ତାଇଓ୍ବାନର ତାଇ ଜୁ ଇଙ୍ଗଙ୍କଠାରୁ ପରାଜିତ ହୋଇଛନ୍ତି । ସେ ଏବେ କାଂସ୍ୟ ବା ବ୍ରୋଞ୍ଜ ପଦକ ପାଇଁ ଖେଳିବେ । ଗତକାଲି ସିନ୍ଧୁ ବିଶ୍ବର ୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳୀ ଜାପାନର ଆକେନ…
ଅଧିକ ଖବର ଦେଖନ୍ତୁ...