Monthly Archives

February 2022

ଆକ୍ରମଣ ଭୟ ପାଇଁ ଆସୁନଥିଲେ, ୨୪ବର୍ଷ ପରେ ରାଜି ହେବାରୁ ଅଷ୍ଟ୍ରେଲିଆର ଏହି ଖେଳାଳିଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତ କରିଛି। ଉଭୟ ଦେଶର ସରକାର ଏବଂ ଖେଳାଳି ସଂଘ ସହ ଆଲୋଚନା କରିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଚଳିତ ବର୍ଷ ମାର୍ଚ ୪ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାକିସ୍ତାନ ସହ ୩ ଲେଖାଏଁ ଟେ‌ଷ୍ଟ୍‌ ଓ…
ଅଧିକ ଖବର ଦେଖନ୍ତୁ...

ନବଜାତ ଝିଅ ପରେ ବାପାଙ୍କୁ ହରାଇଲେ କ୍ରିକେଟର ବିଷ୍ଣୁ ସୋଲଙ୍କି

ଭୁବନେଶ୍ୱର: ବରୋଦା କ୍ରିକେଟର ବିଷ୍ଣୁ ସୋଲଙ୍କିଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। କିଛି ଦିନ ପୂର୍ବେ ସେ ତାଙ୍କର ନବଜାତ ଝିଅକୁ ହରାଇଥିବା ବେଳେ ପୁଣି ତାଙ୍କ ପିତାଙ୍କର ହୃତଘାତରେ ଦେହାନ୍ତ ହୋଇଥିବା ଖବର ମିଳିଛି। ଏହି ଖବର ପାଇବା ସମୟରେ ସେ କଟକରେ ଚଣ୍ଡିଗଡ଼ ବିପକ୍ଷରେ ରଣଜୀ…
ଅଧିକ ଖବର ଦେଖନ୍ତୁ...

ବାରଣାସୀକୁ ସାପ୍ତାହିକ ତୀର୍ଥ ଟ୍ରେନ୍ ଚଳାଚଳ ପାଇଁ ଦାବି

ରାୟଗଡ଼ା: ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ରାୟଗଡ଼ା ଗସ୍ତରେ ଆସି କୋରାପୁଟ-ରାୟଗଡ଼ା ରେଳପଥର ନୀରିକ୍ଷଣ କରିଛନ୍ତି। କୋରାପୁଟ ଷ୍ଟେସନରେ ପହଞ୍ଚିବା ପରେ ଶ୍ରୀମତି ଯୋଶୀ ବିଭିନ୍ନ ଉନ୍ନୟନମୂଳକ କାମ ସହ ନିର୍ମାଣଧୀନ ଦ୍ବିତୀୟ ଲାଇନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ସେମାନେ ପ୍ରକୃତ ଭାରତୀୟ ନୁହନ୍ତି : ବିଶ୍ବକପ ପରାଜୟ ପରେ ହୋଇଥିବା ସମାଲୋଚନାକୁ ନେଇ ମୁହଁ ଖୋଲିଲେ ସାମି

ମୁମ୍ବାଇ : ଗତ ବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ପାକିସ୍ତାନଠାରୁ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ ହେବା ପରେ କିଛି ଲୋକ ସୋସିଆଲ ମିଡିଆରେ ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ଟାର୍ଗେଟ୍ କରିଥିଲେ । ଏହା ସହିତ ତାଙ୍କ ଧର୍ମକୁ ନେଇ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ଏହି ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ସାହାଯ୍ୟରେ ଋଷ ଟ୍ୟାଙ୍କକୁ ଟାଣିନେଇଗଲେ ୟୁକ୍ରେନ ଚାଷୀ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ କାହାଣୀ ସାମ୍ନାକୁ ଆସୁଛି | ଯୁଦ୍ଧ ଚାଲିଥିବାବେଳେ ଏବେ ୟୁକ୍ରେନର ସାଧାରଣ ନାଗରିକ ବନ୍ଧୁକ ଉଠାଇବାର ଭିଡିଓ ସାମ୍ନାକୁ ଆସିଛି | ଏହା ବାଦ ୟୁକ୍ରେନ ରାଷ୍ଟ୍ରପତିଙ୍କ ସାହସିକତା ବିଷୟରେ ମଧ୍ୟ ଆଲୋଚନା ଚାଲିଛି । ଏସବୁ…
ଅଧିକ ଖବର ଦେଖନ୍ତୁ...

ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଉପରେ ତୃତୀୟ ଉଚ୍ଚ ସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ଉଚ୍ଚ ସ୍ତରୀୟ ବୈଠକ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ବୈଠକ କରିସାରିଥିବା ବେଳେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ପାଲଟା ଜବାବ ଦେଲେ ପୁଟିନ: ୩୬ଟି ଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଲେ

ନୂଆଦିଲ୍ଲୀ: ୟୁକ୍ରେନ ଉପ‌ରେ ଆକ୍ରମଣ କରିବାରୁ ଆର୍ଥିକ କଟକଣା ସହ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିଲେ କିଛି ୟୁରୋପୀୟ ଦେଶ। ପାଶ୍ଚାତ୍ୟ ଦେଶଗୁଡ଼ିକ ନେଇଥିବା ଏହି ପଦକ୍ଷେପକୁ ବିରୋଧ କରି ଏବେ ଋଷ ବଡ଼ ନିଷ୍ପତ୍ତି ନେଇଛି। ୟୁରୋପୀୟ ସଂଘ ଋଷର କୌଣସି ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ…
ଅଧିକ ଖବର ଦେଖନ୍ତୁ...

ବାଇକ ଚାଳକଙ୍କ ପାଇଁ ବଡ ଖବର, ମିଳିବ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବାଇକ ଚାଳକଙ୍କ ପାଇଁ ବଡ ଖବର | ଏଣିକି ସଡକ ଦୁର୍ଘଟଣାର ଶିକାର ହେଲେ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ | ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣକୁ ୧୨୫୦୦ ରୁ ୫୦୦୦୦ ଟଙ୍କାକୁ ବୃଦ୍ଧି କରିଛି। ଏହା ବ୍ୟତୀତ ସଡ଼କ…
ଅଧିକ ଖବର ଦେଖନ୍ତୁ...

୪ ଜିଲ୍ଲା ପୋଛିନେଲା ବିଜେଡି, ୧୮ ଜିଲ୍ଲାରେ କଂଗ୍ରେସ ଓ ୧୦ ଜିଲ୍ଲାରେ ବିଜେପି ଖାତା ଖୋଲି ପାରିଲାନି

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନରେ ଜନତା ବିଜେଡି ସପକ୍ଷ‌ରେ ବିପୁଳ ମତଦାନ କରିଛନ୍ତି। ରାଜ୍ୟରେ ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଚଳିତ ଥର ବିଜେଡିର ଲୋକପ୍ରିୟତା ବଢ଼ିଛି। ଏହି କାରଣରୁ ବିଜେଡି ୮୬ ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ…
ଅଧିକ ଖବର ଦେଖନ୍ତୁ...