Daily Archives

January 6, 2022

ପୂର୍ଣ୍ଣ ନିଷ୍ଠା ଓ ସହୃଦୟତାର ସହ କୋଭିଡ୍‌ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍ପିଟାଲସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍‌ରେ ବିଭିନ୍ନ ଜିଲ୍ଲାପାଳ, ପୌର କମିସନର, ସରକାରୀ ଏବଂ ଘରୋଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଆନନ୍ଦିତ ରହିବ। ନୂଆ ବିଚାର ଆପଣଙ୍କୁ ଆର୍ଥିକ ଉନ୍ନତି ଦେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବୃଷ: ଲକ୍ଷ୍ୟ ଆଡ଼କୁ ଧ୍ୟାନ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି କୌଣସି ନୂଆ ଯୋଜନା କରିବେ।…
ଅଧିକ ଖବର ଦେଖନ୍ତୁ...

ଜୋହାନେସବର୍ଗ ଟେଷ୍ଟ : ଭାରତକୁ ୭ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଜୋହାନେସବର୍ଗ : ଜୋହାନେସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଖେଳାଯାଇଥିବା ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ସିରିଜ ୧-୧ ସ୍ତରକୁ ଆସିଯାଇଛି । ବିଜୟ ପାଇଁ ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଆନ୍ତଃରାଜ୍ୟ ଟ୍ରାନ୍‌ସମିସନ ପ୍ରଣାଳୀ-ସବୁଜ ଇନ୍ଧନ କରିଡର ୨ୟ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୨,୦୩୧ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଆନ୍ତଃରାଜ୍ୟ ଟ୍ରାନ୍‌ସମିସନ ପ୍ରଣାଳୀ ନିମନ୍ତେ ସବୁଜ ଇନ୍ଧନ କରିଡର ପର୍ଯ୍ୟାୟ-୨କୁ ମଞ୍ଜୁର କରାଯାଇଛି। ଏ ଯୋଜନାରେ ପାଖାପାଖି ୧୦,୭୫୦…
ଅଧିକ ଖବର ଦେଖନ୍ତୁ...

ଛୁଟି କାଟି ଫେରିବା ପରେ ହଜିଗଲା ନିଦ, ୪ ବର୍ଷ ହେଲା ପଡ଼ୁନି ଆଖି ପଲକ

ନୂଆଦିଲ୍ଲୀ: କୁହାଯାଏ ଶରୀରକୁ ସୁସ୍ଥ ରଖିବାକୁ ହେଲେ ୬ରୁ ୭ ଘଣ୍ଟା ଶୋଇବା ନିହାତି ଜରୁରୀ । ଠିକ ଭାବରେ ନଶୋଇବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଯିବା ଆରମ୍ଭ ହୋଇଥାଏ। ମୁଣ୍ଡ ବିନ୍ଧା ସହ ରକ୍ତଚାପ ବଢ଼ିବା ଭଳି ସମସ୍ୟା ଆରମ୍ଭ ହୁଏ। ଦୈନିକ ଠିକ ଭାବରେ ଶୋଇବା ପାଇଁ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ

କଟକ: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୦୨୧, ଡିସେମ୍ବର ୨୧ରେ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଗୋବିନ୍ଦଙ୍କ ଜାମିନ ଖାରଜ ହେବା ପରେ ସେ ଆଜି ହାଇକୋର୍ଟରେ ନିୟମିତ ଜାମିନ…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା ମର୍ଡର ଘଟଣା: ଧର୍ମେନ୍ଦ୍ର କହିଲେ- ‘ଓଡିଶା ସରକାରଙ୍କ ଦିନ କାଳ ସରି ସରି ଆସୁଛି’

ଭୁବନେଶ୍ବର: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ବିତି ଯାଇଥିବାବେଳେ କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଭିସି ଜରିଆରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…
ଅଧିକ ଖବର ଦେଖନ୍ତୁ...

ତେଲଦର ବଢିବାରୁ କାଜାଖସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ! ୧୨ ମୃତ

ଅଲମାଟି : କାଜାଖସ୍ତାନରେ ଦେଖାଦେଇଥିବା ସରକାର ବିରୋଧୀ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି । ଏହା ଧୀରେ ଧୀରେ ଗୃହଯୁଦ୍ଧରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆଜି ଏହି ହିଂସା ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ଓ ପୁଲିସ କର୍ମୀ…
ଅଧିକ ଖବର ଦେଖନ୍ତୁ...

ନ୍ୟୁଟନଙ୍କ ଚତୁର୍ଥ ନିୟମ ପ୍ରଶ୍ନର ଏଭଳି ଉତ୍ତର ଲେଖିଲା ପିଲା

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କରୋନାଭାଇରସ୍ ମହାମାରୀ କାରଣରୁ ପିଲାମାନେ କ୍ରମାଗତ ଭାବରେ ସେମାନଙ୍କ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ଅନଲାଇନରେ ପାଠପଢ଼ା ସହିତ ଅନଲାଇନରେ ପରୀକ୍ଷା ଦେବାକୁ ପଡୁଛି। କେବଳ ଏତିକି ନୁହେଁ, ପିଲାମାନେ ନିଜ ସାଙ୍ଗମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚାଷୀମାନେ ଦେଢ ବର୍ଷ ଦିଲ୍ଲୀ ସୀମାରେ ବସିଥିଲେ, ମୋଦୀ ୧୫ ମିିନିଟ୍ ଅଟକିଲେ ବୋଲି ଅସୁବିଧା ହୋଇଗଲା : ସିଦ୍ଧୁ

ଚଣ୍ଡିଗଡ଼: ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ୍ ୧୫ରୁ ୨୦ ମିନିଟ୍ ଧରି ଓଭରବ୍ରିଜ୍ ଉପରେ ଅଟକି ରହିବା ପରେ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂହ ସିଦ୍ଧୁ । ଗୁରୁବାର ସିଦ୍ଧୁ ବରନାଲରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...